ଗୋହତ୍ୟା ଶେଷ :

ରାଜ୍ୟରେ ହୋଇପାରିବନି ଗୋହତ୍ୟା । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ହେବ । କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତିରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ିଚାଲିଥିଲା । ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ୁଥିଲା । ଆଉ କେଉଁଠି କେଉଁଠିତ ଗୋମାଂସ ଚୋରା ଚାଲାଣ … Read more

କୀଟ ପାଳିଲା ‘କ୍ରିତନ୍ତୁଜା’ :

ଭୁବନେଶ୍ୱର : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସ।ହିତ କରିବା ପାଇଁ ଆଜି କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୫ ଉଦ୍ଘାରଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ହସ୍ତତନ୍ତ ଦିବସର ତାତ୍ପର୍ଯ୍ୟ ଉପରେ ନିଜର ମତ ରଖିଥିଲେ ।କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ … Read more

ତାଣ୍ଡବ ରଚିବ ବର୍ଷା :

ଆଜି ପୂରା ଓଡ଼ିଶାରେ ଘଡ଼ଘଡ଼ି ବର୍ଷା, ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ଭୁବନେଶ୍ୱର : ଆଜି ଭିଜିବ ସାରା ଓଡ଼ିଶା । ଆଜି ପାଇଁ ପୂରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ସମଗ୍ର ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ୬ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ରାୟଗଡ଼ା ଏବଂ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଅଛି।ଏହି ୬ଜିଲ୍ଲାକୁ … Read more

ଫେରିବେ ରଜନୀକାନ୍ତ :

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆକ୍ସନ ଥ୍ରିଲର ’କୁଲି’ ଫିଲ୍ମରେ ତାଙ୍କ ଦମଦାର ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି । ତାମିଲ ଭାଷାର ଏହି ଫିଲ୍ମଟି ଲୋକେଶ କନାଗରାଜଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବାବେଳେ କଳାନିଥି ମାରନଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି । ଅଗଷ୍ଟ ୨ରେ ଚେନ୍ନାଇରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏହି ଫିଲ୍ମର ଅଫିସିଆଲ ଟ୍ରେଲର ରିଲିଜ କରିଥିଲେ । ଏହି ଫିଲ୍ମରେ ରଜନୀକାନ୍ତଙ୍କୁ ନୂଆ ଅବତାରରେ ଦେଖିବାକୁ ପାଇବେ ଦର୍ଶକ । ଯାହା ବର୍ତ୍ତମାନ ସୋସିଆଲ … Read more

ଚିଙ୍କୁଡ଼ି ଯିବନି ଆମେରିକା :

ଭୁବନେଶ୍ୱର : ଓଡ଼ିଶା ଚିଙ୍ଗୁଡି ଯିବନି ଆମେରିକା । ବନ୍ଦ ହେବ ସି ଫୁଟ୍ ରପ୍ତାନୀ । ଓଡ଼ିଶାରେ ଟ୍ରମ୍ପ ଟାରିଫ ପ୍ରଭାବ। ରାଜ୍ୟର ସି ଫୁଡ୍ ସେକ୍ଟର ଭୟଙ୍କର ପ୍ରଭାବିତ ହେବାକୁ ଯାଉଛି । ଏହା କହିଛନ୍ତି ଶିଳ୍ପପତି ତାରା ପଟ୍ଟନାୟକ। ଆମେରିକା ୨୫ ପ୍ରତିଶତ ଟାରିଫ ସହ ଅତିରିକ୍ତ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ଲଗାଇଛି ।ଏହା ସହ ଅନ୍ୟାନ୍ୟ ଟିକସ ମିଶାଇଲେ ପ୍ରାୟ ୬୦ ପ୍ରତିଶତ ଶୁଳ୍କ ଲାଗିବ। ଯାହା ଫଳରେ ଓଡ଼ିଶାର … Read more

ଟ୍ରମ୍ପ ଙ୍କୁ ବଡ଼ ଝଟକା :

