ଆଉ ମିଳିବନି ଦହିବରା :

Talk Always Truth

BY -SUBHASMITA AUG- 16 2025
କଟକର ପ୍ରସିଦ୍ଧ ଦହିବରା ଆଳୁଦମ ବ୍ୟବସାୟୀ ରଘୁ ମଉସାଙ୍କ ବିୟୋଗ: ୯୪ ବର୍ଷରେ ପରଲୋକ”
କଟକ: ଆଜି ସକାଳେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ ବ୍ୟବସାୟୀ ରଘୁନାଥ ସାମଲ (ରଘୁ ମଉସା) ୯୪ ବର୍ଷ ବୟସରେ ପରଲୋକ କରିଛନ୍ତି। ବିଡାନାସୀ ଗୋପାଳସାହି ଘରରେ ତାଙ୍କର ମୃତ୍ୟୁ ଘଟିଛି।
୧୯୫୦ ମସିହାରେ କେବଳ ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ ଆରମ୍ଭ କରି, କଟକର ଲୋକପ୍ରିୟ ଦହିବରା ଆଳୁଦମ ଖାଦ୍ୟକୁ ଜଣାଶୁଣା କରିଥିଲେ। ସେ କଞ୍ଚା ଶାଳପତ୍ରରେ ପରସା ଯାଉଥିବା ଦହିବରା ପ୍ରସ୍ତୁତିରେ ତାଙ୍କର ନିଜସ୍ୱ ଶୈଳୀ ପ୍ରସିଦ୍ଧ ଥିଲା।
ରଘୁ ମଉସାଙ୍କ ପରଲୋକରେ ସମ୍ପୂର୍ଣ୍ଣ କଟକ ସମାଜ ଦୁଃଖିତ ଓ ସ୍ମୃତିରେ ତାଙ୍କୁ ସ୍ମରଣ କରୁଛି!


Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page