ବିଜେପି କରୁଛି ପ୍ରତିଶ୍ରୁତି ପାଳନ ; ୪ ମାସରେ ମିଳିବ ଚିଟଫଣ୍ଡ୍ ଟଙ୍କା

ଖୁବଶୀଘ୍ର ମିଳିବାକୁ ଯାଉଛି ଚିଟଫଣ୍ଡ ଟଙ୍କା |ଆପଣମାନେ ଫେରି ପାଇବେ ଜମାକାରୀ ଟଙ୍କା । ଆସନ୍ତା ୪ ମାସ ମଧ୍ୟରେ ମିଳିବ ଚିଟଫଣ୍ଡ ଟଙ୍କା , ଆଉ ୫ ଲକ୍ଷ ରୁ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଅମା ସରକାର କଥା ଦେଇ କଥା ରଖିଛନ୍ତି | ବିଜେପି ସରକାର କରୁଛି ପ୍ରତିଶ୍ରୁତି ପାଳନ ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ … Read more

ଭିଜିଲାନ୍ସର ପ୍ରଶ୍ନ ଘେରରେ ବର୍ତ୍ତମାନ ଅଛନ୍ତି SDO ର ଡିଲେଶ୍ୱର ମାଝୀ

ଏବେ ଭିଜିଲାନ୍ସର ଜାଲରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀ । ତାଙ୍କ ବାସଭବନରେ ଚଢାଉ ଏବେ କରୁଛି ଭିଜିଲାନ୍ସ ଟିମ୍ । ଟିଟିଲାଗଡ଼ ଅଫିସ୍, ଘର ସମତେ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ଝାରସୁଗୁଡ଼ା ସହ ପୈତୃକ ଗାଁରେ ଚାଲିଛି ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଏବେବି ଭିନ୍ନ ଭିନ୍ନ ସ୍ଥାନରେ ତାର ଖୋଳତାଡ ଜାରି ରଖିଛି। ଏତେ ଟଙ୍କା ଏବଂ ସମ୍ପତ୍ତି ଆସିଲା … Read more

ଲଗାଣ ବର୍ଷାରେ ଏବେ ହୋଇଛି ବେହାଲ୍ ହୋଇଛନ୍ତି ରାଜସ୍ଥାନ ବାସିନ୍ଦା |

ଲଗାଣ ବର୍ଷାରେ ଏବେ ହୋଇଛି ବେହାଲ୍ ରାଜସ୍ଥାନ । ବର୍ଷା ପାଇଁ ହନ୍ତ ସନ୍ତ ହେଉଛି ରାଜସ୍ଥାନ ଲୋକେ | ବାଟ ମିଳୁନି କୁଆଡେ ଯିବା ପାଇଁ | କୋଟା, ଆଜମେର, ଯୋଧପୁର୍, ଚିତ୍ତୋରଗଡ଼, ପାଲି, ଭିଲୱାରା, ବାଂଶୱାରା ଏବଂ ବ୍ୟାୱାର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । କୋଟା ଜିଲ୍ଲାର ମୋଦକ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ପଡିଛି । ଘର, ସ୍କୁଲ, ହସ୍ପିଟାଲ ଏବଂ ଏଟିଏମ୍ ମଧ୍ୟ ପାଣିରେ … Read more

ବାହୁଡ଼ା ଯାତ୍ରା ପାଈଁ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଆୟୋଜନ ହୋଇଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି । ବାହୁଡ଼ା ଯାତ୍ରା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ଦିଗକୁ ଲକ୍ଷ ରଖା ଯାଇଛି। ସବୁ ଦିଗକୁ ତର୍ଜମା କରାଯାଇଛି। ପୁଲିସ ବ୍ୟବସ୍ଥାଠୁ ନେଇ ପ୍ରଶାସନିକ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ତା ସହିତ ପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ ଅଛି। ତେଣୁ ବାହୁଡ଼ା ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟକ୍ରମ … Read more

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ |

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ | ସମସ୍ତେ କହୁଥିଲେ କୋଭିଡ୍ ପାଇଁ ବଢୁଛି ଏହି ହାର୍ଟ ଆଟାକ୍ ..କିନ୍ତୁ ଏକଥା ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର । କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ । ICMR ଓ AIIMS ପକ୍ଷରୁ ବିସ୍ତୃତ ତଥ୍ୟ ଅନୁଧ୍ୟାନ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । କୋଭିଡ୍ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ … Read more

