ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ରଙ୍କ ଦବଦବା:

କର୍ତ୍ତୃପକ୍ଷଙ୍କ କଠିନ ସତର୍କତା By -SUBHASMITA ସେପ୍ଟେମ୍ବର 4 2025 ଭୁବନେଶ୍ୱର, ସେପ୍ଟେମ୍ବର ୪: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଦବଦବା ନେଇ ପୁଣିଥରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ହଷ୍ଟେଲଠାରୁ କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ସବୁଠି ଅଣଛାତ୍ରଙ୍କ ଆତଙ୍କ ଦେଖାଦେବାରୁ ଛାତ୍ର–ଛାତ୍ରୀମାନେ ଅସୁବିଧାରେ ପଡ଼ୁଛନ୍ତି। ଗତ ରାତିର ଘଟଣା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସ୍ପଷ୍ଟ କରିଛନ୍ତି ଯେ ବିଶ୍ବବିଦ୍ୟାଳୟ ସହ ଯାହାର ସମ୍ପର୍କ ନାହିଁ, ସେମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଆଦେଶ … Read more

ଦକ୍ଷିଣ ଓଡ଼ିଶାରେ ବିପୁଳ ବର୍ଷାର ଆଶଙ୍କା :

କୋରାପୁଟ-ମାଲକାନଗିରି ପାଇଁ ଅରେଞ୍ଜ ସତର୍କତା By – SUBHASMITA ସେପ୍ଟେମ୍ବର 2 2025 ଭୁବନେଶ୍ୱର : ଉତ୍ତର–ପୂର୍ବ ବଙ୍ଗୋପସାଗରରେ ଗଢ଼ିଉଠିଥିବା ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବାର ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟର ୨୮ଟି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷତଃ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେଥିସହିତ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, … Read more

“ବିଜେପିର ଗ୍ରାମ୍ୟ ପକ୍ଷାଘାତ: ୧୪ ମାସରେ ୩୦ଟି ବ୍ଲକ୍‌ରେ ଦବଦବା :

ବିଜେଡିରେ ଅନାସ୍ଥା ବଢ଼ିଲା” ଭୁବନେଶ୍ୱର: ଓଡ଼ିଶାର ଗ୍ରାମ୍ୟ ରାଜନୀତିରେ ବିଜେପି ଦିନକୁ ଦିନ ନିଜ ପଦଚିହ୍ନ ଗାଢ଼ କରୁଛି। ସରକାର ଗଠନର ୧୪ ମାସ ମଧ୍ୟରେ ବିଜେପି ପ୍ରାୟ ୩୦ଟି ବ୍ଲକ୍‌ରେ ଦବଦବା କରିଛି। ପଞ୍ଚାୟତ ଓ ବ୍ଲକ୍‌ରୁ ବିଜେଡି ପ୍ରତିନିଧିମାନେ ଗୋଟିଏ ପରେ ଗୋଟେ ବିଦାୟ ନେଇ ବିଜେପିକୁ ବାହୁଡା ଦେଉଛନ୍ତି। କେନ୍ଦ୍ରାପଡ଼ାରୁ କଳାହାଣ୍ଡି, ବଡଚଣାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମାନ ଟ୍ରେଣ୍ଡ ଦେଖାଯାଇଛି। ନିକଟରେ ଧର୍ମଗଡ଼ ବ୍ଲକ୍‌ର ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ ସହ ୨୪ ଜଣ … Read more

“ଭୁବନେଶ୍ୱରରେ ଅନୁସୂଚିତ ଜାତି-ଜନଜାତି କମିଟିର

ଜାତୀୟ ସମ୍ମିଳନୀ ଉଦ୍‌ଘାଟନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା” By- SUBHASMITA 29 Aug 2025 ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି ଲୋକସଭାର ବାଚସ୍ପତି ଓମ୍ ବିର୍ଲା। ଦୁଇ ଦିନ (୨୯ ଓ ୩୦ ଅଗଷ୍ଟ) ଧରି ଚାଲିଥିବା ଏହି ସମ୍ମିଳନୀର ଆୟୋଜନ ଲୋକସେବା ଭବନ କନଭେନସନ ସେଣ୍ଟରରେ କରାଯାଇଛି। ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ … Read more

ଆଜିର ରାଶିଫଳ :

