Horoscope

ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ … Read more

ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଛି ଜଗନ୍ନାଥ ଟେମ୍ପଲ ପୁଲିସ :

ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ ଜେଟିପି ହାତରେ ବ୍ୟକ୍ତି ଜଣକ ଧରାପଡ଼ିଛି। ପରେ ତାଙ୍କୁ ସିଂହଦ୍ୱାର ପୁଲିସ ଜିମା ଦିଆଯାଇଛି। ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି। ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୁଲିସ।ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ … Read more

ପରିକ୍ରମା ପ୍ରକଳ୍ପରେ ଧମକପୂର୍ଣ୍ଣ ଆତଙ୍କବାଦୀ ବାର୍ତ୍ତା:

ମନ୍ଦିର ଭାଙ୍ଗିବେ’ ବୋଲି ଚାଲିଛି ଧମକ — ପ୍ରଶାସନ ସଚେତନBy subhasmita Aug 13 2025 ଭୁବନେଶ୍ୱର: ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ଏକ ଧମକପୂର୍ଣ୍ଣ ଆତଙ୍କବାଦୀ ବାର୍ତ୍ତା ମିଳିଛି, ଯେଉଁଥିରେ ମନ୍ଦିର ଭାଙ୍ଗିବା ସହିତ ହିଂସାକାଣ୍ଡ ଘଟାଇବାର ଆଶଙ୍କା ବ୍ୟକ୍ତ କରାଯାଇଛି । ଏହି ବାର୍ତ୍ତା ପରିକ୍ରମା ପ୍ରକଳ୍ପର ପଥର କାନ୍ଥରେ ଛପାଯାଇଛି ଓ ସୁରକ୍ଷା କର୍ମୀମାନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରାଯାଇଛି ।ଫୋନ୍ ନମ୍ବର ସହିତ ଏହି ଧମକର ସୂଚନା ପ୍ରଶାସନକୁ ମେଳିଛି । ଏହି ବିଷୟରେ … Read more

ମାଟି ତଳୁ ଜୀବନ :ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ମାଟି ତ

ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ ଦାବି କରିଛି ଦଳ । ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ।ଆଜି ୬ଘଂଟା ପୁରୀ ବନ୍ଦ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ୬ଘଂଟିଆ ବନ୍ଦ ପାଳନ କରିବ ବିଜୁ ଜନତା ଦଳ । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ଡ଼ାକରା ଦେଇଛି ବିଜେଡି । … Read more

ଖୁବ୍‌ଶ୍ରୀଘ ହେବ ମହାପ୍ରସାଦ ରେଟ୍‌ ଚାଟ୍‌ :

ପୁରୀ : ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍‌ ଚାଟ୍‌ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ବୈଠକ ହୋଇଥିଲା।ଡଃ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି … Read more

ରତ୍ନଭଣ୍ଡାର ଓ ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା :

ରତ୍ନଭଣ୍ଡାର ଗଣତି ପାଇଁ ୨ ବିଶେଷଜ୍ଞରତ୍ନ ଭଣ୍ଡାର ଓ ଗଣତି ମଣତିକୁ ନେଇ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ । ଗଣତି ମଣତି ନେଇ ଆର୍‌ବିଆଇ ଦୁଇ ଜଣ ଏକ୍ସପର୍ଟ ଙ୍କୁ ମନୋନୀତ କରି ସରକାରଙ୍କୁ ଜଣାଇଛି । ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ କମ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ ।ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚ ସ୍ତରୀୟ କମିଟି ରତ୍ନ ଗୁଡିକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରିବେ … Read more

ଗାଧୋଇବା ବେଳେ ଅଘଟଣ :

ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ ଆସିଥିବା ରୁଦ୍ର ପ୍ରତାପ ସାହୁ ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ, ଭାସି ଯାଇଛନ୍ତି । ଏକ ବଡ଼ ଲହଡିରେ ପଡ଼ି ରୁଦ୍ର ପ୍ରତାପ ଭାସିଯାଇଥିଲେ । ଭଦ୍ରକ ଆଇଟିଆଇରେ ପଢୁଥିବା ରୁଦ୍ର ପ୍ରତାପ ଗତକାଲି ରାତିରେ, ଟ୍ରେନ ଯୋଗେ ସାଙ୍ଗ ମାନଙ୍କ ସହ ପୁରୀ ଆସିଥିଲେ । … Read more

Driver mahasangha Ra Congress prema ,ଡ୍ରାଇଭର ମହାସଂଘର କଂଗ୍ରେସ ପ୍ରୀତି ରହୁଛି କି !!

ଆଜି ରାହୁଲଙ୍କ ଓଡିଶା ଗ୍ରସ୍ତ ନେଇ ଡ୍ରାଇଭର ସଂଘର ସଭାପତି video ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ ଓଡିଶାର କୋଣ ଅନୁକୋଣରୁ ରାହୁଲଙ୍କ ସଭା ସମିତି କୁ ଆସୁଥିବା ସମସ୍ତ କଂଗ୍ରେସ ପ୍ରେମୀ ଗାଡିକୁ ବାଟରେ କେହି ନ ଅଟକାଇ ସେମାନଙ୍କ ଗାଡିକୁ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ଏବଂ ଆଗରୁ ନିଦ୍ଧାରିତ ଥିବା ସମସ୍ତ ଗାଡିକୁ ମଧ୍ୟ କେହି ଅଟକାଇବ ନାହିଁ ବୋଲି ରାଜ୍ୟ କଂଗ୍ରେସ ର ପିପିସି ସଭାପତି ଓ କଂଗ୍ରେସ ବିଧାୟକ ଙ୍କ ସହ … Read more

ପୁରୀ କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା

ମୁଖ୍ୟମନ୍ତ୍ରୀ କହିଲେ ପୁରୀ ସହର ହେବ ମହାନଗର ନିଗମ । ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡ଼ା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି। ଏବେ ପୁରୀ ଜଗନ୍ନାଥ ଧାମ … Read more

ବିଜେପି କରୁଛି ପ୍ରତିଶ୍ରୁତି ପାଳନ ; ୪ ମାସରେ ମିଳିବ ଚିଟଫଣ୍ଡ୍ ଟଙ୍କା

ଖୁବଶୀଘ୍ର ମିଳିବାକୁ ଯାଉଛି ଚିଟଫଣ୍ଡ ଟଙ୍କା |ଆପଣମାନେ ଫେରି ପାଇବେ ଜମାକାରୀ ଟଙ୍କା । ଆସନ୍ତା ୪ ମାସ ମଧ୍ୟରେ ମିଳିବ ଚିଟଫଣ୍ଡ ଟଙ୍କା , ଆଉ ୫ ଲକ୍ଷ ରୁ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଅମା ସରକାର କଥା ଦେଇ କଥା ରଖିଛନ୍ତି | ବିଜେପି ସରକାର କରୁଛି ପ୍ରତିଶ୍ରୁତି ପାଳନ ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ … Read more