ଭାରତର ଐତିହାସିକ ବିଜୟ: ଅଭିଷେକ-ଶୁବମନଙ୍କ ବିସ୍ଫୋରକ ବ୍ୟାଟିଂରେ ପାକିସ୍ତାନ ୬ ୱିକେଟ୍ରେ ଧୂଳିସାତ :
By -SUBHASMITA ସେପ୍ଟେମ୍ବର 22 2025 ଦୁବାଇ: ଏସିଆ କପ୍ର ସୁପର୍-୪ ମୁକାବିଲାରେ ଭାରତ ଆଉଥରେ ପାକିସ୍ତାନକୁ ପରାସ୍ତ କରି ୬ ୱିକେଟ୍ରେ ଜବରଦସ୍ତ ବିଜୟ ହାସଲ କରିଛି। ୧୭୨ ରନ୍ର ଲକ୍ଷ୍ୟକୁ ଭାରତୀୟ ଯୁବ ବ୍ୟାଟସ୍ମାନ୍ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ତାଙ୍କ ବିଜୁଳି ବ୍ୟାଟିଂରେ ପ୍ରାୟ ଏକତରଫା କରିଦେଲେ। ଅଭିଷେକ ଶର୍ମା (୭୪, ୩୯ ବଲ୍, ୬ ଚୌକା, ୫ ଛକା) ଓ ଶୁବମନ ଗିଲ୍ (୪୭, ୨୮ ବଲ୍, ୮ ଚୌକା) … Read more