ମାଟିତଳୁ ଖୋଳାଯିବ ମୃତଦେହ :
ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କରୁଣାକର ଦଳାଇ ଗତ ୮ ମାସ ହେବ କୁସୁମପୁର ଗାଁ ରେ ରହି ଆସୁଥିଲେ। ସେହି ଗାଁରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ। ସେହି ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅ ମୃତ୍ୟୁ ହୋଇଥିଲା।ଗଜପତି କୁସୁମପୁର ଗାଁରେ ଗୁଣି ସନ୍ଦେହରେ ହତ୍ୟା ଘଟଣା। ଆଜି ମାଟିତଳୁ … Read more