ଜାପାନ ପରେ ଚୀନ୍:
ଏସ୍ସିଓ ସମ୍ମିଳନୀ ପାଇଁ ୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ By-SUBHASMITA Aug 30 2025 ନୂଆଦିଲ୍ଲୀ: ଜାପାନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଚୀନ ଗଲେ। ସେଠାରେ ସେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ୨୦୨୦ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ହେଉଛି ତାଙ୍କର ପ୍ରଥମ ଚୀନ୍ ଗସ୍ତ। ଖବର ଅନୁଯାୟୀ, ମୋଦୀଙ୍କ ଏହି ଯାତ୍ରା ସମୟରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ … Read more