ବିଜୟଙ୍କ ରାଲିରେ ଦଳାଚକଟା: ୩୯ ମୃତ, ପରିବାରଙ୍କ ଅସହାୟ ଆକୁଳାର୍ଥନା – “ମୋ ଭଉଣୀକୁ ଫେରେଇ ଦିଅ”

By -SUBHASMITA ସେପ୍ଟେମ୍ବର 29 2025 ଚେନ୍ନାଇ: ତାମିଲନାଡୁର କରୁରରେ ଅଭିନେତା-ନେତା ବିଜୟଙ୍କ TVK ରାଲି ଦଳାଚକଟାରେ ପରିଣତ ହୋଇ ୩୯ ଜଣଙ୍କ ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୦ ବର୍ଷିୟା ବୃନ୍ଦା ଥିଲେ, ଯିଏ ବିଜୟଙ୍କ ଦୃଢ ପ୍ରଶଂସକ । ସେ ତାଙ୍କ ୨ ବର୍ଷର ପୁଅକୁ ଭଉଣୀଙ୍କୁ ଛାଡ଼ି ରାଲିକୁ ଯାଇଥିଲେ, କିନ୍ତୁ ଫେରିଲେ ନାହିଁ । ବୃନ୍ଦାଙ୍କ ଭଉଣୀଙ୍କ ମାର୍ମିକ କଥା, “ଆମେ ଟଙ୍କା ଚାହୁଁନି, … Read more

ଏସିଆ କପ୍‌ ଚାମ୍ପିଅନ୍‌ ଟିମ୍‌ ଇଣ୍ଡିଆ ପାଇଁ ପୁରସ୍କାର ବର୍ଷା, BCCI ପକ୍ଷରୁ ୨୧ କୋଟି ଘୋଷଣା :

By- SUBHASMITA ସେପ୍ଟେମ୍ବର 29 2025 ମୁମ୍ବାଇ: ପାକିସ୍ତାନକୁ ଫାଇନାଲରେ ହରାଇ ୯ମ ଥର ପାଇଁ ଏସିଆ କପ୍‌ ଟ୍ରଫି ଜିତିଥିବା ଟିମ୍‌ ଇଣ୍ଡିଆଙ୍କୁ ପୁରସ୍କାର ବର୍ଷା କରିଛି BCCI । ବୋର୍ଡ ପକ୍ଷରୁ ସମଗ୍ର ସ୍କ୍ୱାଡ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୨୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଦୁବାଇରେ ଆୟୋଜିତ ଫାଇନାଲରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ୧୪୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଭାରତୀୟ ବୋଲରମାନଙ୍କ ମଧ୍ୟରୁ … Read more

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ: ଝାରସୁଗୁଡାରେ ରୋଡ୍‌ଶୋ, ୬୦ହଜାର କୋଟିର ପ୍ରକଳ୍ପର ଶୁଭାରମ୍ଭ

By -SUBHASMITA ସେପ୍ଟେମ୍ବର 27 2025 ଝାରସୁଗୁଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ପହଞ୍ଚିଛନ୍ତି । ବାୟୁସେନାର ବିଶେଷ ବିମାନରେ ଝାରସୁଗୁଡା ବିମାନବନ୍ଦରରେ ଲାଣ୍ଡ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ନୃତ୍ୟ-ଗୀତରେ ସ୍ବାଗତ କରାଯାଇଛି । ବିମାନବନ୍ଦରରୁ ବାହାରିବା ପରେ ସେ ଅମଲିପାଲି ସମାବେଶ ସ୍ଥଳକୁ ରୋଡ୍‌ଶୋରେ ଯାଉଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୬୦ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିବେ । ସେଥିରେ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ସହିତ ସଡ଼କ, … Read more

ଝାରସୁଗୁଡ଼ାରେ ୬୦ ହଜାର କୋଟିର ପ୍ରକଳ୍ପ ବର୍ଷା, ଯୁବପିଢ଼ି ପାଇଁ ବିକାଶର ନୂଆ ଦିଗ

By -SUBHASMITA ସେପ୍ଟେମ୍ବର 27 2025 ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜା ଭେଟିରେ ଓଡ଼ିଶାକୁ ମିଳିଲା ବିକାଶର ବଡ଼ ପୁଣ୍ୟାହ। ଶନିବାର ଝାରସୁଗୁଡ଼ାରେ ୬୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ, ସମ୍ବଲପୁର ସିଟି–ସର୍ଲା ରେଳ ଫ୍ଲାଏଓଭର, ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ, ଓଡିଶାର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୱାଇଫାଇ ସୁବିଧା, ଏବଂ … Read more

