ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେରିଲା ପାସ୍-ଫେଲ୍ ପ୍ରଣାଳୀ! ଛାତ୍ରଛାତ୍ରୀ ପାଇଁ ନୂଆ ନିୟମ ଘୋଷଣା :
By – SUBHASMITA Oct 23 2025 ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି — ଏବେ ଆଉ ମିଳିବ ନାହିଁ ସିଧା ପ୍ରୋମୋସନ୍! ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଏବେ ହେବ ପାସ୍ ଓ ଫେଲ୍ ପରୀକ୍ଷା ପ୍ରଣାଳୀ। ଗଣଶିକ୍ଷା ବିଭାଗ ଓ ବିଦ୍ୟାଳୟ ବିଭାଗ ପକ୍ଷରୁ ଏହି ନୂତନ ନିୟମ ଜାରି ହୋଇଛି। ଏହାଅନୁଯାୟୀ ଏବେ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଜିଲ୍ଲାସ୍ତରରେ ପ୍ରସ୍ତୁତ ହୋଇଥିବା ସାଧାରଣ ପ୍ରଶ୍ନପତ୍ର ଉପରେ ହେବ। ଫେବ୍ରୁଆରିରେ … Read more