ପୁଣି ରାଜନୀତିକ ଝଡ଼ ସୃଷ୍ଟି କଲେ ଶ୍ରୀମୟୀ ମିଶ୍ର, ଟୁଇଟ୍‌ରେ ସନ୍ନ୍ୟାସୀକୁ ପରୋକ୍ଷ କଟାକ୍ଷ

By- SUBHASMITA oct 11 2025 ଭୁବନେଶ୍ୱର, 11 ଅକ୍ଟୋବର 2025 — ଓଡ଼ିଶା ରାଜନୀତିରେ ପୁଣି ଏକ ନୂତନ ତରଙ୍ଗ ତିଆରି କରିଛନ୍ତି ଶ୍ରୀମୟୀ ମିଶ୍ର । ତାଙ୍କ ନୂଆ ଟୁଇଟ୍ ସୋସିଆଲ ମିଡିଆରେ ତେଜ ଚର୍ଚ୍ଚା ଜନମାଇଛି । ପରୋକ୍ଷ ଭାବେ ସେ ପୁଣି ଭଣ୍ଡ ସନ୍ନ୍ୟାସୀଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ଉଠିଛି । ତାଙ୍କ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି — “କର୍ମୀ ବସିଛନ୍ତି ଅନେଇ… ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ… ଦଳ ପାଇଁ … Read more

ମହିଳା ବିଶ୍ୱକପ୍‌ରେ ଭାରତର ବିଜୟ

By -SUBHASMITA ସେପ୍ଟେମ୍ବର 1 2025 ଭାରତ ମହିଳା ଟିମ୍ 2025 ଦିନିକିଆ ବିଶ୍ୱକପ୍‌ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଗତକାଲି ଆୟୋଜିତ ପ୍ରଥମ ମ୍ୟାଚରେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ୫୯ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦମଦାର ପ୍ରଦର୍ଶନ କରିଛି। ବର୍ଷା ହେତୁ ମ୍ୟାଚ୍‌ ୪୮ ରୁ ୪୭ ଓଭର କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ୨୬୯ ରନ୍‌ କରିଥିଲା ଭାରତ, ଯାହା ରେସପନ୍ସରେ ଶ୍ରୀଲଙ୍କା ଦଳ ୨୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ମ୍ୟାଚ୍‌ … Read more

ଦଶହରାରେ ପ୍ରବଳ ବର୍ଷା: ଲଘୁଚାପ ସୃଷ୍ଟି, ୩୦ ଜିଲ୍ଲାକୁ ଅଲର୍ଟ

By -SUBHASMITA ସେପ୍ଟେମ୍ବର 1 2025 ଭୁବନେଶ୍ୱର :୧ ଅକ୍ଟୋବର ଦଶହରା ଉତ୍ସବ ଆସିଥିବାବେଳେ ଓଡିଶା ବାସୀଙ୍କୁ ଆଉ ଏକ ନୂତନ ଆବହାବାତବରଣୀ ଆଗାହୀ ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଗଠିତ ହୋଇଛି, ଯାହା ଆଗାମୀ ୧୨-୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ଆଗାମୀ ୩ ତାରିଖ ସକାଳ ଅବଧିରେ ଏହି ଲଘୁଚାପ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି, … Read more

ଧରା ଉପରେ ଅବତରିଲେ ଦେବୀ! ଶକ୍ତିପୀଠରେ ଉତ୍ସବ ମୁଖର ମହାନବମୀ ପୂଜା

By -SUBHASMITA ସେପ୍ଟେମ୍ବର 30 2025 ଭୁବନେଶ୍ୱର: ନବରାତ୍ର ର ନବମ ଦିନ ଅବସରରେ ଶକ୍ତିପୀଠଗୁଡିକ ଭକ୍ତି ଓ ଆଧ୍ୟାତ୍ମିକତାରେ ଓତପୋତ। ଧରାବତାର ନେଇଛନ୍ତି ଜଗତଜନନୀ ମାଆ ଦୁର୍ଗା। ମଣ୍ଡପଗୁଡିକରେ ମାଆ ର ଦିବ୍ୟ ଦର୍ଶନ ପାଇ ଭକ୍ତମାନେ ଦୀର୍ଘ ପାଲି ଲାଗି ଦର୍ଶନ ନିମନ୍ତେ ଅପେକ୍ଷା କରୁଛନ୍ତି। ଶଙ୍ଖ, ଘଣ୍ଟା ଓ ମନ୍ତ୍ର ଧ୍ୱନିରେ ପରିବେଶ ପବିତ୍ରତାର ଅନୁଭୂତି ଦେଉଛି। ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ଆଜି ହେଉଛି ମହାନବମୀ ପୂଜା। ନବମ ଦିନର ଏହି ପୂଜା … Read more

