ସିଧା ଆଇସିୟୁରେ….
ପୋଲିସ ମାଡ଼ରେ ସିଦା ଆଇସିୟୁରେ ବବି ଦାସ !ଲୋକସଭା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ମାଡ଼ରେ ଆହତ ହେଲେ ବବି ଦାସ !
ପୋଲିସ ମାଡ଼ରେ ସିଦା ଆଇସିୟୁରେ ବବି ଦାସ !ଲୋକସଭା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ମାଡ଼ରେ ଆହତ ହେଲେ ବବି ଦାସ !
ସାପ କାହାର କ୍ଷେତି କରେନା ! ସାପ ଯେ ଆମର ବନ୍ଧୁ ! ତାହା ଭୁଲିବା ଉଚିତ ନୁହେଁ ! ସାପ ଶତ୍ରୁ ନୁହେଁ, ପରିବେଶ ପ୍ରତି ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ସାପପ୍ରତି ଥିବ ମନୋଜଳକୁ ଦୂଇ କରିବା ମାନ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୬ରେ ପାଳିତ ହେଉଛି ବିଶ୍ର ସର୍ପ ନିଜ ମାପ କାମୁଡାରେ ରାଜ୍ୟରେ ବର୍ଷକୁ ପ୍ରାୟ ୧୦୦୦ ଲୋକଙ୍କ ଜୀବନ ଯାଉଛି ତଥାପି ପରିବେଶ ସବୁଜନ ରକ୍ଷା … Read more
ନିଜ ଜୀବନକୁ ବାଜିରେ ଲଗାଇ ସେଦିନ ସୌମାଶ୍ରୀ ଙ୍କୁ ବଞ୍ଚାଇବାକୁ ଯାଇ ଯିଏ ନିଆଁ ରେ ପୋଡି ହେଇ ଯାଇଥିଲା! ତାକୁ ଏଠି ସବୁ ଭୁଲିଗଲେ ! ଉଦ୍ଧାରକାରୀ ଛାତ୍ରଙ୍କ କଥା ଭୁଲିଗଲେ! ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସୌମ୍ୟାଶ୍ରୀଙ୍କ ଦେହାନ୍ତ ଖବର ଆସିବାପରେ ପୂରା ରାଜ୍ୟ ମର୍ମାହତ ହୋଇଛି ଏବଂ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି! ଏସବୁ ଭିତରେ ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା … Read more
ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ୍ ସାମ୍ବାଦିକଙ୍କ ମୃତ୍ୟୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ୍ ସାମ୍ବାଦିକଙ୍କ ମୃତ୍ୟୁ, ୨ଟି ବାଇକରେ ଆସି କାର ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଚୋଟ ପକାଇଥିଲେ ୫ ଜଣ ଦୁର୍ବୃତ୍ତ ୱେବ ସାମ୍ବାଦିକଙ୍କୁ ଆକ୍ରମଣ ।ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ ସାମ୍ବାଦିକ ଚିନ୍ତାକାଏଲା ନରେଶଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଖବର ମାଲକାନଗିରିରୁ ଆସିଛି । ମିଳିଥିବା ସୂଚନା ମୁତାବକ, ମୋଟୁ ମୁରଲିଗୁଡା ଠାରେ ସାମ୍ବାଦିକଙ୍କୁ କାରକୁ ଅଟକାଇ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ।୨ଟି ବାଇକରେ … Read more
ଏମ୍ସ ବର୍ଣ୍ଣ ୱାର୍ଡରେ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ଚିକିତ୍ସା ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପୀଡିତାଙ୍କ ବାପା ।ସ୍ବୟଂଶାସିତ ମହାବିଦ୍ୟାଳୟରେ ହୃଦୟ ବିଦାରକ ଘଟଣା । ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି । ବର୍ତ୍ତମାନ ସେ ଏମ୍ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏ ନେଇ ଏମ୍ସ ଚିକିତ୍ସାଧିକାରୀ କହିଛନ୍ତି, … Read more
