ହୁସେନ-ନଓଵାଜଙ୍କ ଜୁଗଳବନ୍ଦୀରେ ପାକିସ୍ତାନର ବିଜୟ ଫାଇନାଲ୍ ଆଶା ଜୀବନ୍ତ :
By -SUBHASMITA ସେପ୍ଟେମ୍ବର 24 2025 ଆବୁଧାବି: ସୁପର–୪ର ଜୀବନ–ମୃତ୍ୟୁ ମୁକାବିଲାରେ ପାକିସ୍ତାନ ବଡ଼ ଜିତ ହାସଲ କରିଛି। ଶ୍ରୀଲଙ୍କାକୁ ୫ ଓ୍ଵିକେଟ୍ରେ ହରାଇ, ଫାଇନାଲ୍ ପାଇଁ ପାକିସ୍ତାନ ଆଶାକୁ ଜୀବନ୍ତ ରଖିଛି। ହୁସେନ ତଲତଙ୍କ ଅଲରାଉଣ୍ଡର ଖେଳ ଓ ମହମ୍ମଦ ନଓଵାଜଙ୍କ ଶାନ୍ତ–ସୁନିଶ୍ଚିତ ବ୍ୟାଟିଂ ଦଳକୁ ବିଜୟୀ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୦ ଓଭରରେ ୮ ଓ୍ଵିକେଟ୍ରେ ୧୩୩ ରନ କରିଥିଲା। କାମିନ୍ଦୁ ମେଣ୍ଡିସ ୫୦ ରନ ସହିତ ସର୍ବାଧିକ … Read more