socialtalknews

କଥା ଦେଇ କଥା ରଖିଲି :

ମୋଦୀ ବାରଣାସୀ ଆଜି ନିଜର ସଂସଦୀୟ କ୍ଷେତ୍ର ବାରଣାସୀରୁ ସାରା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ‘‘ଆଜି ମୁଁ ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ କାଶୀ ଆସିଛି। ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ସେମାନଙ୍କ ପରିବାରର ସେହି ପିଲାମାନେ ଓ ଝିଅମାନଙ୍କ ଯନ୍ତ୍ରଣା ଦେଖି … Read more

ହୁଅନ୍ତୁ ସାବଧାନ :

ଅନ୍‌ଲାଇନ୍‌ ଜିନିଷ ଅର୍ଡର କରି ଠକାମୀର ଶିକାର ହେଲେ ପ୍ରଧାନଶିକ୍ଷୟିତ୍ରୀନବରଙ୍ଗପୁର: ଅନ୍‌ଲାଇନ୍‌ରେ ଜିନିଷ ଅର୍ଡର କରି ଜଣେ ଶିକ୍ଷୟିତ୍ରୀ ଠକାମୀର ଶିକାର ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣକ ଶଙ୍ଖ ଗଣେଶ ଅର୍ଡର କରିଥିବା ବେଳେ ତାଙ୍କ ପାଖକୁ କପଡ଼ା ଭର୍ତ୍ତି ଏକ ପ୍ୟାକେଟ୍‌ ପହଞ୍ଚିଛି ଥିବା ସେ ଅଭିଯୋଗ କରିଛନ୍ତି। ନବରଂଗପୁର ଜିଲ୍ଲା ସଦରମହକୁମାର ଗୌଡ଼ସାହିରେ ରହୁଥିବା ପ୍ରଧାନଶିକ୍ଷୟତ୍ରୀ ପଙ୍କଜିନୀ ଦୋରା ଏହି ଠକାମୀର ଶିକାର ହୋଇଛନ୍ତି।ଶିକ୍ଷୟିତ୍ରୀ ପଙ୍କଜିନୀ ଦୋରା ଅନ୍‌ଲାଇନ୍‌ ସାଇଟରେ ଏକ ଶଙ୍ଖ ଗଣେଶ ଅର୍ଡର … Read more

କାଇଁକି ସ୍ଥଗିତ ହେଲା ଆମରନାଥ ଯାତ୍ରା :

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଅମରନାଥ ଯାତ୍ରା । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା । ଭୂସ୍ଖଳନ ପରେ ରାସ୍ତାରେ ମାଟି ଓ ପାହାଡ ଧସିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପାଣିପାଗ ଭଲ ନଥିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଅଗଷ୍ଟ ୩ ତାରିଖ ଅର୍ଥାତ ଆସନ୍ତାକାଲି ଯାଏଁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଶୁକ୍ରବାର ଠାରୁ ଏହି ଯାତ୍ରାରେ ରୋକ ଲଗାଇଯାଇଛି ।ତେବେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ … Read more

କାହିଁକି ଅଡୁଆରେ ଶିଳ୍ପପତି ଅମ୍ବାନୀ :

ନୂଆଦିଲ୍ଲୀ: ବଢ଼ିଲା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ। ଇଡି ସମ୍ମୁଖରେ ଜେରା ହେବାକୁ ମିଳିଲା ସମନ । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି । ରିପୋର୍ଟ ଅନୁଯାୟୀ ଇଡି ତାଙ୍କୁ ଅଗଷ୍ଟ ୫ରେ ଦିଲ୍ଲୀରେ ଥିବା ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି । ତେବେ ଅଭିଯୋଗ ରହିଛି କି…ଅନୀଲ ଅମ୍ବାନୀଙ୍କୁ ଇଡିର ସମନ-ଅନୀଲ ଅମ୍ବାନୀଙ୍କ ଉପରେ ଅର୍ଥ ହେରଫେର … Read more

ବନ୍ଦା ହେଲେ ଶିକ୍ଷକ :