By -SUBHASMITA Aug 29 2025 ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। … Read more

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ :

ରତ୍ନଭଣ୍ଡାର ଗଣତି ପାଇଁ ପଥ ସ୍ପଷ୍ଟ By- SUBHASMITA 27 Aug 2025 ପୁରୀ, 26 ଅଗଷ୍ଟ 2025: ବହୁ ଅପେକ୍ଷା ପରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ମୋଟ ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବୀର ଦାସ ମହାରାଜ, ଗିରିଶ ଚନ୍ଦ୍ର ମୁର୍ମୁ, ଏ.କେ. ସାବତ ଓ … Read more

ଆଜିର ରାଶିଫଳ :

By -SUBHASMITA Aug 26 2025 ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ:ଆଜି ନିଜର … Read more

India Aims to Be World Tech Leader by 2030: Modi’s Big Announcement on 6G”

ଭୁବନେଶ୍ୱର: ଭାରତ 5G ର ସଫଳତା ପରେ 6G ଟେକ୍ନୋଲୋଜିକୁ ନେଇ ଦ୍ରୁତ ଗତିରେ ଆଗୁଆ ବଢ଼ୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 6G ସେବାକୁ ନେଇ ବଡ଼ ଅପଡେଟ୍ ଦେଇ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତ ଟେକ୍ନୋଲୋଜିକ୍ ସେକ୍ଟରରେ ବିଶ୍ୱର ନେତୃତ୍ୱ କରିବ । ୨୦୨୪ ଅଗଷ୍ଟରେ ‘ମେଡ୍ ଇନ୍ ଇଣ୍ଡିଆ’ 6G ପ୍ରକଳ୍ପ ଘୋଷଣା କରାଯାଇଥିଲା ଏବଂ ୨୦୨୫ ଶେଷରେ ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ଲଞ୍ଚ କରିବାର ପ୍ରସ୍ତୁତି ଚାଲିଛି । … Read more

Change in Security for Chief Minister Rekha Gupta Delhi Police Not CRPF to Take Charge

ଦିଲ୍ଲୀ ରାଜନୀତିରେ ଏବେ ମୁଖ୍ୟ ଆଲୋଚନାର କେନ୍ଦ୍ରବିଷୟ ହେବାକୁ ପହଞ୍ଚିଛି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା। ଗତ ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ହୋଇଥିବା ଆକ୍ରମଣ ପରେ ସେଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳିଥିଲା, ଯାହା ସିଆରପିଏଫ କମାଣ୍ଡୋଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ସେହି ବ୍ୟବସ୍ଥାକୁ ପ୍ରତ୍ୟାହାର କରି, ପୁଣିଥରେ ଦିଲ୍ଲୀ ପୁଲିସଙ୍କୁ ସୁରକ୍ଷାର ଦାୟିତ୍ୱ ଦେଇଛନ୍ତି। ଘଟଣାସ୍ଥଳରେ ସକାରିଆ ରାଜେଶଭାଇ ଖିମ୍‌ଜିଭାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ। ପୁଲିସ … Read more

No One Will Remain Landless in the State Schools to Also Get Land Patta

ରାଜ୍ୟରେ ଆଉ କେହି ଭୂମିହୀନ ରହିବେ ନାହିଁ। ରାଜ୍ୟରେ ଥିବା ପ୍ରତ୍ୟେକ ଭୂମିହୀନଙ୍କୁ ଖୋଜି ତହସିଲଦାରମାନେ ପଟ୍ଟା ଯୋଗାଇବେ ବୋଲି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି। ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସହିଦ ମିନାର ଠାରେ ସହିଦ ଦିବସ ପାଳନ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆସନ୍ତାବର୍ଷ ଅଗଷ୍ଟ ପୂର୍ବରୁ ସମସ୍ତ ଜମିହୀନଙ୍କୁ ପଟ୍ଟା ଦେଇଦିଆଯିବ। ଗରିବ ଭୂମିହୀନ ମାନେ ନୁହେଁ, ସମସ୍ତ ସ୍କୁଲକୁ ମଧ୍ୟ ଜମି ପଟ୍ଟା ଦିଆଯିବ। ସ୍କୁଲକୁ ଯାଇ ପ୍ରଧାନଶିକ୍ଷକଙ୍କୁ ସିଧାସଳଖ ପଟ୍ଟା … Read more