୭୯ତମ ସ୍ବାଧୀନତା ଦିବସ ପାଇଁ ଭୁବନେଶ୍ବରରେ ବିଶାଳ ପରେଡ୍ ରିହର୍ସଲ :
ପୁଲିସ ବ୍ୟାଣ୍ଡ ଓ ସ୍କୁଲ ବ୍ୟାଣ୍ଡଙ୍କ ଦର୍ଶନୀୟ ଭାଗୀଦାରିBy Subhasmita Aug 13 2025ଭୁବନେଶ୍ବର: ଆସନ୍ତା ୧୫ ଅଗଷ୍ଟରେ ଆୟୋଜିତ ହେବାକୁ ଯାଉଥିବା ୭୯ତମ ସ୍ବାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ବରର ଗାନ୍ଧୀମାର୍ଗରେ ବିଶାଳ ପରେଡ୍ର ରିହର୍ସଲ ଆଜି ସଫଳତାର ସହ ଆୟୋଜିତ ହୋଇଛି ।ପରେଡ୍ରେ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲ ବ୍ୟାଣ୍ଡ ମଧ୍ୟ ତାଙ୍କର କୌଶଳ ଓ ସମନ୍ୱୟ ଦର୍ଶାଇବାକୁ ପ୍ରସ୍ତୁତ ହୋଇଛି । ପରେଡ୍ର ନେତୃତ୍ୱ କଣ୍ଟିଜେଣ୍ଟ କମାଣ୍ଡର ଅନନ୍ୟାଙ୍କ ପାଖରେ ରହିଛି, … Read more