ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌ ||

କୋରାପୁଟ : ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୬ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ୯ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ଟଙ୍କା ଜବତ ହୋଇଛି । … Read more

ଖୋଲିବ ୨ ନୂଆ OISF ବାଟାଲିୟନ୍, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ :

ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ୫୬ଟି ନୂଆ କୋର୍ଟ ଖୋଲିବ । ଏହାସହ ୮୪୦ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବ … Read more

ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ:

ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲ ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। ବିହାରରେ କ୍ଷମତା ହାସଲ କରିବା ପାଇଁ … Read more

ସଭ୍ୟ ସମାଜକୁ କଳଙ୍କିତ କରୁଛି ବଢୁଥିବା ନାରୀ ନିର୍ଯାତନା ||

ସହରର ଚାକଚକ୍ୟଠାରୁ ଆରମ୍ଭ କରି ଗାଁର ଶାନ୍ତ ପରିବେଶ ପର୍ଯ୍ୟନ୍ତ, ସବୁଠି ନାରୀଟିଏ ଆଜି ଭୟ ଓ ଆଶଙ୍କାରେ ବଞ୍ଚିବାକୁ ବାଧ୍ୟ । ଆଇନର ଶାସନ ଥିବା ଏକ ଗଣତାନ୍ତ୍ରିକ ଦେଶରେ ନାରୀର ସୁରକ୍ଷା ଆଜି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି! ଘରୁ ଗୋଡ଼ କାଢ଼ିଲେ ଅସୁରକ୍ଷିତ, ଘରେ ରହିଲେ ବି ନିର୍ଯାତିତ । ଏହା ହେଉଛି ଆଜିର ସମାଜରେ ନାରୀର କଠୋର ବାସ୍ତବତା । ଦିନକୁ ଦିନ ରାଜ୍ୟରେ ନାରୀଙ୍କ ପ୍ରତି ବଢିଚାଲିଥିବା ଅସଦାଚରଣ, … Read more

ପିଚୁ ହେବ ସବୁ ଗାଁ ରାସ୍ତା ||

ଭୁବନେଶ୍ଵର: ଗାଁ ଗଣ୍ଡା ► ରାସ୍ତାର ବିକାଶ ହେବ । ପଞ୍ଚାୟତ, ବ୍ଳକକୁ ସଂଯୋଗ କରୁଥିବା ରାସ୍ତାକୁ ପିଚୁ କରାଯିବ। ଯେଉଁ ରାସ୍ତାଗୁଡ଼ିକ ପିଚୁ ହୋଇନଥିବ ତୁରନ୍ତ ଭିନ୍ନତୀକରଣ କାମ ଆରମ୍ଭ ହେବ। ଏଥିପାଇଁ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀକୁ ଦୁଇଟି ଅର୍ଥିକ ବର୍ଷ ପାଇଁ ୨ କୋଟି ଲେଖାଏଁ ଅନୁମୋବନ କରିଛନ୍ତି ସରକାର। ଗ୍ରାମଞ୍ଚଳରେ ଥିବା ୧୪୨ଟି ନିର୍ବାଚନମଣ୍ଡଳୀକୁ ଏ ସ୍ୱତନ୍ତ୍ର ପାଣ୍ଠି ମିଳିବ। ପ୍ରଥମ ବର୍ଷ ପାଣ୍ଠିରେ ୨୦ଟି ରାସ୍ତାର ନବାକରଣ କରାଯିବ। ରାସ୍ତା ନବୀକରଣ … Read more

ଅଙ୍ଗଦାନ ଅଟେ ମହତ ଦାନ ||

ଅଙ୍ଗଦାନ କରି ମହାନ ହୋଇଗଲେ ସୌମ୍ୟ କିମ୍‍ସରେ ଓଡ଼ିଶାର ପ୍ରଥମ ସଫଳ ବହୁଅଙ୍ଗ ପ୍ରତିରୋପଣ ସଫଳ ହେଇଛି !କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ (କିମ୍‍ସ)ରେ ପ୍ରଥମଥର ପାଇଁ ବହୁଅଙ୍ଗ ପ୍ରତିରୋପଣ ସଫଳତାର ସହ କରାଯାଇଛି। ନୟାଗଡ଼ର ୩୭ ବର୍ଷ ବୟସ୍କ ସୌମ୍ୟ ରଞ୍ଜନ ବେହେରାଙ୍କ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ କିମ୍‍ସରେ ଭର୍ତ୍ତି କରାଯାଇଥିଲା।

