ବାରବାଟୀରେ ଫଟାଫଟ୍ ଧମାକା:
ବୁଧବାରଠୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍ By-SUBHASMITA ସେପ୍ଟେମ୍ବର 16 2025 କଟକ, ୧୬ ସେପ୍ଟେମ୍ବର: ବାରବାଟୀ ଷ୍ଟାଡିୟମ୍ ପୁଣିଥରେ କ୍ରିକେଟ୍ରେ ଦୁଲିବାକୁ ପ୍ରସ୍ତୁତ। ଆସନ୍ତା ବୁଧବାର (୧୭ ସେପ୍ଟେମ୍ବର)ଠାରୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍, ଯେଉଁଥିରେ ରାଜ୍ୟର ୬ଟି ଦଳ — ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ କେନ୍ଦୁଝର — କଡା ପ୍ରତିସ୍ପର୍ଧାରେ ମୁହାଁମୁହିଁ ହେବେ। ଲିଗ୍ଟି ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବା ସମୟରେ ପ୍ରତିଦିନ ଦୁଇଟି … Read more