ପ୍ରେମାନନ୍ଦ ମହାରାଜଏମିତି କାହିଁକି କହିଲେ !

ଆଧ୍ୟାତ୍ମିକ ଗୁରୁ ଶ୍ରୀ ପ୍ରେମାନନ୍ଦ ମହାରାଜ । ଦେଶରେ ତାଙ୍କୁ କିଏ ବା ନଜାଣେ । ଘରେ ଘରେ ବେଶ ପରିଚିତ ମହାରାଜ ଜୀ । ଶ୍ରୀ ରାଧାରାଣୀଙ୍କ ଭଜନ କୀର୍ତ୍ତନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ । କାରଣ ନିଜର ଦୁଇଟି ଯାକ କିଡନୀ ଫେଲ ହେଲା ପରେ ବି ଜନତାଙ୍କୁ ସତମାର୍ଗରେ ନେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ପ୍ରବଚନ ବି ଦେଉଛନ୍ତି । … Read more

କିଏ ହେବେ ଦଳରେ ସାମିଲ?

By Social Talk TeamPublished 16.08.2025 ଆସନ୍ତା ଏସିଆ କପ୍ ଟ୍ଵେଣ୍ଟି ଟ୍ଵେଣ୍ଟି ଫର୍ମାଟରେ ଖେଳାଯିବାକୁ ଥିବାରୁ ଭାରତୀୟ ଦଳରେ କିଏ ସାମିଲ ହେବେ ସେଥିପାଇଁ ବିସିସିଆଇ ପକ୍ଷରୁ ଅଗଷ୍ଟ୧୯ ତାରିଖରେ ଦଳ ଘୋଷଣା କରାଯିବ l ତେବେ ଏହା ପୂର୍ବରୁ ପ୍ରଶ୍ନ ଉଠୁଛି କିଏ ହେବେ ସାମିଲ? କିଏ ପଡିବେ ବାଦ ଏବଂ କିଏ ହେବେ ଅଧିନାୟକ ଓ ଉପଅଧିନାୟକ? ନିକଟରେ ସମାପ୍ତ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଡ୍ର ପରେ ଏବେ ଦଳ … Read more

ଓଡ଼ିଶାରେ ଖୋଲାଯାଉଛି ନୂଆ ୪ଟି ମେଡିକାଲ କଲେଜ,

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଚିକିତ୍ସା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଡେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ଆଉ ୪ଟି ସରକାରୀ ମେଡିକାଲ କଲେଜ ଖୋଲାଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ୧୨ଟି ସରକାରୀ ମେଡିକାଲ କଲେଜ ରହିଛି ଓ ବ୍ରହ୍ମପୁର ମେଡିକାଲ କଲେଜକୁ ଏମ୍ସ ପ୍ଲସ ସ୍ତରକୁ ଉନ୍ନତ କରିବା ପ୍ରସ୍ତାବ ଅଛି। ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।ସହ ଏହାରେ … Read more

ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଛି ଜଗନ୍ନାଥ ଟେମ୍ପଲ ପୁଲିସ :

ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ ଜେଟିପି ହାତରେ ବ୍ୟକ୍ତି ଜଣକ ଧରାପଡ଼ିଛି। ପରେ ତାଙ୍କୁ ସିଂହଦ୍ୱାର ପୁଲିସ ଜିମା ଦିଆଯାଇଛି। ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି। ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୁଲିସ।ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ … Read more

ଚେନ୍ନାଇ ଛାଡିବେ ଅଶ୍ବିନ :

By Social Talk TeamPublished 16.08.2025 ଇଣ୍ଡିଆନ୍ ପ୍ରିମିଅର ଲିଗର ଅନ୍ୟତମ ସଫଳ ଦଳ ରୂପେ ପରିଚିତ ଚେନ୍ନାଇ ସୁପର କିଙ୍ଗସ୍ ସହ ସମ୍ପର୍କ ତୁଟାଇବା ପାଇଁ ଯାଉଛନ୍ତି ଅଲରାଉଣ୍ଡର ରବି ଚନ୍ଦ୍ରନ୍ ଅଶ୍ବିନ l ଚଳିତବର୍ଷ ଅନୁଷ୍ଠିତ ଆଇପିଏଲ ଟୁର୍ନାମେଣ୍ଟରେ ଚେନ୍ନାଇ ତାର ଇତିହାସରେ ସବୁଠୁ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିଲା l ତେଣୁ ଅଧିକ ଟଙ୍କା ଖର୍ଚ୍ଚ କରି କିଣି ଥିବା କିଛି ଖେଳାଳି ଯେଉଁମାନେ ଚଳିତ ବର୍ଷ … Read more