କଲେଜ କୋଠାରେ ଖସିଲା ବିମାନ ||

ବାଂଲାଦେଶ ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ରାଜଧାନୀ କାଳରେ ପୂବା କୋଠା ଉପରେ ଖସିପଡ଼ିଛି। ସେଇ ସମୟରେ କ୍ଲାସ ଚାଲୁଥିଲା ଏବଂ ଶତାଧିକ ପିଲା ଉପସ୍ଥିତ ଥିଲେ ! ପ୍ଲେନ ଟି ବିଦ୍ୟାଳୟର କୋଠା ଉପରେ ପଡିଗଲା ଏବଂ ନିଆଁ ଓ ଧୂଆଁ ବହୁ ଉଚ୍ଚକୁ ଉଠିଯାଉଥିଲା ! ନିଆଁ ଓ ଧୂଆଁ ର ଉଚ୍ଚତା ଅଧିକ ଥିବାରୁ ନିଆଁ କୁ ଆୟତ କରିବା ସମ୍ଭବ ହେଲାଣି!ସୂଚନା ଅନୁସାରେ ଏହି ଭୟାବହ ଦୁର୍ଘଟଣାରେ ଅନ୍ୟୁନ ୨୦ … Read more

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ:

ଯାଜପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ହକି ଷ୍ଟାଡିୟମର କ୍ରୀଡ଼ା କୋଚ ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀ ଦ୍ଵାରା ଅସଦାଚରଣ ଓ ଦୁଷ୍କର୍ମ ହୋଇଥିବା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ହକି କୋଚ ଓ ସହଯୋଗୀ ରାସ୍ତାରୁ ଉଠାଇ ନେଇ ଲଜରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ୩ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ଛାତ୍ରୀ ଜଣକ ୨ବର୍ଷ … Read more

ଲାଞ୍ଚ ନେଇ ଧରା ପଡିଲେ Chanda Koch

ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର୍‌ ଦୋଷୀ ସାବ୍ୟସ୍ତ | ୬୪ କୋଟି ଟଙ୍କା ଲାଞ୍ଚ ନେବାର ହୋଇଥିଲା ଅଭିଯୋଗନୂଆଦିଲ୍ଲୀ: ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ। ଭିଡିଓକନ୍ କମ୍ପାନୀକୁ ୩୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବା ପାଇଁ ତାଙ୍କ ଉପରେ ୬୪ କୋଟି ଟଙ୍କା ଲାଞ୍ଚ ନେବାର ଅଭିଯୋଗ ଥିଲା। ଏଥିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆପିଲେଟ୍ ଟ୍ରିବ୍ୟୁନାଲ୍। ରିପୋର୍ଟ ଅନୁଯାୟୀ, ୩ ଜୁଲାଇରେ ଦିଆଯାଇଥିବା ଆଦେଶରେ, … Read more

ଉପରାଷ୍ଟ୍ରପତି ଧନଖଡ଼ଙ୍କ ଇସ୍ତଫା :

ନୂଆଦିଲ୍ଲୀ, ୨୧୭(ଜଗଦୀପ ଧନଖଡ଼ (୭୪) ସୋମବାର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ପଦ ଛାଡ଼ିଥିବା କଥା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଧନଖଡ଼ ଲେଖୁଛନ୍ତି ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏବଂ ଡାକ୍ତରଙ୍କ ପରାମର୍ଶକୁ ପାଳନ କରି ସେ ଏହି ନିଷ୍କତି ନେଇଛନ୍ତି ! ଏବଂ ଦେଶର ମହାନ ଗଣତନ୍ତ୍ର ରେ ଉପରାଷ୍ଟ୍ରପତି ଭଳି ପଦ ପାଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି! ନିଜ କାର୍ଯ୍ୟକାଳରେ ବହୁତ କିଛି … Read more