ଘରେ ବସି ସୁବିଧା :

ଆଉ ଯିବାକୁ ପଡ଼ିବନି ତହସିଲ ଅଫିସ: ଘରେ ବସି ପାଇପରିବେ କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ୍ ଭୁବନେଶ୍ଵର : ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି । ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ । ଓଡ଼ିଶା ସରକାର ଖୁବ୍‌ଶୀଘ୍ର ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବେ । ଯାହା ଦ୍ୱାରା ଲୋକମାନେ ଅନ୍‌ଲାଇନ୍‌ … Read more

ପରୀକ୍ଷା ମନା :

ଭୁବନେଶ୍ବର: କ୍ଲାସ୍‌ରେ ୭୫% ଉପସ୍ଥାନ ନ ଥିଲେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ। ଯେଉଁମାନଙ୍କ ଉପସ୍ଥାନ କମ୍‌ ରହିଛି ସେମାନେ ଆସନ୍ତା ୫ ମାସ ମଧ୍ୟରେ ତାହାକୁ ଭରଣା କରିବେ। ନିୟମିତ ଭାବେ କ୍ଲାସ କରି ଧାର୍ଯ୍ୟଲକ୍ଷ୍ୟରେ ପହଞ୍ଚିବାର ସୁଯୋଗ ରହିଛି। ଉପସ୍ଥାନରେ କୌଣସି ପ୍ରକାର ଜାଲିଆତିକୁ ବରଦାସ୍ତ କରାଯିବ ନାହିଁ। ଯଦି କୌଣସି ସ୍କୁଲ କିମ୍ବା ପିଲା ଜାଲିଆତି କରିଥିବା ନଜରକୁ … Read more

ମାଟିତଳୁ ଖୋଳାଯିବ ମୃତଦେହ :

ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କରୁଣାକର ଦଳାଇ ଗତ ୮ ମାସ ହେବ କୁସୁମପୁର ଗାଁ ରେ ରହି ଆସୁଥିଲେ। ସେହି ଗାଁରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ। ସେହି ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅ ମୃତ୍ୟୁ ହୋଇଥିଲା।ଗଜପତି କୁସୁମପୁର ଗାଁରେ ଗୁଣି ସନ୍ଦେହରେ ହତ୍ୟା ଘଟଣା। ଆଜି ମାଟିତଳୁ … Read more

ମୋବାଇଲ୍‌ ଲାଇଟ୍‌ରୁ ଜୀବନ :

ପୁରୀ ୦୭/୦୮: ମୋବାଇଲ୍‌ ଲାଇଟ୍‌ରେ ରୋଗୀ ଦେଖିଲେ ଡାକ୍ତର । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର କାଜୁଆଲିଟିରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ବୁଧବାର ଅପରାହ୍ନ ପ୍ରାୟ ୫ଟା ୨୦ରେ ହଠାତ୍‌ ଲାଇନ୍‌ କଟି ଯାଇଥିଲା । ଏହାର କିଛି ବିକଳ୍ପ ନ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମୋବାଇଲ୍‌ ଟର୍ଚ୍ଚ ପକାଇଥିଲେ । ଏହି ଆଲୁଅରେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ । ପ୍ରାୟ ୫ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା … Read more

ମାଟି ତଳୁ ଜୀବନ :

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ମାଟି ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ :ଉତ୍ତରକାଶୀ ଧରାଲିରେ ବାଦଲଫଟା ବର୍ଷା ପରେ ଉତ୍ତରକାଶୀର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ଧରାଲି ଗାଁରେ ମାଟି ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ । ଯୁଆଡ଼େ ଚାହିଁଲେ କେବଳ ଧ୍ବଂସ ଚିତ୍ର । ପୋତି ହୋଇଯାଇଛି ବଡ଼ ବଡ଼ ବିଲ୍ଡିଂ । ଧୋଇ ଯାଇଛି ରାସ୍ତା, ଭୁଶୁଡ଼ି ପଡ଼ିଛି ପୋଲ । ମାଟି ପଙ୍କ ଆଉ ବଡ଼ ବଡ଼ ପଥର ଖଣ୍ଡ … Read more

ବଦଳିରେ ASI :,

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ଜୀବନ ହାରିବା ଘଟଣାରେ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରାଯାଇଛି । ASIଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍‌ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସ୍‌ପି । ଝିଅ ମୃତ୍ୟୁ ପାଇଁ ପୋଲିସର ଅବହେଳାକୁ ଦାୟୀ କରିଥିଲେ ପୀଡିତାଙ୍କ ବାପା । ଝିଅର ଅଭିଯୋଗ ASI ରଖିନଥିବା ଅଭିଯୋଗ କରିଥିଲେ।ସେପଟେ ଛାତ୍ରୀଙ୍କ କିପରି ହେଲା ମୃତ୍ୟୁ ?। ରହସ୍ୟ … Read more

ମାଟି ତଳୁ ଜୀବନ :ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ମାଟି ତ

ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ ଦାବି କରିଛି ଦଳ । ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ।ଆଜି ୬ଘଂଟା ପୁରୀ ବନ୍ଦ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ୬ଘଂଟିଆ ବନ୍ଦ ପାଳନ କରିବ ବିଜୁ ଜନତା ଦଳ । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ଡ଼ାକରା ଦେଇଛି ବିଜେଡି । … Read more

ପୁଣି ବଢ଼ିଲା ସୁନା ରେଟ,

୨୪ କ୍ୟାରେଟ କିଣିଲେ ଦେବାକୁ ପଡ଼ିବ !ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୨, ୩୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୩ ,୮୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ … Read more

ପୋଲିସ ନାରେ ସାଙ୍ଘାତିକ ଅଭିଯୋଗ:

ସାଲେପୁର : ଜଣଙ୍କ ନାଁରେ ୱାରେଣ୍ଟ । ବନ୍ଧା ହେଲେ ଆଉ ଜଣେ । ମାହାଙ୍ଗା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ । ସମାନ ନାଁ ପାଇଁ ନିର୍ଦ୍ଦୋଷକୁ ଜେଲ ପଠାଇ ଏବେ ବିବାଦରେ ମାହାଙ୍ଗା ପୋଲିସ l ପୋଲିସର ଏମିତି କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଜେଲ ଯାଇଥିବା ବ୍ୟକ୍ତିଙ୍କ ପରିବାରଲୋକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନରେ ଥିବା କୁଣ୍ଡି ପଂଚାୟତର … Read more

ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲ :

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ରାଜ୍ୟ ଡ୍ରଗ୍ସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କ ଘରେ ରେଡ ଚାଲିଛି । ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଚଢାଉ ହେଉଛି । ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ ରେଡ ଚାଲିଛି । ଚଢ଼ାଉରେ ୪ ଡିଏସପି, ୧୦ ଇନସ୍ପେକ୍ଟର ଓ ୪ ଜଣ ଏଏସଆଇ ସାମିଲ ଅଛନ୍ତି । ଆୟବର୍ହିଭୂତ ସମ୍ପତ୍ତି … Read more