ଟ୍ରଫି ତ ଜିତିଲେ ଭାରତ, ଧରି ନେଲେ ପାକିସ୍ତାନ! ଏସିଆ କପ୍ ଭିତରେ ରାଜନୈତିକ ତାନାବାନା

By -SUBHASMITA ସେପ୍ଟେମ୍ବର 30 2025 ଦୁବାଇ, 30 ସେପ୍ଟେମ୍ବର 2025: ଏସିଆ କପ୍ 2025 ଫାଇନାଲରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ପରାଜିତ କରିଥିଲେ ମଧ୍ୟ, ବିଜୟୀ ଟ୍ରଫି ରହିଗଲା ତାଙ୍କ ହାତ ଠାରୁ ଦୂରେ। ଘଟଣା ଏତେ ଚମତ୍କାର ଓ ଅପ୍ରତ୍ୟାଶିତ ଥିଲା ଯେ, ଟ୍ରଫି ଗ୍ରହଣ ପାଇଁ ଭାରତୀୟ ଦଳ ପୋଡିୟମକୁ ଚଢ଼ିଲେ ନାହିଁ। ACC ଅଧ୍ୟକ୍ଷ ଓ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକବୀଙ୍କ ହାତରୁ ଟ୍ରଫି ନ ନେବାକୁ ସ୍ପଷ୍ଟ … Read more

ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ, ଶାନ୍ତି ଶୃଙ୍ଖଳାର ସହ ହେଉଛି ପାଳିତ

By – SUBHASMITA ସେପ୍ଟେମ୍ବର 30 2025 ଭୁବନେଶ୍ବର: ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ବର ନୟାପଲ୍ଲୀ ଦୁର୍ଗାପୂଜା ପୂଜା ମଣ୍ଡପରେ ମଧ୍ୟ ମାଆଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ କେରଳର କୁଚିପୁଡ଼ି ମୁଖ୍ୟ ଆକର୍ଷଣ ରହିଛି । ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାର ସହ ପାଳିତ … Read more

ପାକିସ୍ତାନକୁ ପରାଜିତ କରି ୯ମ ଥର ପାଇଁ ଭାରତ ଏସିଆ କପ୍ ବିଜୟୀ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କରୁ ଅଭିନନ୍ଦନ

By- SUBHASMITA ସେପ୍ଟେମ୍ବର 29 2025 ଦୁବାଇ: ଏସିଆ କପ୍ ୨୦୨୫ ଫାଇନାଲରେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫ ୱିକେଟ୍‌ରେ ପରାଜିତ କରି ୯ମ ଥର ପାଇଁ ଭାରତ ଏସିଆ କପ୍‌ ଜିତିଛି। ୧୪୭ ରନର ଲକ୍ଷ୍ୟକୁ ୨ଟି ବଲ ବାକି ଥିବାବେଳେ ଟିମ୍‌ ଇଣ୍ଡିଆ ହାସଲ କରିଥିଲା। ତିଳକ ବର୍ମା ୫୩ ବଲ୍‌ରୁ ୬୯* ରନ୍‌ର ଅବିଜିତ ଇନିଂସ ଖେଳି ଦଳକୁ ବିଜୟରେ ପହଞ୍ଚାଇଥିଲେ। ସଂକଟ ସମୟରେ ସଂଜୁ ସାମସନ ଓ ଶିବମ ଦୁବେଙ୍କ ସହିତ … Read more

ମାଆ ଦୁର୍ଗାଙ୍କ ଅବତରଣରେ ଭକ୍ତିମୟ ପରିବେଶ, ଆଜି ପୀଠରେ ମହାଅଷ୍ଟମୀ – ମଣ୍ଡପରେ ମହାସପ୍ତମୀ ପାଳନ :