ସୁରକ୍ଷା କବଚ ହେନ୍ତାଳ ବନ

ଓଡିଶାର ଉପକୂଳ ଅଞ୍ଚଳ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମନା ପ୍ରତିବର୍ଷ କରିଥାଏ l ଏହା ଆପଣମାନେ ପ୍ରାୟତଃ ସମସ୍ତେ ଜାଣିଥିବେ l ସ୍ରାମୁଦିକ ଝଡ ବନ୍ୟା ଏବଂ ମୃତ୍ତିକା ଅବକ୍ଷୟରେ ନିୟମିତ ଅଭିଜ୍ଞତା ଏହି ବିପଦଠାରୁ ରକ୍ଷାପାଇଁ ଯେଉଁ ପ୍ରାକୃତିକ ଧନ ନିରବ ଭାବେ କାମ କରୁଛି ତାହା ହେଉଛି ହେନ୍ତାଳ ବନ l ଉପକୂଳ ଅଂଚଳ ପାଇଁ ହେନ୍ତାଳ ବନ ସାହା ଏବଂ ଭରଷା l କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ରେ ଗଢିଉଠିଥିଲା ଏହି … Read more

କେନ୍ଦ୍ରାପଡା ରେ ସତେ ଯେମିତି ରାଗି ଅବୁଝା ହେଲେ ପ୍ରଭୁ ବଳଦେବଜୀଉ

ଶ୍ରୀକ୍ଷେତ୍ର ରେ ମାନିଗଲେ ଠାକୁର କିନ୍ତୁ କେନ୍ଦ୍ରାପଡ଼ା ରେ ବେଶି କୋପ କଲେ ପ୍ରଭୁ ବଳଦେବଜୀଉ ! ହଁ ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାର ବଳଦିଜୀଉ ମନ୍ଦିର ର ରଥଯାତ୍ରା ଏବେ ଅଞ୍ଜଳିକ ମାନ୍ୟତା ଅନୁଯାୟୀ ନୁହେଁ, ବରଂ ଦେବତାଙ୍କ ରାଗ ଓ ଅନୁରାଗ ସହିତ ଜଡିତ ଏକ ଅଭୂତ ଅନୁଭୂତିରେ ଅନ୍ତଗତ! କେନ୍ଦ୍ରାପଡ଼ା ରେ ପ୍ରସିଦ୍ଧ ବଳଦେବଜୀଉ ଙ୍କ ରଥଯାତ୍ରା ପାରମ୍ପରିକ ଅନୁଯାୟୀ ରଥଯାତ୍ରାର ପରଦିନ ଏଠାରେ ରଥଟାଣାଯାଏ ! କିନ୍ତୁ ଏଥର ଠାକୁର ପହଣ୍ଡି ହେଇଗଲେ … Read more

ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବସେଇଲେ ଜରୁରୀକାଳୀନ ବୈଠକ

(ବିଏମ୍‌ସି) କାର୍ଯ୍ୟାଳୟରେ ସୋମବାର ରେ ଘଟିଥିବା ଘଟଣାକୁ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ ।  ଓଏଏସ୍‌ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ସହ ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି । ଫଳରେ ରାଜ୍ୟରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାରୁ ଲୋକମାନେ କାର୍ଯ୍ୟ ନକରିପାରି ନିରାଶ ହୋଇ ଫେରୁଛନ୍ତି । ଏହାକୁ ନେଇ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜରୁରୀକାଳୀନ … Read more

ଆଜି ପୁରୀ ଗସ୍ତ ରେ ଯାଇ ସେବାୟତ ଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଆଜି ପୁରୀ ଗସ୍ତ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ପରିସ୍ଥିତି ଯୋଗୁଁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ଦୁଃଖ ଦେଇଥିଲା। ଏହି ଘଟଣା ପରେ ସରକାର ଅବ୍ୟବସ୍ଥା କହି ବିରୋଧୀ ଘେରିଥିଲେ। ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ପୁରୀ ଗସ୍ତରେ ଯାଇଛନ୍ତି। ଏହି ଗସ୍ତକାଳରେ ସେ ପ୍ରଶାସନିକ ବୈଠକ ଶେଷ କରିଛନ୍ତି। … Read more

ଜୁଲାଇ ୧୪ରେ ଓଡିଶା ଆସିବେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରେ ଆସିବେ ଓଡିଶା |୧୪ରେ ଭୁବନେଶ୍ବର AIIMS ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏହା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଜୁଲାଇ ୧୪ରେ ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରଦିନ,୧୫ ତାରିଖରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।ଜବାହରଲାଲ ନେହରୁ … Read more