ଆଜିଠୁ ଆରମ୍ଭ ଏସିଆ କପ୍ ହକି :
୮ ଦଳୀୟ ପ୍ରତିସ୍ପର୍ଧାରେ ବିଶ୍ୱକପ୍ ସ୍ୱପ୍ନରେ ଭାରତ” By -SUBHASMITA Aug 29 2025 ବହୁ ପ୍ରତୀକ୍ଷିତ ଏସିଆ କପ୍ ହକି ପ୍ରତିଯୋଗିତା ଶୁକ୍ରବାରଠାରୁ ଜୋରଦାର ଭାବରେ ଆରମ୍ଭ ହେବ। ଏହି ୮ ଦଳୀୟ ପ୍ରତିସ୍ପର୍ଧା ଭାରତ ପାଇଁ ବିଶ୍ୱକପ୍ ଯୋଗ୍ୟତା ଲାଗି ଶେଷ ଓ ଶ୍ରେଷ୍ଠ ସୁଯୋଗ। କାରଣ, ନେଦରଲାଣ୍ଡ୍ସ ଓ ବେଲଜିୟମ୍ରେ ଆସନ୍ତାବର୍ଷ ଆୟୋଜିତ ବିଶ୍ୱକପ୍ରେ ସିଧାସଳଖ ଯାଇବାର ଅବସର, ଏସିଆ କପ୍ରେ ବିଜୟୀ ହେବାରୁ ମାତ୍ର ସମ୍ଭବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଦୁର୍ବଳ … Read more