ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସହ ପ୍ରଶାସନିକ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ :ଭୁବନେଶ୍ୱର, ୦୧/୦୮ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସହ ପ୍ରଶାସନିକ ତଦନ୍ତ ଦାବି କଲେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଭୂମକା ନେଇ ପ୍ରଶ୍ନ ଉଠୁଛି। ହାତ ଲେଖା ପ୍ରଶ୍ନପତ୍ର ଲାପଟପ୍ରୁ ବାହାରିଲା ବୋଲି କୁହାଯାଉଛି। ଏବେ ପ୍ରଶ୍ନ … Read more
socialtalknews
ରତ୍ନଭଣ୍ଡାର ଓ ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା :
ରତ୍ନଭଣ୍ଡାର ଗଣତି ପାଇଁ ୨ ବିଶେଷଜ୍ଞରତ୍ନ ଭଣ୍ଡାର ଓ ଗଣତି ମଣତିକୁ ନେଇ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ । ଗଣତି ମଣତି ନେଇ ଆର୍ବିଆଇ ଦୁଇ ଜଣ ଏକ୍ସପର୍ଟ ଙ୍କୁ ମନୋନୀତ କରି ସରକାରଙ୍କୁ ଜଣାଇଛି । ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ କମ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ ।ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚ ସ୍ତରୀୟ କମିଟି ରତ୍ନ ଗୁଡିକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରିବେ … Read more
ବଢୁଛି ରୁଷ ସୈନିକଙ୍କ ମଧ୍ୟରେ HIV ସଂକ୍ରମଣ ହାର:
ବହୁ ସଂଖ୍ୟାରେ ହେଉଛନ୍ତି ଆକ୍ରାନ୍ତବିଶ୍ୱରେ ସର୍ବାଧିକ HIV ସଂକ୍ରମଣ ହାର ଥିବା ଦେଶମାନଙ୍କ ମଧ୍ୟରେ ରୁଷ ପୂର୍ବରୁ ରହିଛି । ଏବେ ୟୁକ୍ରେନ ଯୁଦ୍ଧ ଏହି ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଇଛି । ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ସୈନିକଙ୍କ ମଧ୍ୟରେ HIV ସଂକ୍ରମଣ ହାର ୨୦ ରୁ ୪୦ ଗୁଣ ବୃଦ୍ଧି ପାଇଛି !ଏହି ବୃଦ୍ଧିର ଅନେକ ସମ୍ଭାବ୍ୟ କାରଣ ଅଛି । ପ୍ରଥମତଃ, ଯୁଦ୍ଧର ଚାପପୂର୍ଣ୍ଣ ପରିବେଶରେ ସୈନିକମାନଙ୍କର ମାନସିକ … Read more
ପୂରା ଏସିଆ ବଜାରକୁ ଦୋହଲାଇଦେଲା ଟ୍ରମ୍ପଙ୍କ ଟାରିଫ୍:
ଜାପାନରୁ ନେଇ ସାଉଥ କୋରିଆ ପର୍ଯ୍ୟନ୍ତ ସେୟାର ମାର୍କେଟ୍ ତଳମୁହାଁଜାପାନ ସେୟାର ମାର୍କେଟ ଶୁକ୍ରବାର ଆରମ୍ଭରେ ୨୨୫ ଅଙ୍କ ଅର୍ଥାତ ୦.୬ ପ୍ରତିଶତ ତଳକୁ ଖସିଥିବା ବେଳେ ଦକ୍ଷିଣ କୋରିଆ ସେୟାର ମାର୍କେଟ୍ ୩.୨ ପ୍ରତିଶତ ଖସିଛି । ଏହା ବ୍ୟତୀତ ତାଇୱାନ ସେୟାର ମାର୍କେଟ ୦.୪ ପ୍ରତିଶତ, ଅଷ୍ଟ୍ରେଲିଆ ସେୟାର ମାର୍କେଟ ୦.୭ ପ୍ରତିଶତ ତଳକୁ ଖସି କାରବାର ଆରମ୍ଭ ହୋଇଛି । ସେହିଭଳି ହଂଗକଂଗ ସେୟାର ମାର୍କେଟ ୦.୨ ପ୍ରତିଶତ ତଳକୁ ଖସିଛି ।ପୂରା … Read more
ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ମିଳିଛି ଅନୁମୋଦ
