୧୩ରେ ଲଘୁଚାପ, ଆସନ୍ତାକାଲି ଠୁଁ ପ୍ରବଳ ବର୍ଷିବ ||

ଭୁବନେଶ୍ୱର : ୧୩ରେ ଲଘୁଚାପ। ତିନି ଦିନ ପ୍ରବଳ ବର୍ଷିବ। ଉତ୍ତର ପଶ୍ଚିମ ଓ ସଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇଯିବ ।ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ … Read more

ବେପାର ‘ନୋ ପାର୍କିଂ’ରେ ଗାଡ଼ି :

ଭୁବନେଶ୍ବର: ସୂଚନା ଫଳକରେ ଲେଖାଯାଇଛି ‘ନୋ ଭେଣ୍ଡିଂ ଜୋନ୍‌’ ଓ ‘ନୋ ପାର୍କିଂ’। ଅର୍ଥାତ୍ ସେହିଜାଗାରେ ବେପାର କରିବା ଓ ଗାଡ଼ି ରଖିବା ମନା। କିନ୍ତୁ ମାନୁଛି କିଏ! ବିଏମ୍‌ସି କର୍ତ୍ତୃପକ୍ଷ ଲେଖିଦେଲେ, ଗଲେ। ଅମାନିଆ ବେପାରୀ ‌ପସରା ଖୋଲି ବସିଲେ ଏବଂ ବାଇକ୍‌ ଆରୋହୀ ଓ ଗାଡ଼ିଚାଳକ ଖାଲି ଜାଗା ଦେଖି ଗାଡ଼ି ଥୋଇଲେ। ‌ତେଣିକି ବିଏମ୍‌ସି ଯେଉଁ ମହତ ଉଦ୍ଦେଶ୍ୟ ପାଇଁ ସୂଚନା ଫଳକ ଲଗାଇଛି, ତାହା ପୂରଣ ହେଲେ କେତେ ନ ହେଲେ, … Read more

ପୁଣି ଫେରିଲା ଓଡ଼ିଆ :

ପୁଣି ଫେରିଲା ଓଡ଼ିଆରେ ନାମଫଳକ ପ୍ରସ. ନଗନ ଉନ୍ନୟନ ପ୍ରମୁଖ ସଚିବ ଦେଲେ ନିର୍ଦ୍ଦେଶ, ଓଡ଼ିଆରେ ନାମଫଳକ ନଲେଖିଲେ ନିୟାଯିବ କାର୍ଯ୍ୟାନୁଷ୍ଠାନ !ମୁଖ୍ୟ ସଚିବଙ୍କ ପରେ ନଗର ଉନ୍ନୟନ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅନୁଗର୍ଗ । ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ମହାନଗର ନିଗମର କମିସନର, ମ୍ୟୁନିସିପାଲଟି, ଏନଏସିର କାର୍ଯ୍ୟନିର୍ବାହୀ … Read more

ଖୁବ୍‌ଶ୍ରୀଘ ହେବ ମହାପ୍ରସାଦ ରେଟ୍‌ ଚାଟ୍‌ :

ପୁରୀ : ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍‌ ଚାଟ୍‌ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ବୈଠକ ହୋଇଥିଲା।ଡଃ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି … Read more

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟ

ଇଂଲଣ୍ଡ ସହ ସିରିଜ ବରାବର | ଲଣ୍ଡନର ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ୫ମ ଟେଷ୍ଟ । ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଏ ଥିଲା ଶେଷ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ସିରିଜରେ ୨-୧ରେ ଆଗୁଆ ଥିଲା । ଆଉ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟରେ ଥିଲା ।ଜବରଦସ୍ତ, ଚମତ୍କାର, ଶାନଦାର୍ । ଏ ସବୁ ଶବ୍ଦ ଆଜି ଟିମ୍ ଇଣ୍ଡିଆ ପାଇଁ କମ୍ ପଡ଼ିଯିବ । … Read more

ଜଳିଗଲା ମୀନାବଜାର :

ରାଉରକେଲା: ଆଜି ଭୋର ପ୍ରାୟ ଚାରିଟାରେ ଝିରପାଣି ଥାନା ନିକଟରେ ଲାଗିଥିବା ମୀନାବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି l ସ୍କୁଟି ଓ ଅନ୍ୟ ଗାଡ଼ି ମଧ୍ୟ ଜଳି ଯାଇଛି l ଦୋକାନ ଭିତରେ ଶୋଇଥିବା କିଛି ବ୍ୟବସାୟୀ ବର୍ତ୍ତି ଯାଇଛନ୍ତି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି lମେଳାରେ ରାମଦୋଳି ସହ ବିଭିନ୍ନ ପ୍ରକାର ପ୍ରାୟ … Read more

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ବ୍ୟାଙ୍କକରୁ ଆସୁଥିଲା । ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।ସେହିପରି ଗତକିଛି ତତେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ । ବ୍ୟାଙ୍କରୁ ଭୁବନେଶ୍ୱର ଆସୁଥିଲେ ଜଣେ … Read more

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା ବର୍ଷା । ସନ୍ତସନ୍ତିଆ ପରିବେଶ । ପାହାଡ଼ ଓ ଜଙ୍ଗଲ ଭିତରେ ବାଜି ଲାଗିଛି ସେମାନଙ୍କ ଜୀବନ । ପାଦେପାଦେ ରହିଛି ବିପଦ । ଗୋଟିଏ ପଟେ ହିଂସ୍ର ଜନ୍ତୁ, ଅନ୍ୟପଟେ ସରୀସୃପଙ୍କ ଭୟ । ଏଭଳି ନିଛାଟିଆ ଜଙ୍ଗଲିଆ ପରିବେଶକୁ ସେମାନେ ଆପଣାଇବାକୁ ବାଧ୍ୟ ହୋଇଛନ୍ତି । … Read more

କାହିଁକି ଗର୍ଜିଲେ ମିଶନ ଶକ୍ତି ସଦସ୍ୟା :

ଭୁବନେଶ୍ବର : ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଅଲ ଓଡ଼ିଶା ସିଆରପି-ସିଏମ ସଂଘ । ଏଥିରେ ଶହ ଶହ ମହିଳା କର୍ମଚାରୀ ସାମିଲ ହୋଇଛନ୍ତି । ସିଆରପି-ସିଏମଙ୍କ ଇନସେନଟିଭ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା କରାଯାଉ … Read more

ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :

ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ ପାକାଇଛି ଆମେରିକା କିନ୍ତୁ ଏହି ଚାପକୁ ଖାତିର୍‌କରିନି ଭାରତ । ଏହା କହିବାର ଅର୍ଥ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ଲଗାଇବାର ଧମକ କୌଣସି ନୂଆ … Read more