ସିଏଜି ରିପୋର୍ଟରେ ଖୋଲିଦେଲା କେଳେଙ୍କାରୀ :ବିଶ୍ୱବିଦ୍ୟାଳୟରେ ଅନିୟମିତ ଟଙ୍କା ବ୍ୟୟ:
By -SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର :ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ଜଣା ପଡ଼ିଛି ଯେ, ଉଚ୍ଚଶିକ୍ଷା ଖେତ୍ରକୁ ସୁଦୃଢ କରିବା ପାଇଁ ଦିଆଯାଇଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଅନିୟମିତ ଭାବରେ ବ୍ୟୟ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୧୫-୨୦ରେ ପାଇଥିବା ୧୮ କୋଟି ଟଙ୍କାରୁ ଅନେକ ଅଂଶ ଅନାବଶ୍ୟକ ସାଧନରେ ବ୍ୟୟ କରାଯାଇଛି—ଚାରିଟି ଡିଜି ସେଟ୍, ସାଇନ୍ବୋର୍ଡ, କୁଳପତିଙ୍କର ଡାଇନିଂ ଟେବୁଲ ଓ ସୋଫା। ୧.୩୮ କୋଟି ଟଙ୍କାର ୧୮୧ ଡେସ୍କଟପ୍ ଓ ୮୮ ଲ୍ୟାପ୍ଟପ୍ କିଣାଯାଇଥିଲା, ଯାହାର … Read more