ସାଂସଦ ଶୁଭାଶିଷଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ :ପୁରୀ : ପୁରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ ପ୍ରମୁଖ ବହୁ ଅନୁମୋଦନ ମିଳିଲାଣି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ସୋମବାର ରାଜ୍ୟସଭାରେ ଉତ୍ତର ରଖିଛନ୍ତି । ଏହି ବିମାନବନ୍ଦର ସ୍ଥିତି କ’ଣ ବୋଲି ପୁରୀ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଏକ ପ୍ରଶ୍ନ କରିଥିଲେ | ସାସଂଦ ଶ୍ରୀ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉତ୍ତର ଦେଇଥିଲେ, ଗ୍ରୀନ୍ … Read more
ଭାରତକୁ ଆଉ ଏକ ଝଟକା ଦେଲା ଆମେରିକା :
୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନିକୁ କଲା ବ୍ୟାନ୍ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ । ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି । ଏହା ଇରାନ ଉପରେ ଆତଙ୍କବାଦକୁ ସମର୍ଥନ କରିବାର ଅଭିଯୋଗ ମଧ୍ୟ ଆଣିଛି ।ଭାରତକୁ ଆଉ ଏକ ଝକଟା ଦେଲା ଆମେରିକା : ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନିକୁ କଲା ବ୍ୟାନ୍କନକ ବ୍ୟୁରୋ : ଭାରତକୁ ଆଉ … Read more
କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ସରକାର :
ସୁଭଦ୍ରା ସମ୍ପର୍କିିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଂ କମିଟି ବୈଠକରେ ଆଲୋଚନା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି ।କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ସରକାର । କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା । ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୁର୍ଣ ବୈଠକ । … Read more
ଅଗଷ୍ଟ ପହିଲାରୁ ନୂଆ ନିୟମ, ୪ ବଡ଼ ପରିବର୍ତ୍ତନ :
ନୂଆଦିଲ୍ଲୀ : ନୂଆ ମାସ ନୂଆ ନିୟମ । ଅଗଷ୍ଟ ପହିଲାରୁ ୪ ଟି ବଡ଼ ପପରିବର୍ତ୍ତନ। ଯାହା ଆପଣଙ୍କର ପକେଟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ଏହି ପରିବର୍ତ୍ତିତ ନିୟମଗୁଡ଼ିକରେ ୟୁପିଆଇ କାରବାର ସହିତ ଜଡିତ ନୂଆ ନିୟମ, ବ୍ୟକ୍ତିଗତ ଯାନ ପାଇଁ ନୂତନ ବାର୍ଷିକ FASTag କାର୍ଡ ଏବଂ ଏସବିଆଇ କ୍ରେଡିଟ୍ କାର୍ଡରେ ମାଗଣା ବୀମା କଭର ପ୍ରତ୍ୟାହାର ଅନ୍ତର୍ଭୁକ୍ତ। ଏହି ପରିବର୍ତ୍ତନଗୁଡ଼ିକ ଆଜିଠାରୁ କାର୍ଯ୍ୟକାରୀ ହେବ।ୟୁପିଆଇ କାରବାରର ଗୁଣବତ୍ତା ଉନ୍ନତ କରିବା … Read more
ପ୍ରଧାନମନ୍ତ୍ରୀଙ୍କ ୭୫ ବର୍ଷ ଜନ୍ମଦିନରେ ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ :
ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା’ ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ … Read more
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା :
ଜେଲ ଯିବେ ପିଟିଆଇ ସାଂସଦଙ୍କ ସମେତ ୧୬୬ ସଦସ୍ୟ : ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ସେମାନଙ୍କ ବିରୋଧରେ ୯ ମେ’, ୨୦୨୩ରେ ପଞ୍ଜାବ ପ୍ରଦେଶରେ ଆଇଏସଆଇ କୋଠା ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ମାମଲା … Read more