ମେସେଜ୍ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ :

କୁଆଡୁ ଆସିଲା ଏତେ ପଇସା :ବିହାର ରାଜ୍ୟର ଜାମୁଇ ଜିଲ୍ଲାର ଏକ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁଥିରେ ଜଣେ ଶ୍ରମିକ ହଠାତ୍ ତାଙ୍କ ଆକାଉଣ୍ଟକୁ ସାଢ଼େ ଦଶ ବିଲିୟନ ଟଙ୍କା ଆସିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ସେ ତାଙ୍କ ମୋବାଇଲରେ ଏତେ ଟଙ୍କାର ମେସେଜ୍ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଟଙ୍କା ଗଣିବା ମଧ୍ୟ ଜାଣି ନଥିଲେ । ପ୍ରକୃତରେ, ଏହି ମେସେଜ୍ ଦେଖି କେହି ବୁଝିପାରିବେ ନାହିଁ ଯେ ୧ … Read more

ଖୁବ୍‌ଶ୍ରୀଘ ହେବ ମହାପ୍ରସାଦ ରେଟ୍‌ ଚାଟ୍‌ :

ପୁରୀ : ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍‌ ଚାଟ୍‌ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ବୈଠକ ହୋଇଥିଲା।ଡଃ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି … Read more

ସୋଭନା ମହାନ୍ତିଙ୍କୁ ମହିଳା କମିସନର ବଡ଼ ଦାୟିତ୍ୱ :

ସୋଭନା ମହାନ୍ତି ମହିଳା କମିସନ ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଆୟୋଗରେ ବବିତା ପାତ୍ର ଅଧ୍ୟକ୍ଷ ନିଯୁକ୍ତଭୁବନେଶ୍ବର: ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ‌ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ଏଥିରେ କୁହାଯାଇଛି।ନୂଆ ନିଯୁକ୍ତି ନେଇ ସୋଭନା ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା … Read more

ସ୍ୱଧୀନତା ଦିବସ ପାଇଁ ବୌଠକ ପସ୍ତୁତି :

ଭୁବନେଶ୍ୱର: ଚଳିତ ବର୍ଷ ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ଓ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ।ସୋମବାର ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୫ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । … Read more

ଭାଙ୍ଗିଲେ ରେକର୍ଡ ଅମିତ ଶାହ:

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ଏହି ପଦବୀରେ ରହିବାର ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।ଅଗଷ୍ଟ ୪, ୨୦୨୫ ସୁଦ୍ଧା ଅମିତ ଶାହ ଗୃହମନ୍ତ୍ରୀ ଭାବରେ ୨,୨୫୮ ଦିନ କାର୍ଯ୍ୟକାଳ ପୂରଣ କରିଛନ୍ତି । ଏହା ପୂର୍ବରୁ ଲାଲକୃଷ୍ଣ ଆଡଭାନୀ ୧୯ ମାର୍ଚ୍ଚ, ୧୯୯୮ରୁ ୨୨ ମେ’, ୨୦୦୪ ପର୍ଯ୍ୟନ୍ତ ମୋଟ ୨,୨୫୬ … Read more

ବାଦଲଫଟା ବର୍ଷା ଯେଗୁଁ ଆସିଲା ଭୟଙ୍କର ବନ୍ୟା :

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ କ୍ଷୀର ଗଙ୍ଗା ନଦୀ ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ଏକ ବଡ଼ ଧରଣର ବନ୍ୟା ସମଗ୍ର ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧରାଲି ବଜାରକୁ ବହୁ କ୍ଷତି ପହଞ୍ଚାଇଛି। ପ୍ରଖର ବେଗରେ ବହୁଥିବା ଜଳ ସ୍ରୋତରେ ଦୋକାନ, ଯାନବାହାନ ଏବଂ କୋଠା ପାଣିରେ ଭାସି ଯାଇଛି।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବନ୍ୟାର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ଲୋକମାନେ କିଛି ବୁଝିବା ପୂର୍ବରୁ ବିନାଶ … Read more

ଏକାଧିକ ସେନା ଯବାନ ନିଖୋଜ :

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲୀ ଗାଁ ନିକଟ ଖୀର ଗଙ୍ଗା ନଦୀର ଉପର ଅଞ୍ଚଳରେ ମଙ୍ଗଳବାର ହୋଇଥିବା ଭୟଙ୍କର ବାଦଲ ଫଟା ବ୍ରଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ହର୍ଷିଲ ନିକଟସ୍ଥ ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଥିବା ଜଣାପଡ଼ିଛି। ତେବେ ନିଜ ସୈନିକମାନେ ନିଖୋଜ ଥାଇ ମଧ୍ୟ ଭାରତୀୟ ସେନା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସକ୍ରିୟ … Read more

ଫେରିବ ମାଧୁରୀ :

ମୁମ୍ବାଇ:ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ନନ୍ଦିନୀ ମଠକୁ ମାଧୁରୀ ଓରଫ ମହାଦେବୀ ହାତୀକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି। ରାଜ୍ୟ ସରକାର ଏହି ମାମଲାରେ ସୁପ୍ରିମକୋର୍ଟଙ୍କର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ, ସରକାର ଏହି ମାମଲାରେ ମଠ ସହିତ ଅଛନ୍ତି ଏବଂ ମାଈ ହାତୀକୁ ଫେରାଇ ଆଣିବା ପାଇଁ ଏକ ସମୀକ୍ଷା ଆବେଦନ ଦାଖଲ କରିବେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ … Read more

ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ବସାଇବେ ଟ୍ରମ୍ପ :

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ବା ଫାର୍ମାସୁଟିକାଲ୍ସ ଆମଦାନୀ ଉପରେ ୨୫୦ ପ୍ରତିଶତ ଶୁଳକ ବସାଇବାକୁ ଘୋଷଣା କରିଛନ୍ତି । ସେହିପରି ବିଦେଶୀ ସେମିକଣ୍ଡକ୍ଟର୍ସ ଉପରେ ବି ସେ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ।ଯଦି ଆମେରିକା ଦେଶ ଭାରତୀୟ ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ଲାଗୁ କରେ, ତେବେ ଭାରତ ଉପରେ ଏହାର ଗୁରୁତର ପ୍ରଭାବ ପଡିପାରେ। ଭାରତ ଆମେରିକାକୁ ବର୍ଷକୁ ଅନେକ ବିଲିୟନ୍ ଡଲାର ମୂଲ୍ୟର ଔଷଧ ରପ୍ତାନି … Read more

ସ୍ଥାପିତ ହେବ ନୂଆ ମେଡିକାଲରେ କଲେଜ :

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଫୁଲବାଣୀର ସରକାରୀ ମେଡିକାଲ କଲେଜର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମୁଦାୟ ୨୦୦ ଏମବିବିଏସ୍‌ ସିଟ୍‌ରେ ନାମ ଲେଖା ପାଇଁ ଅନୁମତି ପତ୍ର (ଏଲ୍‌ଓପି) ପାଇଁ ଅନୁରୋଧ କରିଛନ୍ତି।ଏହି ଦୁଇଟି ମେଡିକାଲ କଲେଜ ନୂଆଭାବେ ପ୍ରତିଷ୍ଠିତ ହୋଇଛି। ଏହି ଦୁଇ … Read more