୧୫ ବର୍ଷ ର ପୁରୁଣା ଗାଡ଼ି ପାଇଁ ଏବେ ନା ମିଳିବ ପେଟ୍ରୋଲ ନା ମିଳିବ ଡିଜେଲ
ପୁରୁଣା ଗାଡ଼ି ପାଇଁ ପେଟ୍ରୋଲ ପମ୍ପରେ ଏବେ ନାହିଁ ତେଲ । ନୂଆ ମାସ ରୁ ନୂଆ ନିୟମ କରାଯାଇଛି ଆଜିଠାରୁ ପୁରୁଣା ଯାନ ବାହନ ବ୍ୟବହାରକୁ ବନ୍ଦ କରାଯିବ | ପୁରୁଣା ଗାଡିକୁ ରୋକିବା ପାଇଁ ଦିଲ୍ଲୀରେ ଲାଗୁ ହୋଇଛି ନୂଆ ନିୟମ । ୧୫ ବର୍ଷର ପୁରୁଣା ପେଟ୍ରୋଲ ଚାଳିତ ଗାଡି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ରାସ୍ତାରୁ ହଟାଇବାକୁ ଯୋଜନା କରାଯାଇଛି । ପେଟ୍ରୋଲ ପମ୍ପରେ ଆଉ ଦିଆଯିବ … Read more