ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ କୋରାପୁଟ :
By – subhasmita Aug 19 2025 କୋରାପୁଟ: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ କୋରାପୁଟ। କେଉଁଠି ମାଟି ଅତଡ଼ା ଧସି ରାସ୍ତା ଅବରୋଧ ତ କେଉଁଟି ବାଦଲଫଟା ବର୍ଷା ତ ଆଉ କେଉଁଠି ଜନଜୀବନ ଅସ୍ତବ୍ୟସ୍ତ। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ୮୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଜିଲ୍ଲାର କୋଟପାଡ଼ରେ ସର୍ବାଧିକ ୧୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ବୈପାରିଗୁଡ଼ା ବ୍ଲକରେ ୧୪୩ ମିଲିମିଟର ବର୍ଷା ହୋଇଛି। ସେହିପରି ବୋରିଗୁମ୍ମାରେ ୩୬ ମିଲିମିଟର ବର୍ଷା … Read more