ଭୁବନେଶ୍ୱରରେ ହାଇସ୍ପିଡ୍ ବୁଲେଟ୍ ଦୁର୍ଘଟଣା; ୨ ଯୁବକଙ୍କ ମୃତ୍ୟୁ
By -SUBHASMITA Aug 21 2025ଭୁବନେଶ୍ୱର,୨୧ ଅଗଷ୍ଟ ୨୦୨୫:ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ଚଳାଉଥିବା ବୁଲେଟ୍ ମୋଟରସାଇକେଲ୍ ଭୟାବହ ଦୁର୍ଘଟଣାରେ ପଡ଼ି, ୨ ଯୁବକଙ୍କ ଜୀବନ ହରାଇଛନ୍ତି।ଘଟଣା ଗତରାତିରେ ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ମଧ୍ୟରେ କେ.ଭି.-୨ ପାଖରେ ଘଟିଛି। ବୁଲେଟ୍ର ବେଗ ଅଧିକ ଥିବାରୁ ହଠାତ୍ ସ୍ପିଡ୍ ବ୍ରେକର ଆସିଯିବା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ପ୍ରଥମେ ଇଲେକ୍ଟ୍ରିକ୍ ପୋଲ, ପରେ ଗଛ ଓ ପାର୍କିଂ ଥିବା କାର୍କୁ ଧକ୍କା ମାରିଥିଲା।ଦୁର୍ଘଟଣା ସ୍ଥଳରେ ହିଁ ଦେବୀ … Read more