ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣା:
ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୁଣି କ୍ରାଇମ୍ବ୍ରାଞ୍ଚ ଜେରାBy subhasmita Aug – 13 2025କଟକ : ଓଡିଶା ବୋର୍ଡର ମହିଳା ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ସହଯୋଗୀ ବିଜୟ ମିଶ୍ରଙ୍କୁ ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ମାମଲାରେ କ୍ରାଇମ୍ବ୍ରାଞ୍ଚ ଫେରି ଜେରା କରିଛି। ରିମାଣ୍ଡ ସମୟରେ ପେନ୍ଡ୍ରାଇଭ୍ ଯାହାରେ ଲାପ୍ଟପ୍ରୁ ନକଲ କରାଯାଇଥିବା ପ୍ରଶ୍ନପତ୍ର ଓ ଉତ୍ତର ସଂରକ୍ଷିତ ଥିଲା, ତାହାକୁ ଜବତ କରିବା ପାଇଁ ତନାଘନା ତଦନ୍ତ ଆରମ୍ଭ ହୋଇଛି।ଜିତନ ଓ … Read more