ନୂଆଦିଲ୍ଲୀ: ଭାରତ ଅଗଷ୍ଟ ୨୦୨୫ ସୁଦ୍ଧା ଆମେରିକା ସହ ହୋଇଥିବା ଛଅଟି ଅତିରିକ୍ତ ବୋଇଙ୍ଗ ପି-୮ଆଇ ମାରିଟାଇମ୍‌ ପାଟ୍ରୋଲ ବିମାନ କ୍ରୟକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତି ଆମେରିକା ସରକାରଙ୍କ ଦ୍ୱାରା ଭାରତୀୟ ରପ୍ତାନୀ ଉପରେ ୨୫% ଅତିର୍କିତ ଟାରିଫ ଲଗାଇବା ପରେ ନିଆଯାଇଛି। ଏହା ସହିତ ଉଚ୍ଚ-ମୂଲ୍ୟ ପ୍ରତିରକ୍ଷା ଚୁକ୍ତିଗୁଡ଼ିକର ରଣନୀତିକ ସମୀକ୍ଷା ମଧ୍ୟ ଏହି ନିଷ୍ପତ୍ତିରେ ପ୍ରଭାବ ପକାଇଛି।୨୦୨୧ରେ ଆମେରିକା ସରକାର ଏହି ଛଅଟି ପି-୮ଆଇ ବିମାନର ବିକ୍ରୟକୁ ୨.୪୨ ବିଲିୟନ ଡଲାରରେ ଅନୁମୋଦନ … Read more

ବୁଣାକାରଙ୍କୁ ମିଳୁନି ପ୍ରୋତ୍ସାହନ :

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର ଚାହିଦା । ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୟସ୍କଙ୍କ ଠାରେ ହସ୍ତତନ୍ତ ପୋଷାକ ପ୍ରତି ଚାହିଦା ଥିବା ପରୀଲକ୍ଷିତ ହେଉଛି । ଫ୍ୟାସନ୍ରେ ବି ହ୍ୟାଣ୍ଡଲୁମ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳୁଛି । ତେବେ ଯଦି ଦେଖିବା ବୌଦ୍ଧ ଜିଲ୍ଲାରେ ବାନ୍ଧ ଶାଢ଼ୀର … Read more

ଭାରତ ମୁଣ୍ଡ ନୁଆଇଁବନି :

ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆମେରିକାର ୫୦% ଶୁଳ୍କ ବୋମା ମାଡ଼ ହେବା ପରେ ଚପିନି ଭାରତ। ଆମେ କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସ୍ପଷ୍ଟ … Read more

ଏଣିକି ନେଇପାରିବେ ନାହିଁ ଛୁଟି :

CBSE ସ୍କୁଲଗୁଡିକରେ ଛାତ୍ର ଛାତ୍ରୀଙ୍କ ଛୁଟିକୁ ନେଇ କଠୋର ନିୟମ ଲାଗୁ କରୁଛି । ଏନେଇ ସରକାରୀ ୱେବସାଇଟରେ ନୂଆ ନୋଟିସ୍ ଜାରି ହୋଇଛି । ନୋଟିସରେ ସ୍କୁଲ୍, ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମ ଉଲ୍ଲେଖ କରାଯାଇଛି । ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଆଟେଣ୍ଡାନ୍ସ ୭୫ ପ୍ରତିଶତ ହେବା ଉଚିତ୍ । ଯାହାକୁ ବୋର୍ଡ ବାଧ୍ୟତାମୂଳକ କରିଛି ।ବୋର୍ଡର ଏହି ନିୟମ ପରେ ଯଦି ଜଣେ … Read more

୧୬ ଦେଶକୁ ବ୍ୟାପିଲା ନୂଆ ଭୂତାଣୁ :

ବିଶ୍ୱର ଅନେକ ସ୍ଥାନରେ ଚିକନଗୁନିଆ ଭାଇରସ ପୁଣି ଥରେ ମୁଣ୍ଡ ଟେକିବାରେ ଲାଗିଛି । ଏହାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି, ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ପାଇଁ ଏକ ଯାତ୍ରା ସତର୍କତା ଜାରି କରିଛି ।ସିଡିସି ଆମେରିକୀୟ ଯାତ୍ରୀମାନଙ୍କୁ ବିପଦ ବିଷୟରେ ସତର୍କ କରାଇ ଦେଇଛି, ଯେଉଁ ସ୍ଥାନରେ ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ସେସବୁ ସ୍ଥାନକୁ ନଯିବାକୁ ସିଡିସି କହିଛି । ଚୀନ୍ … Read more