ଭିଜିଲାନ୍ସର ପ୍ରଶ୍ନ ଘେରରେ ବର୍ତ୍ତମାନ ଅଛନ୍ତି SDO ର ଡିଲେଶ୍ୱର ମାଝୀ
ଏବେ ଭିଜିଲାନ୍ସର ଜାଲରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀ । ତାଙ୍କ ବାସଭବନରେ ଚଢାଉ ଏବେ କରୁଛି ଭିଜିଲାନ୍ସ ଟିମ୍ । ଟିଟିଲାଗଡ଼ ଅଫିସ୍, ଘର ସମତେ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ଝାରସୁଗୁଡ଼ା ସହ ପୈତୃକ ଗାଁରେ ଚାଲିଛି ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଏବେବି ଭିନ୍ନ ଭିନ୍ନ ସ୍ଥାନରେ ତାର ଖୋଳତାଡ ଜାରି ରଖିଛି। ଏତେ ଟଙ୍କା ଏବଂ ସମ୍ପତ୍ତି ଆସିଲା … Read more