କଟକ/ଭବାନୀପାଟଣା: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ପାଇଁ ରାଜସାକ୍ଷୀ ହୋଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଶିବା ଜେରକ୍ସ ମାଲିକ ଶିବାନନ୍ଦ ମହାରଣା। ଶିବାନନ୍ଦଙ୍କ ଜେରକ୍ସ ଦୋକାନରେ ଏକାଧିକ ଓଟିଇିଟି ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଛି। ଏହାକୁ ଶିବାନନ୍ଦ ସ୍ବୀକାର କରିବା ପରେ ତାଙ୍କୁ ଏହି ମାମଲାରେ ପ୍ରମୁଖ ସାକ୍ଷୀ କରାଯାଇଛି। ଏହି କେଳେଙ୍କାରୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭେଜିପଦର ୟୁପି ସ୍କୁଲର ଶିକ୍ଷକ ତଥା ଶିକ୍ଷକ ନେତା ପ୍ରଶାନ୍ତ କୁମାର ଖମାରୀଙ୍କ ସଂପୃକ୍ତି ସାମନାକୁ ଆସିଛି। ପ୍ରଶାନ୍ତ … Read more

ଆଜି ଖାତାକୁ ଆସିବ 2000 :

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଜି ଆସିବ ପିଏମ କିଶାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ୧୦ କୋଟି କୃଷକଙ୍କ ପାଖକୁ ପଠାଯିବ ୨୦ ହଜାର ୫୦୦ କୋଟି ଟଙ୍କା । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । କୃଷି … Read more

ଯବାନଙ୍କ ପିନ୍ଦିବେ ରାକ୍ଷୀ :

ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ, ସୁରକ୍ଷା ପାଇଁ ଠାକୁରଙ୍କ ପାଖରେ କଲେ ଗୁହାରିସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନରାତି କାମ କରନ୍ତି, ସେମାନେ ଏହି ରାକ୍ଷୀ ବାନ୍ଧିବା … Read more

ଫୁଣି ଛେଚିବି :

ଭୁବେନେଶ୍ୱର :ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିଶନିବାର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ଅଛି ।୩ ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତରଓଡ଼ିଶାରେ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ … Read more

କାହିଁକି ନିର୍ଦ୍ଧେଶ ଦେଲେ ରାଷ୍ଟ୍ରପତି :

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିର୍ଦ୍ଦେଶ, ରୁଷରେ ଦୁଇଟି ପରମାଣୁ ବୁଡ଼ାଜାହାଜ ହେଲା ମୁତୟନଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ସେ ରୁଷରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତନ ରୁଷ ରାଷ୍ଟ୍ରପତି ଏବଂ ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପ-ସଭାପତି ଦିମିତ୍ରୀ ମେଦଭେଦେବଙ୍କ ଧମକର ଜବାବରେ ଟ୍ରମ୍ପ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି … Read more

ଭାରତ ଆଣିବନି ତେଲ :

ହଁ ଆଜ୍ଞା ଭାରତ ଆଉ ଋଷରୁ ତେଲ କିଣିବ ନାହିଁ, ଏହା ଏକ ଭଲ ପଦକ୍ଷେପ, ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି !ମୁଁ ଶୁଣିବାକୁ ପାଇଛି ଯେ ଭାରତ ଋଷରୁ ତେଲ କିଣିବା ବନ୍ଦ କରିଦେଇଛି !ସତରେ କଣ ଟ୍ରମ୍ପଙ୍କ ବାଚଳାମି ବଢିବାରେ ଲାଗିଛି ? କାରଣ ଆମେ ଏଇଥିପାଇଁ କହୁଛୁ ଯେ ଟ୍ରମ୍ପ ପୁଣି ଏକ ଦାବି କରିଛନ୍ତି ଭାରତର ତେଲ କିଣିବାକୁ ନେଇ । ଯାହାର କିଛି ସତ୍ୟତା ନାହିଁ । ଟ୍ରମ୍ପ ଦାବି … Read more