ଟ୍ୟୁସନ୍ରୁ ଫେରୁଥିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ :ସ୍ଥିର ରହିଛି ସ୍ବାସ୍ଥ୍ୟାବସ୍ଥା”
y subhasmita Aug 12 2025 ଭଦ୍ରକ: ସିମୁଳିଆ ଥାନା ଅଞ୍ଚଳରେ ଗୋଟିଏ ନବମ ଶ୍ରେଣୀର ନାବାଳିକା ଟ୍ୟୁସନ୍ ସାରି ସାଇକେଲ୍ରେ ଘରକୁ ଫେରୁଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ । ଘଟଣା ପରେ ପୀଡ଼ିତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା!ଭଦ୍ରକ ଏଡିଏମ୍ଓ ମିନତିଲତା ଦାସ କହିଛନ୍ତି ଯେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଘଟଣା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ … Read more