୨ ଦିନିଆ ରିମାଣ୍ଡରେ ଗଣଦୁଷ୍କର୍ମ ଅଭିଯୁକ୍ତ ଙ୍କୁ ନେଲା ସିବିଆଇ

ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ୬ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଲେ କୋର୍ଟ । ଏଥିପାଇଁ ବ୍ରହ୍ମପୁର SDJM ଅନୁମତି ଦେଇଛନ୍ତି । ଆଜି ୨ ଦିନିଆ ରିମାଣ୍ଡରେ ୬ ଜଣଙ୍କୁ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ବ୍ରହ୍ମପୁର ଜେଲରେ ୬ ଅଭିଯୁକ୍ତଙ୍କ ହୋଇଥିଲା ଟିଆଇ ପରେଡ୍ । ୧୫ ଦିନ … Read more

କୁମ୍ଭୀର ମୁହଁରୁ ବଞ୍ଚିଲେ ଜଣେ ଯୋଦ୍ଧା

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ବାଉଲମାଣୀ ପଞ୍ଚାୟତ ର ଅରୁନନଗର ଗ୍ରାମର ରାମଚଣ୍ଡୀ ନଦୀରେ ନିକଟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ! ସେଇ ଗ୍ରାମର ପ୍ରଭାତ ମଣ୍ଡଳ ! ନଦୀରେ ଗାଧେଇବାକୁ ଯିବା ସମୟରେ ପ୍ରାୟତଃ 10ଫୁଟର କୁମ୍ଭୀର ହଟାତ୍ ତାଙ୍କୁ ଆକ୍ରମଣ କରିଥିଲା ! ପ୍ରଥମେ ତାଙ୍କ ହାତକୁ ଛିଙ୍କି ନେଇଯାଇଥିଲା ପରେପରେ ତାଙ୍କ ଗୋଡ କୁ ମଧ୍ୟ ! କିନ୍ତୁ ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ସହ 10ରୁ … Read more

ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ ; ଯୁଦ୍ଧ ଭୂମିରୁ ପୁଣି ଫେରିଛି ୧୬1 ଭାରତୀୟ ଙ୍କ ଜୀବନ

ଯୁଦ୍ଧ ଭୂମିରୁ ନିଜ ଦେଶରେ ପହଞ୍ଚିବା ପରେ ଶାନ୍ତିରେ ନିଃଶ୍ବାସ ମାରିଲେ ଭାରତୀତ । ଆଉ ତ୍ରିରଙ୍ଗା ଲହରାଇ ଗର୍ବର ସହ କହିଲେ ଆମେ ଭାରତୀୟ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟ ଯେତେବେଳେ ନିଜ ମାଟିକୁ ଫେରି ଆସିଛନ୍ତି ସେତେବେଳେ ସତେକି ଯେମିତି ତାଙ୍କୁ ନୂଆ ଜୀବନଟେ ମିଳିଯାଇଛି । ନୁହେଁ ବା କେମିତି- ଯୁଦ୍ଧ ଭୂମିରେ ରହି ଜୀବନକୁ ସୁରକ୍ଷିତ କରିବା ମୁସ୍କିଲ ଆଉ ଏପରି ସ୍ଥଳରେ ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । … Read more

କିଏ ଚୋରି କରି ନେଇଗଲା ଶ୍ରୀଜିଉଙ୍କ ମୋଦକ ?

ଶ୍ରୀମନ୍ଦିର ପରିସରରେ ଆଜି ଘଟିଛି ଅଭାବନୀୟ ଘଟଣା। ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇ ଯାଇଛି। ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗିହେଲା କିଏ ଚୋରି କରି ନେଇଗଲେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦଶମୂଳ ମୋଦକ । ମହାପ୍ରଭୁ ଙ୍କୁ ଲାଗି କରାଯାଇଛି ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଛି ବୋଲି ଅଭିଯୋଗ କରାଯାଇଛି। ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି … Read more

୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ

୧୦୮ ଆମ୍ବୁଲାନ୍ସରେ ନା ଅଛି ଅକ୍ସିଜେନ ନା ଚାଲୁଛି ଏସି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ ସେବା । ସ୍ବାସ୍ଥ୍ୟ ପରି ଜରୁରୀକାଳୀନ ସେବାରେ ବି ଅବହେଳା । ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ । ନା ଆମ୍ବୁଲାନ୍ସରେ ଅକ୍ସିଜେନ ଅଛି ନା ଏସି ଚାଲୁଛି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ … Read more

