କୀଟ ପାଳିଲା ‘କ୍ରିତନ୍ତୁଜା’ :
ଭୁବନେଶ୍ୱର : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସ।ହିତ କରିବା ପାଇଁ ଆଜି କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୫ ଉଦ୍ଘାରଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ହସ୍ତତନ୍ତ ଦିବସର ତାତ୍ପର୍ଯ୍ୟ ଉପରେ ନିଜର ମତ ରଖିଥିଲେ ।କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ … Read more