ଲଗାଣ ବର୍ଷାରେ ବଢିଲା ଜଳକା ନଦୀର ଜଳସ୍ତର :
ବିପଦ ସଙ୍କେତ ଟପିଲା; ୧୨ ପଞ୍ଚାୟତରେ ବନ୍ୟା ଆଶଙ୍କା By -SUBHASMITA ସେପ୍ଟେମ୍ବରେ 4 2025 ଲଗାତାର ବର୍ଷାରେ ବାଲେଶ୍ବର ଜଳକା ନଦୀର ଜଳସ୍ତର ତିବ୍ର ଗତିରେ ବଢ଼ୁଛି । ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ଥିବା ବେଳେ, ବୁଧବାର ସକାଳ ୬ଟା ସମୟରେ ଜଳସ୍ତର ୬.୩୨ ମିଟରରେ ପ୍ରବାହିତ ହେବାରୁ ବିପଦ ସଙ୍କେତକୁ ଟପି ଯାଇଛି । ଗତ ତିନିଦିନ ଧରି ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ସହିତ ଉପରମୁଣ୍ଡ ଅଞ୍ଚଳରେ ଲଗାଣ … Read more