socialtalknews

ରାହୁଲ ଙ୍କୁ ଗ୍ରହଣ କରୁନି ଓଡିଶାର ଯୁବପିଢ଼ି…

କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାବେଶ ନଥିଲା କଂଗ୍ରେସ ବଂଞ୍ଚାଓ ସମାବେଶ ଥିଲା !ଭୁବନେଶ୍ୱର ର ବରମୁଣ୍ଡା ଠାରେ ଆଜି କଂଗ୍ରେସ ବିରାଟ ସମାବେଶ କରିଥିଲା ! ହଜାର ହଜାର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା ! କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାଧାନ ବଞ୍ଚାଓ ସମିବେଶ ନଥିଲା ସେ ଥିଲା କଂଗ୍ରେସ ବଞ୍ଚାଓ ! କଂଗ୍ରେସ ସମ୍ବିଧାନ ବଞ୍ଚାଓ ସମିବେଶରେ ବିରେଧୀ ଦଳ ନେତା ରାହୁଲ ଗାନ୍ଦି ସମ୍ବେଦନ କରୁଥିଲେ ! ଓଡିଶାର କଂଗ୍ରେସ କର୍ମକର୍ତ୍ତାକୁ … Read more