ଅଭିନେତା ପାର୍ଥସାରଥୀ ରାୟ ଗିରଫ….

କଣ ପାଇଁ ଗିରଫ କରା ଗଲା ପାର୍ଥ ସାରଥୀ ଙ୍କୁ…ଓଡ଼ିଆ ସିନେ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ ! ଜମିନ ବିହୀନ ପରଓ୍ୱାନା ବଳରେ ତାଙ୍କୁ ଗିରଫ କରିଛନ୍ତି ବଡ଼ଗଡ଼ ଥାନା ପୋଲିସ ! କୋର୍ଟଙ୍କ ନିୟମ ଅବମାନନା କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହେଇଥିଲି !ନୂଆପଲ୍ଲୀ ନୂଆସାହିର ଜଣେ ବ୍ୟକ୍ତିଙ୍କ ବିରୋଧରେ 2023ରେ ବରଗଡ଼ ଥାନାରେ ଅଭିଯୋଗ ହୋଇଥିଲା ! ଅଭିଯୋଗ କରିଥିଲେ ଓଲିଉଡ୍ ର ଜଣେ … Read more

ଲୋକଙ୍କ ଟାଇଟାପୁରା ପାଇଁ ଝିଅକୁ ହତ୍ୟା କଲା ବାପା…

ହରିୟାଣାର ଗୁରୁଗ୍ରାମରୁ ଗୁରୁବାର ଏକ ହୃଦୟବିବାଦକ ଘଟଣା ସାମ୍ନାକୁ ଆସୁଛି ! ସେଠାରେ ଜଣେ ଟେନିସ୍ ଖେଳାଳି ରାଧିକା ଯାଦବ (25 ) ଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହେଇଛି! ଗୁଳି ଶଦ୍ଦ ଶୁଣି ଅଖପାଖ ଲୋକ ରାଧିକାଙ୍କ ଘରେ ପହଁଞ୍ଚି ବା ପରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ! ପାଖରେ ତାଙ୍କ ବାପା ଦୀପକ ଯାଦବ ବସି ରହିଥିଲେ! ଲୋକେ ତୁରନ୍ତ ରାଧିକାଙ୍କୁ ହସ୍ପିଟାଲ ନେଇଥିଲେ … Read more

ଆପଣ Whatsapp ରେ ଖୋଲୁଛନ୍ତି କି କିଛି ଅଜଣା ଫାଇଲ?

ତେବେ ସାବଧାନ ହେଇଯାନ୍ତୁ!ଟ୍ରାପିକ ଇ ଚାଲାଣନାରେ ସାଇବର ଠକ ଏବେ ସାଧାରଣ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି! Whatsapp ରେ ଏକ” ଏପିକେ” ଫାଇଲ ପଠାଇ ସାଇବର ଠକ ଫୋନ୍ ହ୍ୟାକ କରୁଛନ୍ତି ! ପରେ ଫୋନ୍ ରେ ବିଭିନ୍ନ ତଥ୍ୟ ଓ ଟଙ୍କା ଠକେଇ କରୁଛନ୍ତି ! ଏଭଳି ଲିଙ୍କଠାରୁ ଦୂରରେ ରହିବାକୁ ସାଇବର ଥାନା ପକ୍ଷ ରୁ ପରାମର୍ଶ ଦିଆଯାଇଛି !ରାଜ୍ୟ ତଥା ଦେଶରେ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନେଇ ମାଳମାଳ … Read more

ଗୁରୁ ପୂଣ୍ଣିମାରେ ଗୁରୁଙ୍କୁ ହତ୍ୟା …..

ହରିୟାଣା : ପ୍ରିନ୍ସିପାଲଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ ଛାତ୍ର.. ଏକ ଘରେଇ ସ୍କୁଲର ପ୍ରିନ୍ସିପାଲଙ୍କୁ ଦୁଇ ନାବାଳକ ଛାତ୍ର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି ! ଗୁରୁ ପୂଣ୍ଣିମାରେ ଗୁରୁଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି! ଏହି ଘଟଣା ନାରନୈଦ୍ର ସହରର ଵାସ ଗାଁ ରେ ଥିବା କର୍ତ୍ତାର ମେମରିଆଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଘଟିଛି !ପୋଲିସ ସୂଚନା ଅନୁଯାୟୀ ହରିୟାଣାର ଜିଲ୍ଲାରେ ଏକ ସ୍କୁଲରେ ଦୁଇ ନାବାଳକ ଛାତ୍ର ସ୍କୁଲର ପ୍ରିନ୍ସିପାଲଙ୍କର … Read more

Driver mahasangha Ra Congress prema ,ଡ୍ରାଇଭର ମହାସଂଘର କଂଗ୍ରେସ ପ୍ରୀତି ରହୁଛି କି !!

