ଯବାନଙ୍କ ପିନ୍ଦିବେ ରାକ୍ଷୀ :

ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ, ସୁରକ୍ଷା ପାଇଁ ଠାକୁରଙ୍କ ପାଖରେ କଲେ ଗୁହାରିସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନରାତି କାମ କରନ୍ତି, ସେମାନେ ଏହି ରାକ୍ଷୀ ବାନ୍ଧିବା … Read more

ସେନାକୁ ବଡ଼ ସଫଳତା :

ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀ :ସେନାକୁ ସଫଳତା: ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀଶ୍ରୀନଗର ସେନାକୁ ପୁଣି ସଫଳତା । ଜାମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀକୁ ନିପାତ କଲେ ଯବାନ । ବାକି ୨ ଜଣ ଆତଙ୍କୀ ଧରାପଡ଼ିଥିବା ସୂଚନା ମିଳିଛି । ତେବେ ଅପରେସନ୍ ଅଖଲ ଜରିଆରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଉଛି ।ଶୁକ୍ରବାର ଜାମ୍ମୁ କାଶ୍ମୀରର ଅଖଲ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଥିଲା । … Read more

ଡାକ୍ତରୀ ପଢ଼ିବେ ମାଆ-ଝିଅ:

ନୂଆଦିଲ୍ଲୀ :ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ, ଚର୍ଚ୍ଚାରେ ୪୯ ବର୍ଷୀୟା ମହିଳାକଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଷ୍ଠାର ସହ କୌଣସି ବି କାମ କଲେ ତାହା ସଫଳ ହୁଏ ନିଶ୍ଚିତ । ଯାହାର ବଡ଼ ଉଦାହରଣ ଆସିଛି ତାମିଲନାଡୁରୁ । ଯେଉଁଠି ଜଣେ ୪୯ ବର୍ଷୀୟା ମହିଳା ନିଟ୍ ପାସ୍ କକରିଛନ୍ତି !ଡାକ୍ତରୀ ପଢ଼ିବେ ମାଆ-ଝିଅ ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ, … Read more

ବସ୍ତିରେ ଆଉ ଚାଲିବନି ବୁଲଡୋଜର :

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଡ଼ ଘୋଷଣା ନୂଆଦିଲ୍ଲୀ: ଦିଲ୍ଲୀର ବସ୍ତି ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଉ ରାଜଧାନୀରେ ଥିବା ବସ୍ତି ଉପରେ ଚାଲିବନି ବୁଲଡୋଜର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ ଏହି ସମ୍ପର୍କରେ ରେଳ ଏବଂ ଡିଡିଏ ସମେତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ଏହା କରିବାକୁ ପଡ଼େ, ତେବେ ପ୍ରଥମେ ବସ୍ତି ବାସିନ୍ଦାଙ୍କୁ … Read more

ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :

ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ ପାକାଇଛି ଆମେରିକା କିନ୍ତୁ ଏହି ଚାପକୁ ଖାତିର୍‌କରିନି ଭାରତ । ଏହା କହିବାର ଅର୍ଥ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାର ଧମକ କୌଣସି ନୂଆ … Read more

ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :

ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ ପାକାଇଛି ଆମେରିକା କିନ୍ତୁ ଏହି ଚାପକୁ ଖାତିର୍‌କରିନି ଭାରତ । ଏହା କହିବାର ଅର୍ଥ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାର ଧମକ କୌଣସି ନୂଆ … Read more

ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ :

ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ। ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ବୁଧବାର ନିଖୋଜ ହୋଇଥିବା ୧୩ ବର୍ଷୀୟ ବାଳକର ଜଳିଯାଇଥିବା ମୃତଦେହ ଗୁରୁବାର ଉଦ୍ଧାର କରାଯାଇଥିବା ଜଣାଯାଇଛି!ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ, ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେବେଙ୍ଗାଲୁରୁ ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ। ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ବୁଧବାର ନିଖୋଜ ହୋଇଥିବା ୧୩ ବର୍ଷୀୟ ବାଳକର … Read more

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା :

ସ୍ୱଧୀନତାର ଏତେ ବର୍ଷ ପରେ ବି ଗାଁରେ ପହଂଚିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଜନ୍ମ ହେଲା ନବଜାତ ଶିଶୁ!ରାସ୍ତା ନଥିବାରୁ ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ୩ କିଲୋମିଟର ବାଟ ଖଟିଆରେ ବୋହି ଆଣିବା ପରେ ବାଟରେ ପ୍ରସବ କରିଛନ୍ତି ମହିଳା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସର୍ଗିପାନି ଗାଁକୁ ଏବେ ବି ରାସ୍ତାଟିଏ ନାହିଁ । ଜଙ୍ଗଲିଆ ରାସ୍ତାରେ ଲୋକମାନେ ଯାତାୟତ କରନ୍ତି । ପ୍ରତିଦିନ ଲୋକମାନେ ଯାତାୟତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି … Read more

ରାଜଧାନୀ ରେ ମେଟ୍ରୋ କରାଯିବ :

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତିବିଜେଡି ମିଛ କହୁଛି ! ଆମେ କହିଛୁ କେନ୍ଦ୍ରର ସହାୟତାରେ ମେଟ୍ରୋ କରାଯିବ! ସେଥିପାଇଁ କମିଟି ନିଷ୍ପତ୍ତି ନେଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ମେଟ୍ରୋର ଆବଶ୍ୟକତା ଅଛି । ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ବଢିଛି! ଏହାର … Read more

ଗୁହାରି କଲେ ପିହୁ : ୭ ଦିନରେ ପିହୁ ନମିଳିଲେ ଧାରଣାରେ ବସିବାକୁ ଦେଲେ ଚେତାବନୀପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପିହୁକୁ ଖୋଜିବାକୁ ନିବେଦନ କରିଛନ୍ତି ନିଖୋଜ ପିହୁର ମାଆ । କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ବିତିଲାଣି ।ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପିହୁକୁ ଖୋଜିବାକୁ ନିବେଦନ କରିଛନ୍ତି ନିଖୋଜ ପିହୁର ମାଆ । କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ବିତିଲାଣି । ହେଲେ ଏପର୍ୟ୍ୟନ୍ତ ପିହୁର … Read more