ରଥଯାତ୍ରା ପାଇଁ ସୁରକ୍ଷାରେ ପୁରୀ ସହର ; ଆକାଶ ମାର୍ଗରୁ ନଜର ରଖିଛି AI ସିସିଟିଭି
ରାତି ପାହିଲେ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତାକାଲି ହେଉଛି ବିଶ୍ୱପ୍ରସିଦ୍ଧ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଘୋଷଯାତ୍ରା | ରଥଯାତ୍ରା ପାଇଁ ଚାଲିଛି କେତେ ପ୍ରସ୍ତୁତି କେତେ ଆୟୋଜନ । ରଥକାମ ସରିଥିବା ବେଳେ ଆଜି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣାଯିବ। ସେପଟେ ରଥଯାତ୍ରା ପାଇଁ ଆକାଶମାର୍ଗରୁ ନଜର ରହିଛ ପୁରୀ ସହର ଉପରେ | ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ। … Read more