ଆଉ ମିଳିବନି ଦହିବରା :

BY -SUBHASMITA AUG- 16 2025କଟକର ପ୍ରସିଦ୍ଧ ଦହିବରା ଆଳୁଦମ ବ୍ୟବସାୟୀ ରଘୁ ମଉସାଙ୍କ ବିୟୋଗ: ୯୪ ବର୍ଷରେ ପରଲୋକ”କଟକ: ଆଜି ସକାଳେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ ବ୍ୟବସାୟୀ ରଘୁନାଥ ସାମଲ (ରଘୁ ମଉସା) ୯୪ ବର୍ଷ ବୟସରେ ପରଲୋକ କରିଛନ୍ତି। ବିଡାନାସୀ ଗୋପାଳସାହି ଘରରେ ତାଙ୍କର ମୃତ୍ୟୁ ଘଟିଛି।୧୯୫୦ ମସିହାରେ କେବଳ ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ ଆରମ୍ଭ କରି, କଟକର ଲୋକପ୍ରିୟ ଦହିବରା ଆଳୁଦମ ଖାଦ୍ୟକୁ ଜଣାଶୁଣା କରିଥିଲେ। ସେ … Read more

ପ୍ରବଳ ବର୍ଷାରେ ବନ୍ୟା ବିପର୍ଯ୍ୟୟ :

ବୁଡ଼ିଲା ପୋଲ, ଧସିଲା ମାଟି ଅତଡ଼ା, ଠପ୍ ଯାତାୟାତBy – SUBHASMITA Aug 16 2025କୋରାପୁଟ/ମାଲକାନଗିରି, ୧୬ ଅଗଷ୍ଟ:ଗତ କିଛି ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଓ ମାଲକାନଗିରିରେ ଦୁର୍ବଳ ପରିସ୍ଥିତି ସୃଷ୍ଟି ହୋଇଛି । କୋରାପୁଟ ଜିଲ୍ଲାର ନାରାୟଣପାଟଣା-ଦାମନଯୋଡ଼ିକୁ ସଂଯୋଗ କରୁଥିବା ବିଜାଘାଟି ଓ କେରେଙ୍ଗା ପାହାଡ଼ ରାସ୍ତାରେ ମାଟି ଅତଡ଼ା ଖସି ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ଅବରୋଧ ହୋଇଛି । ଗାଡ଼ି ଚଳାଚଳ ଠପ୍ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଦିନଚର୍ଯ୍ୟାରେ ଭାରୀ ପ୍ରଭାବ … Read more

ଆଜିର ରାଶିଫଳ :

By – SUBHASMITA AUG 16 2025 ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ … Read more

ଆଜିର ରାଶିଫଳ :

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା … Read more

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ପ୍ରଶଂସା

By Social Talk TeamPublished 15.08.2025 ସାରା ଦେଶରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ପରିଚିତ l ଅପରାଧି,ଗୁଣ୍ଡା ଓ ମାଫିଆଙ୍କ ବିରୋଧରେ କୌଣସି ସାଲିସ୍ କରିବାର ନାହିଁ ତଥା ସେମାନଙ୍କୁ ମାଟିରେ ମିଶେଇ ଦେବାର ଲକ୍ଷ୍ୟ ନେଇ ଶାସନ କରୁଥିବା ଯୋଗୀଙ୍କୁ ବିରୋଧୀ ସମାଜବାଦୀ ପାର୍ଟିର ବିଧାୟିକା ଖୁବ୍ ପ୍ରଶଂସା କରିଛନ୍ତି l ତେବେ ଏହି ପ୍ରଶଂସା ତାଙ୍କୁ ଖୁବ ମହଙ୍ଗା ପଡ଼ିଛି l ଘଟଣା କ୍ରମକୁ ଲକ୍ଷ୍ୟ … Read more