Amazon Great Indian Festival: iPhone 15 ଓ Samsung S24 Ultra ମିଳିବ ଶସ୍ତାରେ, 80% ପର୍ଯ୍ୟନ୍ତ ରିହାତି :
By -SUBHASMITA ସେପ୍ଟେମ୍ବର 13 2025 ଭୁବନେଶ୍ୱର: ଇ-କମର୍ସ ଜାଇଆଣ୍ଟ୍ ଆମାଜନ୍ ଆଣୁଛି ବର୍ଷର ସବୁଠାରୁ ବଡ଼ ସେଲ୍ – ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭ୍ । ଏହା ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବ, ଯଦିକି ପ୍ରାଇମ୍ ସଦସ୍ୟମାନେ ୨୨ ସେପ୍ଟେମ୍ବରରୁ ଏହାର ଆକ୍ସେସ୍ ପାଇପାରିବେ । କମ୍ପାନି ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଘରୋଇ ଉପକରଣ, ଫ୍ୟାଶନ୍ ସାମଗ୍ରୀ ଉପରେ ଭାରୀ ରିହାତି ଘୋଷଣା କରିଛି । ସ୍ମାର୍ଟଫୋନ୍ଗୁଡ଼ିକ ୪୦% ପର୍ଯ୍ୟନ୍ତ ଡିସକାଉଣ୍ଟରେ, ଫ୍ୟାଶନ୍ ସାମଗ୍ରୀ ୮୦% ପର୍ଯ୍ୟନ୍ତ ରିହାତିରେ … Read more