ଦୁର୍ଘଟଣା ନେଲା ଯବାନଙ୍କ ଜୀବନ।
ଖାତକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍: ୩ସହିଦ୍, ୧୬ ଆହତଶ୍ରୀନଗର: ଦୁର୍ଘଟଣା ନେଲା ଯବାନଙ୍କ ଜୀବନ। ଅପରେସନ ସାରି ଫେରୁଥିବା ବେଳେ ରାସ୍ତାରେ ଜଗିଥିଲା ଯମ। ଓଲଟିଲା ଯବାନମାନଙ୍କୁ ନେଇ ଆସୁଥିବା ବସ୍। ସହିଦ୍ ହେଲେ ୩ଯବାନ। ଜମ୍ମୁ କଶ୍ମୀରର ଉଧମପୁରରେ ଘଟିଛି ଏହି ଦୁର୍ଘଟଣା। ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ସୈନିକଙ୍କ ଏକ ଗାଡ଼ି ଖାତକୁ ଖସିପଡ଼ିବାରୁ ୩ଜଣ ସହିଦ୍ ହେବା ସହ ପ୍ରାୟ ୧୬ଜଣ ଆହତ ହୋଇଥିବା ଜଣାଯାଇଛି। ସମସ୍ତ … Read more