୬୨୯ ବର୍ଷରେ ପ୍ରଥମ ଥର ପାଇଁ, ପଶ୍ଚିମବଙ୍ଗରେ ରଥଯାତ୍ରା ବ୍ୟାନ କଲେ ମମତା ବାନାଜୀ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ମହା ଧାର୍ମିକ ଉତ୍ସାହ ସହିତ ପାଳିତ 629 ବର୍ଷ ପୁରୁଣା ବାର୍ଷିକ ମହୋତ୍ସବ ମହିଷାଦଳର ଐତିହାସିକ ରଥ ମେଳା 2025 ରେ ବାତିଲ କରାଯାଇଛି, ଯାହା ଇତିହାସରେ ପ୍ରଥମ ଥର ପାଇଁ ରଥଯାତ୍ରା ହେବ ନାହିଁ ବୋଲି ଦର୍ଶାଉଛି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର କାଳିଆଚକ I ସିଡି ବ୍ଲକର ଜଲାଲପୁର ସହରରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏକ ବଡ଼ ଝଟକା, ପୋଲିସ ଗତ 629 ବର୍ଷ ଧରି ଆୟୋଜିତ ହୋଇଆସୁଥିବା ‘ରଥ ମେଳା’ … Read more

ରାଜ୍ୟ ସରକାରଙ୍କର ଏକ ମୁଖ୍ୟ ଫୋକସ ହେଉଛି ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା

ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା | ସେଥିପାଇଁ ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶକୁ ପ୍ରାଧ୍ୟାନ୍ୟ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷରିତ ହୋଇଛି । ଲୋକସେବା … Read more

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ

ଆଉ ଜଣେ ଲାଞ୍ଚ ନେବା ବେଳେ ଧାରା ପଡ଼ିଲେ ଭିଜିଲାନ୍ସ ହାତରେ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ | ସେ ହେଉଛନ୍ତି କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ । ସୂର୍ଯ୍ୟକାନ୍ତ ସ୍ୱାଇଁ ଜଣେ ଶିକ୍ଷକଙ୍କଠାରୁ ଘର ନିର୍ମାଣ ଅଗ୍ରିମ ବିଲ୍ କରିବା ପାଇଁ ୧,୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏହି ସମୟରେ ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ … Read more

ଚୋରି ପାଇଁ ଶୁଭ ତାରିଖ ବାହାରକରିଛନ୍ତି ଚୋର

ଗେଟ୍ ଲକ୍ କରି ଚମ୍ପଟ ମାରିଥିଲେ ଲୁଟେରା । ରାଜ୍ୟରେ ଅପରାଧ ସଂଖ୍ୟା ଏବେ ବଢିବାରେ ଲାଗିଛି । ଦୁଷ୍କର୍ମ, ହତ୍ୟା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ପୁଲିସ ପ୍ରଶାସନ ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଦିନ ଦି’ପହରରେ ସରକାରୀ କ୍ବାଟରର ତାଲା ଭାଙ୍ଗି ଲୁଟ୍ ହୋଇଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲକ୍ଷାଧିକ ଟଙ୍କା … Read more

୨ ଦିନିଆ ରିମାଣ୍ଡରେ ଗଣଦୁଷ୍କର୍ମ ଅଭିଯୁକ୍ତ ଙ୍କୁ ନେଲା ସିବିଆଇ

ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ୬ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଲେ କୋର୍ଟ । ଏଥିପାଇଁ ବ୍ରହ୍ମପୁର SDJM ଅନୁମତି ଦେଇଛନ୍ତି । ଆଜି ୨ ଦିନିଆ ରିମାଣ୍ଡରେ ୬ ଜଣଙ୍କୁ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ବ୍ରହ୍ମପୁର ଜେଲରେ ୬ ଅଭିଯୁକ୍ତଙ୍କ ହୋଇଥିଲା ଟିଆଇ ପରେଡ୍ । ୧୫ ଦିନ … Read more

