ଡାକ୍ତର ହେବ ତ’ ଏମିତି…
କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍ ଅନ୍ତର୍ଗତ ୪ଟି ପଞ୍ଚାୟତର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳ ଘେରରେ ଥିବା ବିପନ୍ନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନାହିଁ !ଡାକ୍ତର ହେବ ତ’ ଏମିତି…: କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେରାଜନଗର: ବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍ ଅନ୍ତର୍ଗତ ୪ଟି ପଞ୍ଚାୟତର … Read more