ପୁଣି ଲଘୁଚାପ ସମ୍ଭାବନା: ୧ ଅକ୍ଟୋବରରେ ଆଉ ଏକ ସିଷ୍ଟମ୍, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

By- SUBHASMITA ସେପ୍ଟେମ୍ବର 27 2025 ଭୁବନେଶ୍ୱର: ଓଡ଼ିଶାରେ ପୁଣି ବର୍ଷା ଆଶଙ୍କା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ୩୦ ସେପ୍ଟେମ୍ବର ବେଳକୁ ଉତ୍ତର ଆଣ୍ଡାମାନସାଗର ଉପରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ଏହାର ପ୍ରଭାବରେ ୧ ଅକ୍ଟୋବରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଏପଟେ, ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ଉପକୂଳ ମୁହାଁ କରୁଛି । ଏହାର ପ୍ରଭାବରେ ଦକ୍ଷିଣ … Read more

ନବରାତ୍ରରେ ତିନିଟି ଲଘୁଚାପ, ଦଶହରାରେ ପ୍ରବଳ ବର୍ଷାର ଆଶଙ୍କା

By -SUBHASMITA ସେପ୍ଟେମ୍ବର 26 2025 ଓଡ଼ିଶାରେ ନବରାତ୍ର ସମୟରେ ବର୍ଷାର ସ୍ଥିତି ଆହୁରି ଗମ୍ଭୀର ହେବାକୁ ଯାଉଛି । ବର୍ତ୍ତମାନ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ସହିତ ଆଉ ଦୁଇଟି ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଆବହାବିଭାଗ ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ନୂଆ ଲଘୁଚାପ ଗଠିତ ହେବ, ଯେଉଁଥିରେ ସେପ୍ଟେମ୍ବର ୩୦ରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ଦେଖାଦେବାର ଆଶଙ୍କା ରହିଛି । ଯଦି ଏହା ଲଘୁଚାପରେ ପରିଣତ … Read more

ସୁଜାତା ବବିଙ୍କ ଗଡ଼ରେ ରାଜ୍‌ କରୁଛନ୍ତି, ୨୯ ନିର୍ବାଚନରେ ପ୍ରାର୍ଥୀ ହେବା ସ୍ପଷ୍ଟ :

By – SUBHASMITA ସେପ୍ଟେମ୍ବର 25 2025 ଯାଜପୁର: ବିଜେଡିର ପୂର୍ବତନ ବିଧାୟକ ବବି ଦାସଙ୍କ ଗଡ଼ରେ ଏବେ ସୁଜାତାଙ୍କ ନିୟନ୍ତ୍ରଣ ବଢିଛି। ୨୪ ନିର୍ବାଚନରେ ବିଜେପି ଚକ୍ମା ଦେଲା ସତ୍ତ୍ୱେ, ବବିଙ୍କ ଗଡ଼ରେ ସୁଜାତା ଧୀରେ ଧୀରେ ପ୍ରଭାବଶାଳୀ ହେଉଛନ୍ତି। ୨୯ ନିର୍ବାଚନରେ ସେ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ିବାକୁ ଇଚ୍ଛୁକ ଥିବା ସ୍ପଷ୍ଟ ହୋଇଛି। ସୁଜାତା ନିଜର ସଂଗଠନକୁ ମଜବୁତ କରି, ବବିଙ୍କୁ ସାଇଡ୍‌ କରି ନିଜ ପୁରା ରଣନୀତି ତିଆରି କରୁଛନ୍ତି। ତାଙ୍କ … Read more

ଦୁର୍ଗାପୂଜା ପୂର୍ବରୁ ସୁନ୍ଦରୀକରଣ ଅଭିଯାନ, ଓଭରହେଡ୍ କେବୁଲ୍ ହଟାଉଛି ବିଏମସି :

By – SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର : ଆସନ୍ତା ଦୁର୍ଗାପୂଜାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍‌ (ବିଏମସି) ସହର ସୁନ୍ଦରୀକରଣ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇଛି। ପାର୍ବଣ ସମୟରେ ବିପଦ ସୃଷ୍ଟି କରିପାରୁଥିବା କ୍ରିସ୍-କ୍ରସ୍‌ ଓଭରହେଡ୍ କେବୁଲ୍‌ଗୁଡିକୁ ହଟାଇବା ଏବେ ତିବ୍ର ଗତିରେ ଚାଲିଛି। ବିଏମସି କମିଶନର ଚଞ୍ଚଲ ରାଣା କହିଛନ୍ତି, “ଝୁଲିଥିବା କେବୁଲ୍‌ଗୁଡିକୁ ସଜାଡ଼ିବା ପାଇଁ ବିଶେଷ ହାଇଡ୍ରୋଲିକ୍ ସିଡ଼ି ବ୍ୟବହାର ହେଉଛି, କର୍ମଚାରୀଙ୍କୁ ସୁରକ୍ଷା କିଟ୍‌ ମଧ୍ୟ ଦିଆଯାଇଛି।” ସେହିପରି … Read more

କଲରଫୁଲ୍ କେକ୍‌ରେ ବିପଦ: କ୍ୟାନ୍ସର ଓ ହୃଦରୋଗ ଆଶଙ୍କା, ସରକାରୀ ରିପୋର୍ଟ ଚକିତ

By – SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର: ଜନ୍ମଦିନ ବା ବିବାହବାର୍ଷିକୀରେ କେକ୍‌ ବିନା ସେଲିବ୍ରେସନ୍‌ ଅସମ୍ଭବ। କିନ୍ତୁ ରଙ୍ଗୀନ କେକ୍‌ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ। କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟର ନବୀନତମ ରିପୋର୍ଟ ଅନୁସାରେ, ୨୩୫ଟି କେକ୍‌ ନମୁନା ମଧ୍ୟରୁ ୧୨ଟିରେ କ୍ଷତିକାରକ କୃତ୍ରିମ ରଙ୍ଗ — ଅଲ୍ଲୁରା ରେଡ୍, ସନସେଟ୍‌ ୟେଲୋ, ପୋନ୍ସେଉ ୪ଆର୍‌, ଟାର୍ଟ୍ରାଜିନ୍‌ ଓ କାର୍ମୋଏସିନ୍‌ — ମିଳିଥିଲା। ଏହି କେମିକାଲ୍‌ଗୁଡ଼ିକ କ୍ୟାନ୍ସର, ହୃଦରୋଗ, … Read more

ସିଏଜି ରିପୋର୍ଟରେ ଖୋଲିଦେଲା କେଳେଙ୍କାରୀ :ବିଶ୍ୱବିଦ୍ୟାଳୟରେ ଅନିୟମିତ ଟଙ୍କା ବ୍ୟୟ:

By -SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର :ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ଜଣା ପଡ଼ିଛି ଯେ, ଉଚ୍ଚଶିକ୍ଷା ଖେତ୍ରକୁ ସୁଦୃଢ କରିବା ପାଇଁ ଦିଆଯାଇଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଅନିୟମିତ ଭାବରେ ବ୍ୟୟ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୧୫-୨୦ରେ ପାଇଥିବା ୧୮ କୋଟି ଟଙ୍କାରୁ ଅନେକ ଅଂଶ ଅନାବଶ୍ୟକ ସାଧନରେ ବ୍ୟୟ କରାଯାଇଛି—ଚାରିଟି ଡିଜି ସେଟ୍, ସାଇନ୍‌ବୋର୍ଡ, କୁଳପତିଙ୍କର ଡାଇନିଂ ଟେବୁଲ ଓ ସୋଫା। ୧.୩୮ କୋଟି ଟଙ୍କାର ୧୮୧ ଡେସ୍କଟପ୍ ଓ ୮୮ ଲ୍ୟାପ୍‌ଟପ୍ କିଣାଯାଇଥିଲା, ଯାହାର … Read more