socialtalknews

ବୌଦ୍ଧ ରେ ହେବ ଆଜି ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜିଠାରୁ ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି । ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ … Read more

ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ବେଳେ ମଝି ଆକାଶରେ ଦେଖା ଦେଲା ଯାନ୍ତ୍ରିକ ତ୍ରୁଟି

ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ- ୬ଇ ୨୦୦୬ ।  ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ଏହି ବିମାନ । ତେବେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଯାହା ଫଳରେ ବିମାନକୁ ଫେରାଇ ଅଣା ଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ମୋଟ ୧୮୦ ଯାତ୍ରୀ ଥିଲେ । ଅବତରଣ ପରେ ସମସ୍ତ … Read more

ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଦିଲ୍ଲୀ ଫେରିଲେ ୧୧୦ ଭାରତୀୟ

ଅପରେସନ ସିନ୍ଧୁ ଲୋକଙ୍କୁ ଘରକୁ ଫେରାଇ ଆଣୁଛି। ଘନଘନ ମିସାଇଲ୍ ମାଡ ଓ ଆକ୍ରମଣରେ ଇରାନ ଥରୁଥିବା ବେଳେ ଅପରେସନସିନ୍ଧୁ ଅଧୀନରେ ଇରାନରୁ ଉଦ୍ଧାର କରାଯାଇଥିବା ୧୧୦ ଜଣ ଭାରତୀୟ ଛାତ୍ର ଆର୍ମେନିଆର ୟେରେଭାନରୁ ଏକ ସ୍ୱତନ୍ତ୍ର ବିମାନରେ ସୁରକ୍ଷିତ ଭାବରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆଉ ଇତିମଧ୍ଯରେ ଇରାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  ତେହେରାନରୁ ପ୍ରଥମ ପର୍ଯ୍ଯାୟରେ ୧୧୦ ଭାରତୀୟଙ୍କୁ ଉଦ୍ଧାର କରି ଏକ ବିମାନ ନୂଆଦିଲ୍ଲୀରେ ଅବତରଣ … Read more

ଇରାନ ପରମାଣୁ ଅସ୍ତ୍ର ରଖିପାରିବନି

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ୫୧ତମ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଏକାଠି ହୋଇଥିବା ‘ଗ୍ରୁପ୍ ଅଫ୍ ସେଭେନ୍’ (ଜି୭)ର ନେତାମାନେ ଏକ ମିଳିତ ବିବୃତି ଜାରି କରି କହିଛନ୍ତି ଯେ ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ |  ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ୫୧ତମ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଏକାଠି ହୋଇଥିବା ‘ଗ୍ରୁପ୍ ଅଫ୍ ସେଭେନ୍’ (ଜି୭)ର ନେତାମାନେ ଏକ ମିଳିତ ବିବୃତି ଜାରି … Read more

ଇରାନ ରୁ କେମିତି ଫେରିବେ ୧୦୦୦୦ ଭାରତୀୟ

ଇସ୍ରାଏଲ ବୋମାମାଡ଼ ଜାରି ରଖିଥିବା ବେଳେ ଇରାନରେ ଫସି ରହିଥିବା ୧୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ଯୋଗାଇ ଦେବାକୁ ନୂଆଦିଲ୍ଲୀ କରିଥିବା ଅନୁରୋଧ ଉପରେ ତେହରାନ ସୋମବାର ପ୍ରତିକ୍ରିୟା ରଖିଛି। ନୂଆଦିଲ୍ଲୀ: ଇସ୍ରାଏଲ ବୋମାମାଡ଼ ଜାରି ରଖିଥିବା ବେଳେ ଇରାନରେ ଫସି ରହିଥିବା ୧୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ଯୋଗାଇ ଦେବାକୁ ନୂଆଦିଲ୍ଲୀ କରିଥିବା ଅନୁରୋଧ ଉପରେ ତେହରାନ ସୋମବାର ପ୍ରତିକ୍ରିୟା ରଖିଛି। ଭାରତର ଅନୁରୋଧର ଜବାବ ଦେଇ … Read more