ବିଶ୍ୱପ୍ରସିଦ୍ଧ ରଥଯାତ୍ରା ରେ ରଥାରୂଢ଼ ଠାକୁରଙ୍କୁ ସୁବର୍ଣ୍ଣ ଖଡିକାରେ ଛେରାପହଁରା କରିଲେ ମହାରାଜା ଗଜପତି

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭାଇ ଭଉଣୀ ଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ୩ ଠାକୁର। ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ | ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ତିନି ଠାକୁରଙ୍କ ପହଣ୍ଡି ହୋଇ ରଥରେ ବିରାଜମାନ କରିଛନ୍ତି। ରଥାରୂଢ଼ ଠାକୁରଙ୍କୁ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି … Read more

ପ୍ରଧାନମନ୍ତ୍ରୀ ମୋଦି ନବୀନ ବାବୁ ଙ୍କ ସ୍ୱାସ୍ଥ୍ୟ ପାଇଁ ନିଜେ ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି

ବିଜୁ ଜନତା ଦଳ (ବିଜେଡି) ନେତା ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଗତ କିଛିଦିନ ହେଲା ଦେହ ଅଶୁସ୍ଥ ହୋଇଛି | ସେଠିପାଇଁ ସେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆଡମିଟ ହୋଇଛନ୍ତି |ସେଥପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି | ସେ ଯେହେତୁ ଜୁନ ୨୨ରେ … Read more

୬୨୯ ବର୍ଷରେ ପ୍ରଥମ ଥର ପାଇଁ, ପଶ୍ଚିମବଙ୍ଗରେ ରଥଯାତ୍ରା ବ୍ୟାନ କଲେ ମମତା ବାନାଜୀ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ମହା ଧାର୍ମିକ ଉତ୍ସାହ ସହିତ ପାଳିତ 629 ବର୍ଷ ପୁରୁଣା ବାର୍ଷିକ ମହୋତ୍ସବ ମହିଷାଦଳର ଐତିହାସିକ ରଥ ମେଳା 2025 ରେ ବାତିଲ କରାଯାଇଛି, ଯାହା ଇତିହାସରେ ପ୍ରଥମ ଥର ପାଇଁ ରଥଯାତ୍ରା ହେବ ନାହିଁ ବୋଲି ଦର୍ଶାଉଛି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର କାଳିଆଚକ I ସିଡି ବ୍ଲକର ଜଲାଲପୁର ସହରରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏକ ବଡ଼ ଝଟକା, ପୋଲିସ ଗତ 629 ବର୍ଷ ଧରି ଆୟୋଜିତ ହୋଇଆସୁଥିବା ‘ରଥ ମେଳା’ … Read more

ରାଜ୍ୟ ସରକାରଙ୍କର ଏକ ମୁଖ୍ୟ ଫୋକସ ହେଉଛି ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା

ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା | ସେଥିପାଇଁ ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶକୁ ପ୍ରାଧ୍ୟାନ୍ୟ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷରିତ ହୋଇଛି । ଲୋକସେବା … Read more

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ

ଆଉ ଜଣେ ଲାଞ୍ଚ ନେବା ବେଳେ ଧାରା ପଡ଼ିଲେ ଭିଜିଲାନ୍ସ ହାତରେ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ | ସେ ହେଉଛନ୍ତି କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ । ସୂର୍ଯ୍ୟକାନ୍ତ ସ୍ୱାଇଁ ଜଣେ ଶିକ୍ଷକଙ୍କଠାରୁ ଘର ନିର୍ମାଣ ଅଗ୍ରିମ ବିଲ୍ କରିବା ପାଇଁ ୧,୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏହି ସମୟରେ ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ … Read more

ରଥଯାତ୍ରା ପାଇଁ ସୁରକ୍ଷାରେ ପୁରୀ ସହର ; ଆକାଶ ମାର୍ଗରୁ ନଜର ରଖିଛି AI ସିସିଟିଭି

ରାତି ପାହିଲେ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତାକାଲି ହେଉଛି ବିଶ୍ୱପ୍ରସିଦ୍ଧ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଘୋଷଯାତ୍ରା | ରଥଯାତ୍ରା ପାଇଁ ଚାଲିଛି କେତେ ପ୍ରସ୍ତୁତି କେତେ ଆୟୋଜନ । ରଥକାମ ସରିଥିବା ବେଳେ ଆଜି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣାଯିବ। ସେପଟେ ରଥଯାତ୍ରା ପାଇଁ  ଆକାଶମାର୍ଗରୁ ନଜର ରହିଛ ପୁରୀ ସହର ଉପରେ | ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ। … Read more

ମହାକାଶ ମିଶନ ରେ ଗଲେ ଶୁଭାଂଶୁ ଶୁକ୍ଳା,

ଅପେକ୍ଷା ର ଅନ୍ତ ଘଟିଲା ଏବଂ ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଭାରତ ପାଇଁ ଆଜି ଗର୍ବର ଓ ଗୌରବର ଦିନ । ମହାକାଶକୁ … Read more

ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା ।

ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା । ମହାକାଶକୁ ଯାଉଛି ପୁଅ । ଖୁସିରେ ମାଆ ବାପାଙ୍କ ଆଖିରୁ ଶୁଖୁନି ଲୁହ । ପୁଅର ଏହି ସଫଳତାକୁ ଦେଖି କାନ୍ଦିପକାଇଲେ ଶୁଭାଂଶୁଙ୍କ ମାଆ । ପୁଅର ମହାକାଶ ଯାତ୍ରା ଦେଖି ଗର୍ବରେ ସିନା ଛାତି କୁଣ୍ଢେମୋଟ ହୋଇଛି , କିନ୍ତୁ ସତେ ଯେମିତି ଏତେ ଦୂରକୁ ପୁଅକୁ ପଠାଇ ମା’ ଆଖିର ଲୁହ ଶୁଖୁନି । ହଁ … Read more

ଚୋରି ପାଇଁ ଶୁଭ ତାରିଖ ବାହାରକରିଛନ୍ତି ଚୋର

ଗେଟ୍ ଲକ୍ କରି ଚମ୍ପଟ ମାରିଥିଲେ ଲୁଟେରା । ରାଜ୍ୟରେ ଅପରାଧ ସଂଖ୍ୟା ଏବେ ବଢିବାରେ ଲାଗିଛି । ଦୁଷ୍କର୍ମ, ହତ୍ୟା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ପୁଲିସ ପ୍ରଶାସନ ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଦିନ ଦି’ପହରରେ ସରକାରୀ କ୍ବାଟରର ତାଲା ଭାଙ୍ଗି ଲୁଟ୍ ହୋଇଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲକ୍ଷାଧିକ ଟଙ୍କା … Read more

୨ ଦିନିଆ ରିମାଣ୍ଡରେ ଗଣଦୁଷ୍କର୍ମ ଅଭିଯୁକ୍ତ ଙ୍କୁ ନେଲା ସିବିଆଇ

ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ୬ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଲେ କୋର୍ଟ । ଏଥିପାଇଁ ବ୍ରହ୍ମପୁର SDJM ଅନୁମତି ଦେଇଛନ୍ତି । ଆଜି ୨ ଦିନିଆ ରିମାଣ୍ଡରେ ୬ ଜଣଙ୍କୁ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ବ୍ରହ୍ମପୁର ଜେଲରେ ୬ ଅଭିଯୁକ୍ତଙ୍କ ହୋଇଥିଲା ଟିଆଇ ପରେଡ୍ । ୧୫ ଦିନ … Read more