ଏବେ ଟ୍ରେଲର ରିଲିଜ କୁ ନେଇ ଚିନ୍ତାରେ ବଲିଉଡ ଅଭିନେତା

୨୨ ଏପ୍ରିଲରେ ପହଲଗାମ ଆଟାକ ପରେ ଭାରତ-ପାକ୍ ଭିତରେ ଉତ୍ତେଜନା ବଢିଛି । ସେଥିପାଇଁ ଭାରତରେ ପାକ୍ କଳାକାରଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛି । କିନ୍ତୁ ବିବାଦ ଅଧିକ ବଢିବା ପୂର୍ବ ଫିଲ୍ମର ମେକର୍ସ ସ୍ପଷ୍ଟୀକରଣ ରଖିଛନ୍ତି । ବିବାଦରେ ଦିଲଜିତ ଦୋସାଞ୍ଜ । ବଲିଉଡ ସହ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଲୋକପ୍ରିୟ ନାୟକ ଓ ଗାୟକ । ପାକିସ୍ତାନ ଅଭିନେତ୍ରୀଙ୍କ ସହ ଏବେ ଅଭିନୟ ତାଙ୍କୁ ମହଙ୍ଗା ପଡିଛି । ଫିଲ୍ମକୁ ଭାରତରେ … Read more

ଏଥର ଆଉ ବାଧା ସାଜିବନୀ ପ୍ରେମ ; ସେଠିପାଇଁ ସୁରକ୍ଷା ଦେବେ ସରକାର

ଏଥର ବାଧା ସାଜିବନୀ ପ୍ରେମ । ଏବେ ରାଜ୍ୟ ସରକାରଙ୍କୁ ଲଭର୍ସ ପଏଣ୍ଟ ପାଇଁ ସୁରକ୍ଷା ଚିନ୍ତା। ଗୋପାଳପୁର ବିଚରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ସରକାରଙ୍କୁ ଏବେ ଘାରିଛି କେମିତି ଦିଆଯିବ ଲଭର୍ସ ପଏଣ୍ଟକୁ ସୁରକ୍ଷା । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ଦୁଇ ଦୁଇ ଥର ବୈଠକ ବସିଲାଣି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁଠି ସବୁ … Read more

ବର ବେଶରେ ସଜେଇ ହୋଇ ଡଙ୍ଗାରେ ଗଲେ କନ୍ୟା ଆଣି

ଜଳମଗ୍ନ ଗାଁ ଭିତରେ ନିଜ ମନର ମଣିଷକୁ ପାଇବା ପାଇଁ ବର ବେଶରେ ବାହାରିଛି ଯୁବକ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମର ଦୃଶ୍ୟ । ଜଳ ମଧ୍ୟରେ ଘରୁ ବର ସହ ବରଯାତ୍ରୀ ଡଙ୍ଗାରେ ବାହାରି ପଡୋଶୀ ରାଜ୍ୟ ଝାଡଖଣ୍ଡର ଟାଟା ନଗରକୁ କନିଆ ଆଣିବାକୁ ବାହାରିଛନ୍ତି। ସ୍ବପ୍ନର ଥିଲା ବର ବେଶରେ ସଜେଇ ହୋଇ ନିଜ ମନର ମଣିଷକୁ ଘରଣୀ କରି ଆଣିବି ହେଲେ ପାଣିର ଫୋଟକା ପରି ସବୁ ମିଳାଇଗଲା। ଉଚ୍ଛୁଳା … Read more

ଓଡ଼ିଶା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଲେ ମୋଦି

ଓଡ଼ିଶା ଆସିବା ପାଇଁ ଆମେରିକା ଯିବାକୁ ମନା କଲେ ମୋଦି । ତାଙ୍କପାଇଁ ଆମେରିକାଠୁ ଅଧିକ ଜରୁରୀ ଥିଲା ଜଗନ୍ନାଥ ଧାମ ଯିବା ସେଥିପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଗୁଆ ଜଣାଇଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସିଧା ସିଧା ମନା କରିଦେଇଥିଲେ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କପାଇଁ ଅଧିକ ଜରୁରୀ … Read more

ଡାଇରିଆ ସ୍ଥିତି କୁ ନେଇ ମୁଖ୍ୟମନ୍ତ୍ରୀ କରିବେ ଆଜି ଉଚ୍ଚସ୍ତରୀୟ ବୈଠକ

ଡାଇରିଆ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ କରିବେ । ସ୍ବାସ୍ଥ୍ୟବିଭାଗ ସହ ସିଏମଙ୍କ ବଡ଼ ଆଲୋଚନା । ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ମହିଳା ଓ ଶିଶୁ ବିକାଶ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଏବଂ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ … Read more