କୁମ୍ଭୀର ମୁହଁରୁ ବଞ୍ଚିଲେ ଜଣେ ଯୋଦ୍ଧା

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ବାଉଲମାଣୀ ପଞ୍ଚାୟତ ର ଅରୁନନଗର ଗ୍ରାମର ରାମଚଣ୍ଡୀ ନଦୀରେ ନିକଟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ! ସେଇ ଗ୍ରାମର ପ୍ରଭାତ ମଣ୍ଡଳ ! ନଦୀରେ ଗାଧେଇବାକୁ ଯିବା ସମୟରେ ପ୍ରାୟତଃ 10ଫୁଟର କୁମ୍ଭୀର ହଟାତ୍ ତାଙ୍କୁ ଆକ୍ରମଣ କରିଥିଲା ! ପ୍ରଥମେ ତାଙ୍କ ହାତକୁ ଛିଙ୍କି ନେଇଯାଇଥିଲା ପରେପରେ ତାଙ୍କ ଗୋଡ କୁ ମଧ୍ୟ ! କିନ୍ତୁ ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ସହ 10ରୁ … Read more

ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ ; ଯୁଦ୍ଧ ଭୂମିରୁ ପୁଣି ଫେରିଛି ୧୬1 ଭାରତୀୟ ଙ୍କ ଜୀବନ

ଯୁଦ୍ଧ ଭୂମିରୁ ନିଜ ଦେଶରେ ପହଞ୍ଚିବା ପରେ ଶାନ୍ତିରେ ନିଃଶ୍ବାସ ମାରିଲେ ଭାରତୀତ । ଆଉ ତ୍ରିରଙ୍ଗା ଲହରାଇ ଗର୍ବର ସହ କହିଲେ ଆମେ ଭାରତୀୟ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟ ଯେତେବେଳେ ନିଜ ମାଟିକୁ ଫେରି ଆସିଛନ୍ତି ସେତେବେଳେ ସତେକି ଯେମିତି ତାଙ୍କୁ ନୂଆ ଜୀବନଟେ ମିଳିଯାଇଛି । ନୁହେଁ ବା କେମିତି- ଯୁଦ୍ଧ ଭୂମିରେ ରହି ଜୀବନକୁ ସୁରକ୍ଷିତ କରିବା ମୁସ୍କିଲ ଆଉ ଏପରି ସ୍ଥଳରେ ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । … Read more

କିଏ ଚୋରି କରି ନେଇଗଲା ଶ୍ରୀଜିଉଙ୍କ ମୋଦକ ?

ଶ୍ରୀମନ୍ଦିର ପରିସରରେ ଆଜି ଘଟିଛି ଅଭାବନୀୟ ଘଟଣା। ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇ ଯାଇଛି। ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗିହେଲା କିଏ ଚୋରି କରି ନେଇଗଲେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦଶମୂଳ ମୋଦକ । ମହାପ୍ରଭୁ ଙ୍କୁ ଲାଗି କରାଯାଇଛି ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଛି ବୋଲି ଅଭିଯୋଗ କରାଯାଇଛି। ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି … Read more

୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ

୧୦୮ ଆମ୍ବୁଲାନ୍ସରେ ନା ଅଛି ଅକ୍ସିଜେନ ନା ଚାଲୁଛି ଏସି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ ସେବା । ସ୍ବାସ୍ଥ୍ୟ ପରି ଜରୁରୀକାଳୀନ ସେବାରେ ବି ଅବହେଳା । ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ । ନା ଆମ୍ବୁଲାନ୍ସରେ ଅକ୍ସିଜେନ ଅଛି ନା ଏସି ଚାଲୁଛି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ … Read more

ଏବେ ଟ୍ରେଲର ରିଲିଜ କୁ ନେଇ ଚିନ୍ତାରେ ବଲିଉଡ ଅଭିନେତା

୨୨ ଏପ୍ରିଲରେ ପହଲଗାମ ଆଟାକ ପରେ ଭାରତ-ପାକ୍ ଭିତରେ ଉତ୍ତେଜନା ବଢିଛି । ସେଥିପାଇଁ ଭାରତରେ ପାକ୍ କଳାକାରଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛି । କିନ୍ତୁ ବିବାଦ ଅଧିକ ବଢିବା ପୂର୍ବ ଫିଲ୍ମର ମେକର୍ସ ସ୍ପଷ୍ଟୀକରଣ ରଖିଛନ୍ତି । ବିବାଦରେ ଦିଲଜିତ ଦୋସାଞ୍ଜ । ବଲିଉଡ ସହ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଲୋକପ୍ରିୟ ନାୟକ ଓ ଗାୟକ । ପାକିସ୍ତାନ ଅଭିନେତ୍ରୀଙ୍କ ସହ ଏବେ ଅଭିନୟ ତାଙ୍କୁ ମହଙ୍ଗା ପଡିଛି । ଫିଲ୍ମକୁ ଭାରତରେ … Read more