ଇସ୍ରୋର ବିରାଟ ସ୍ୱପ୍ନ
ମହଲା ଉଚ୍ଚତା ବିଶିଷ୍ଟ ରକେଟ୍, ୭୫ ଟନ୍ର ପେଲୋଡ୍ କକ୍ଷପଥକୁ By- SUBHASMITA Aug 20 2025 ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପୁଣିଥରେ ଇତିହାସ ରଚିବାକୁ ପ୍ରସ୍ତୁତ। ସଂଗଠନ ଏବେ ଏକ ବିଶାଳ ରକେଟ୍ର ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଯାହାର ଉଚ୍ଚତା ୪୦ ମହଲା କୋଠା ସମାନ ହେବ। ଏହି ରକେଟ୍ ୭୫ ଟନ୍ (୭୫,୦୦୦ କିଲୋଗ୍ରାମ୍) ପେଲୋଡ୍କୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବାରେ ସକ୍ଷମ ହେବ।ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ … Read more