ଆଜି ରାହୁଲଙ୍କ ଓଡିଶା ଗ୍ରସ୍ତ ନେଇ ଡ୍ରାଇଭର ସଂଘର ସଭାପତି video ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ ଓଡିଶାର କୋଣ ଅନୁକୋଣରୁ ରାହୁଲଙ୍କ ସଭା ସମିତି କୁ ଆସୁଥିବା ସମସ୍ତ କଂଗ୍ରେସ ପ୍ରେମୀ ଗାଡିକୁ ବାଟରେ କେହି ନ ଅଟକାଇ ସେମାନଙ୍କ ଗାଡିକୁ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ଏବଂ ଆଗରୁ ନିଦ୍ଧାରିତ ଥିବା ସମସ୍ତ ଗାଡିକୁ ମଧ୍ୟ କେହି ଅଟକାଇବ ନାହିଁ ବୋଲି ରାଜ୍ୟ କଂଗ୍ରେସ ର ପିପିସି ସଭାପତି ଓ କଂଗ୍ରେସ ବିଧାୟକ ଙ୍କ ସହ … Read more

ଭୋଳାବାବା ଙ୍କ ପ୍ରେମରେ କାଉଡିଆ….

ଶ୍ରାବଣ ମାସକୁ ସାଧାରଣ ତ ଆମେ ଶିବଙ୍କ ମାସ ବୋଲି କହିଥାଉ ! ଏହି ମାସରେ ଶିବ ଓ କାଉଡିଆ ଙ୍କ ଭିତର ଥିବା ପ୍ରେମ କୁ ଆମେ ଦେଖିବାକୁ ପାଉ ! କାଇଁ କେତେ ଦୂରରୁ କାଉଡିଆ ଟେ ନିଜ କାନ୍ଦରେ ପାଣିକୁ ବୋହି ଆଣି ଶିବ ଙ୍କ ଉପର ଢାଳିଥାଏ ! ସତେ ଯେପରି ଭୋଳାବାବା ଭକ୍ତଙ୍କ ସେ ପାଣିକୁ ଗ୍ରହଣ କରିବାଲାଗି ଚାହିଁରହିଥାନ୍ତି !ଚାହୁଁ ଚାହୁଁ ଯେ ଶ୍ରାବଣ ମାସ ଆସିଗଲା ଶ୍ରାବଣ … Read more

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||

ଦରକାର ସମୟରେ କାହିଁକି କାମରେ ଆସୁନି ୧୦୮ ଆମ୍ବୁଲାନ୍ସ ?ଫୋନ୍ ଯିବାର୍ ତିନି ଘଣ୍ଟା ପରେ ପହଞ୍ଚିଥିଲା ଆମ୍ବୁଲାନ୍ସବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ଗଲା ଜୀବନ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ…ପୁଅକୁ ଖୋଜୁଛି ମାଆ… ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରୁ । ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳୁଥିଲେ । କ୍ରିକେଟ ଖେଳୁଥିବା ବେଳେ ପେଟକୁ ବାଜିଥିଲା ବଲ୍ । ଗୁରୁତର … Read more

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆଲର୍ଟ | ରିଲିଫ୍ ଓ ଉଦ୍ଧାର କାମ ଜାରି | ହିମାଚଳରେ ବନ୍ୟାର ଭୟଙ୍କର ପ୍ରକୋପ । ଜୁନ୍ ୨୦ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରଠାରୁ, ମାତ୍ର ୧୩ ଦିନ ମଧ୍ୟରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଘଟଣାରେ ୬୩ ଜଣ ପ୍ରାଣ … Read more

BMC କର୍ମଚାରୀଙ୍କ ପାଇଁ ବଢ଼ିଲା ସୁରକ୍ଷାର ଦାଇତ୍ୱ ।

BMC କର୍ମଚାରୀଙ୍କ ପାଇଁ ବଢ଼ିଲା ସୁରକ୍ଷାର ଦାଇତ୍ୱ | ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାକୁ ନେଇ ସୁଲୋଚନା ଦାସ, BMC ମେୟର କହିଥିଲେ ଯେ BMC ଅଫିସରେ ବହୁତ ଦିନ ଆଗରୁ CCTV କାମ କରୁନି । ସୁରକ୍ଷା ବ୍ୟବସ୍ଥାରେ ଥିବା ସୁରକ୍ଷାକର୍ମୀମାନେ ମାଡ଼ ସମୟରେ କିଛି କଲେନି। ତାଙ୍କ ବଦଳରେ ଆମେ BMC ଅଫିସରେ ଗନମ୍ୟାନ ରଖିବୁ | ସେଥିପାଇଁ ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ ।  … Read more

ରେକର୍ଡ କଲେ ଗିଲ୍ ||

ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କ ରେକର୍ଡ ଭରା ମାରାଥନ୍ ଦ୍ବିଶତକ ଦେଖି ଭାରତୀୟ ଙ୍କ ମନ ଖୁସି ||ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କ ଦ୍ବିଶତକ ପରେ ବୋଲର୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ରବୀନ୍ଦ୍ର ଜାଡ଼େଜା ଙ୍କ ସହ ମିଶି ଦ୍ବିଶତକୀୟ ଏବଂ ୱାସିଂଟନ୍ ସୁନ୍ଦର (୪୨)ଙ୍କ ସହ ମିଶି ଶତକୀୟ (୧୪୪) ଭାଗୀଦାରି କରି ଶୁବମନ ଗିଲ୍‌ ମଧ୍ୟ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଭାରତର … Read more