ମହାମହିମଙ୍କ ଗସ୍ତକୁ ନେଇ ଟ୍ବିନ୍ସିଟିରେ ସୁରକ୍ଷା କଡ଼ାକଡ଼ି |୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ !କନକ ବ୍ୟୁରୋ : ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । … Read more
ଆହମନାଳୀଦ, ୧୩ ୭ (ପିଡିଆଇ) ସନ୍ଧିଆର ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆରଟିଆଇ କର୍ମା ଅମିତ ଜେଠଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ସାଂସଦ ଦିନୁ ସୋଲାଙ୍କିଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଆଜୀବନ କାରାଦଣ୍ଡଦେଶ ଦେଇଛନ୍ତି । ସନ ଦୋଷୀଙ୍କ ବିରୋଧରେ ମୋଟ ୫.୯, ୨୫,୦୦୦ ଟକାର ଜୋରିମାନା କରାଯାଇଛି । ସ୍ବତନ୍ତ୍ର ବିଚାରପତି ଜେ. ଏମ ତାରେ ଶନିତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ରାୟ ସଂରକ୍ଷିତ ନଥୁରେ । ଏହି ମାମଲାରେ ଅନ୍ୟ … Read more
ବ୍ରାଉନ୍ସୁଗର କାରବାରକୁ ମେ ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଉପକ ପାଡ଼ାପାଟଣା। ଏଠାରେ ଥିବା କଣ୍ଠ ଏକ ମିକ୍ସଚର ଫ୍ୟାକ୍ତିରୁ ମିକ୍ସଚର ପ୍ୟାକେଟ୍ରେ ବ୍ରାଉନ୍ସୁଗର ଚାଲାଣ ହେଉଥିବା ଭଳି ଘଟଣ ଣା ପଦାକୁ ଆସିଛି। ଏହି ମିକ୍ସଚର ଫ୍ୟାକ୍ତିରେ > ଅବକାରୀ ବିଭାଗ ଚଢ଼ଉ କରି ୬ଟି ୫୦ ଗ୍ରାମ୍ ମାଲିକ ଜଣେ ମିକ୍ସଚର ପ୍ୟାକେଟ୍ରୁ ୧୫୦ ବ୍ରାଉନ୍ସୁଗର ଜବତ କରିଛନ୍ତି। ଏହି ମିକ୍ସଚର ଫ୍ୟାକ୍ତି ମାଲିକ । ପୂର୍ବତନ ସରପଞ୍ଚ ହୋଇଥିବାରୁ ଏହାକୁ ନେଇ ଜିଲ୍ଲା ରାଜନୀତି … Read more
କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାବେଶ ନଥିଲା କଂଗ୍ରେସ ବଂଞ୍ଚାଓ ସମାବେଶ ଥିଲା !ଭୁବନେଶ୍ୱର ର ବରମୁଣ୍ଡା ଠାରେ ଆଜି କଂଗ୍ରେସ ବିରାଟ ସମାବେଶ କରିଥିଲା ! ହଜାର ହଜାର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା ! କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାଧାନ ବଞ୍ଚାଓ ସମିବେଶ ନଥିଲା ସେ ଥିଲା କଂଗ୍ରେସ ବଞ୍ଚାଓ ! କଂଗ୍ରେସ ସମ୍ବିଧାନ ବଞ୍ଚାଓ ସମିବେଶରେ ବିରେଧୀ ଦଳ ନେତା ରାହୁଲ ଗାନ୍ଦି ସମ୍ବେଦନ କରୁଥିଲେ ! ଓଡିଶାର କଂଗ୍ରେସ କର୍ମକର୍ତ୍ତାକୁ … Read more
ଭୁବଳେଶ୍ଵର:- ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଧୀରେ ଧୀରେ ପ୍ରଭାବହୀନ ହେବାରେ ଲାଗିଛି । ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ହଟିକୁଳି ବୋଲି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି ଜିଦ୍ ଧରିଛନ୍ତି । ଅନ୍ୟପଟେ ଶୁକ୍ଳଚର ଆନ୍ଦୋଳନ ମଇଦାନ ଛାଡ଼ି ଅନେକ ଡାକଲର ଷ୍ଟିଅରିଂ ଧରିଛନ୍ତି । ଆସନ୍ତାକାଲିଠୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ନେଉଛି!