By -SUBHASMITA ସେପ୍ଟେମ୍ବର 29 2025 କଟକ: ନବରାତ୍ର ପୂଜାର ମହାତ୍ମୟ ମଧ୍ୟରେ ଆଜି ପୀଠମାନଙ୍କରେ ମହାଅଷ୍ଟମୀ ଓ ମଣ୍ଡପମାନଙ୍କରେ ମହାସପ୍ତମୀ ପାଳନ ହେଉଛି । ଶକ୍ତିପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିବା ବେଳେ ମାଆଙ୍କ ବିଭିନ୍ନ ବେଶ ଦର୍ଶନ ପାଇ ଭକ୍ତମାନେ ଧନ୍ୟ ହେଉଛନ୍ତି କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକଚଣ୍ଡୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ମା ଗଡଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଶୋଭିତ । ଆଧ୍ୟାତ୍ମିକ ପରିବେଶରେ ଭକ୍ତମାନେ ମାଆଙ୍କ ଚରଣରେ ପ୍ରାର୍ଥନା … Read more

ପୂଜା ଆରମ୍ଭରୁ ଜାମ୍‌ରେ ଅଟକିଲା ଭୁବନେଶ୍ୱର, ସନ୍ଧ୍ୟାହେଲେ ରାଜଧାନୀର ପ୍ରମୁଖ ରାସ୍ତା ହେଉଛି ‘ଜାମ୍‌ସ୍ପଟ୍’

By -SUBHASMITA ସେପ୍ଟେମ୍ବର 29 2025 ଭୁବନେଶ୍ୱର: ଦୁର୍ଗା ପୂଜା ଆରମ୍ଭ ହୋଇଥିବା ସହିତେଇ ରାଜଧାନୀର ଟ୍ରାଫିକ ସମସ୍ୟା ଅସହ୍ୟ ହୋଇଯାଇଛି । ସନ୍ଧ୍ୟା ପଡିଲେ ପ୍ରମୁଖ ରାସ୍ତାଗୁଡ଼ିକ ଜାମ୍‌ରେ ପରିଣତ ହେଉଛି । ରସୁଲଗଡ଼, ସହିଦନଗର, ପୁରୁଣା ଷ୍ଟେସନ ବଜାର, ନୟାପଲ୍ଲୀ ପୂଜାମଣ୍ଡପ ଆସପାସରେ ଗାଡ଼ିର ଲମ୍ବା ଲାଇନ୍‌ରେ ଚାଳକମାନେ ଘଣ୍ଟା ଘଣ୍ଟା ଅଟକିରହୁଛନ୍ତି । ଯଦିଓ ପୂର୍ବରୁ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ନେଇ ଗାଇଡଲାଇନ୍‌ ଜାରି ହୋଇଥିଲା, କିନ୍ତୁ ଏବେର ପରିସ୍ଥିତିକୁ … Read more

ବିଜୟଙ୍କ ରାଲିରେ ଦଳାଚକଟା: ୩୯ ମୃତ, ପରିବାରଙ୍କ ଅସହାୟ ଆକୁଳାର୍ଥନା – “ମୋ ଭଉଣୀକୁ ଫେରେଇ ଦିଅ”

By -SUBHASMITA ସେପ୍ଟେମ୍ବର 29 2025 ଚେନ୍ନାଇ: ତାମିଲନାଡୁର କରୁରରେ ଅଭିନେତା-ନେତା ବିଜୟଙ୍କ TVK ରାଲି ଦଳାଚକଟାରେ ପରିଣତ ହୋଇ ୩୯ ଜଣଙ୍କ ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୦ ବର୍ଷିୟା ବୃନ୍ଦା ଥିଲେ, ଯିଏ ବିଜୟଙ୍କ ଦୃଢ ପ୍ରଶଂସକ । ସେ ତାଙ୍କ ୨ ବର୍ଷର ପୁଅକୁ ଭଉଣୀଙ୍କୁ ଛାଡ଼ି ରାଲିକୁ ଯାଇଥିଲେ, କିନ୍ତୁ ଫେରିଲେ ନାହିଁ । ବୃନ୍ଦାଙ୍କ ଭଉଣୀଙ୍କ ମାର୍ମିକ କଥା, “ଆମେ ଟଙ୍କା ଚାହୁଁନି, … Read more