ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ଭାରତକୁ ଧମକ :

ଅପରେସନ ସିନ୍ଦୂର ପରେ ପାକିସ୍ଥାନ ନିଜର ଆତ୍ମ ନିୟନ୍ତ୍ରଣ ହରାଇ ଭାରତ ଉପରେ ବିଭିନ୍ନ ସମୟରେ ଆକ୍ରମଣ କରିବା ପାଇଁ ଧମକ ଦେଉଛି l ପ୍ରଥମେ ପାକିସ୍ଥାନ ସେନାଧ୍ୟକ୍ଷ ଅସୀମ ମୁନିର ଆମେରିକାରେ ରହି ଭାରତ ବିରୁଦ୍ଧରେ ପରମାଣୁ ଆକ୍ରମଣର ଧମକ ଦେବାର କିଛି ସମୟ ପରେ ପୂର୍ବତନ ମନ୍ତ୍ରୀ ବିଲାୱଲ୍ ଭୁଟୋ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଲେ ଭାରତ ପାକିସ୍ଥାନ ଯୁଦ୍ଧ ହେବ ବୋଲି ଖୋଲା ଚେତାବନୀ ଦେଇଥିଲେ l ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ … Read more

ଇଣ୍ଡି ମେଣ୍ଟର ନୂଆ ବିତଣ୍ଡା :

By Social Talk TeamPublished 14.08.2025 ବାରଣାସୀ ୧୪.୦୮.୨୫ ନିକଟରେ ଭୋଟ ଚୋରି ଅଭିଯୋଗ ଆଣିଥିବା କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ଏବେ ନୂଆ ବିତଣ୍ଡା ଆରମ୍ଭ କରିଛି l ବିଶ୍ୱର ସର୍ବାଧିକ ଲୋକ ପ୍ରିୟ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀଠାରେ କିଛି ଅଦ୍ଭୁତ କାଣ୍ଡ କରିଛନ୍ତି ଏହି ଇଣ୍ଡି ମେଣ୍ଟର ସଦସ୍ୟମାନେ l ସାଧାରଣତଃ କୌଣସି ଜନପ୍ରତିନିଧି ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ତାଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱାରା ବିଜୟୀ … Read more

ବିବାଦ ମଧ୍ୟରେ ମୋଦୀ କରିବେ ଗସ୍ତ :

ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଦୈନିକ ନୂଆ ନୂଆ ବୟାନ ଦେବା ସହ ଭାରତର ଆମଦାନୀ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପାଇଁ କହିବା ସତ୍ତ୍ୱେ ଭାରତ ଏହାର ନୀତିରୁ ଓହରି ନାହିଁ l ଏହିକ୍ରମରେ ଆସନ୍ତା ସେପ୍ଟେମ୍ବର ମାସରେ ଜାତିସଂଘ ସାଧାରଣ ପରିଷଦ ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିବା ନେଇ ସୂଚନା ମିଳିଛି l ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ପରିଷଦ ପକ୍ଷରୁ ୮୦ତମ ଅଧିବେଶନରେ … Read more

ନୂଆ ରୂପରେ ଆସୁଛି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ :

କମିଟି କରିବ ଅନୁଧ୍ୟାନBy – subhasmita Aug 14 2025ଭୁବନେଶ୍ବର୧୪.୦୮.୨୫ ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପକୁ ନୂଆ ଡିଜାଇନ୍‌ରେ ଗଢ଼ାଯିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର l ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଦେଇ କହିଛନ୍ତି ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ପ୍ରସ୍ତାବ ରୂପେ ପଠାଯିବ ଏବଂ ଏହାପରେ ପ୍ରକଳ୍ପ ନିମନ୍ତେ ଏକ ନୂଆ କମିଟି ଗଠନ ହେବା ସହ ସେମାନେ … Read more

ପରିକ୍ରମା ପ୍ରକଳ୍ପରେ ଧମକପୂର୍ଣ୍ଣ ଆତଙ୍କବାଦୀ ବାର୍ତ୍ତା:

ମନ୍ଦିର ଭାଙ୍ଗିବେ’ ବୋଲି ଚାଲିଛି ଧମକ — ପ୍ରଶାସନ ସଚେତନBy subhasmita Aug 13 2025 ଭୁବନେଶ୍ୱର: ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ଏକ ଧମକପୂର୍ଣ୍ଣ ଆତଙ୍କବାଦୀ ବାର୍ତ୍ତା ମିଳିଛି, ଯେଉଁଥିରେ ମନ୍ଦିର ଭାଙ୍ଗିବା ସହିତ ହିଂସାକାଣ୍ଡ ଘଟାଇବାର ଆଶଙ୍କା ବ୍ୟକ୍ତ କରାଯାଇଛି । ଏହି ବାର୍ତ୍ତା ପରିକ୍ରମା ପ୍ରକଳ୍ପର ପଥର କାନ୍ଥରେ ଛପାଯାଇଛି ଓ ସୁରକ୍ଷା କର୍ମୀମାନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରାଯାଇଛି ।ଫୋନ୍ ନମ୍ବର ସହିତ ଏହି ଧମକର ସୂଚନା ପ୍ରଶାସନକୁ ମେଳିଛି । ଏହି ବିଷୟରେ … Read more

ଏଣିକି ବାହାରେ ବୁଲିବେନି ବୁଲା କୁକୁର :

ବୁଲା କୁକୁରଙ୍କ ଆତଙ୍କରୁ ମିଳିବ ମୁକ୍ତି, ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ‘ଆତଙ୍କ’କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ନୋଏଡା-ଗାଜିଆବାଦ ସମେତ ସମଗ୍ର ଏନସିଆରରେ କୁକୁରମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ, ଏମସିଡି ଏବଂ ଏନଡିଏମସିକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ସୁପ୍ରିମକୋର୍ଟ କହିଛନ୍ତି ଯେ, ସମସ୍ତ ବୁଲା କୁକୁରଙ୍କୁ ତୁରନ୍ତ ଉଠାଇ ସୁରକ୍ଷିତ … Read more

କାହିଁକି ରାଗିଗଲେ ମୁଖ୍ୟମନ୍ତ୍ରୀ :

ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ । ଆତ୍ମହତ୍ୟା ପରି କଥା ପାଟିରେ ନଧରିବାକୁ ତାଗିଦ୍ କଲେ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ । ଅଭିଯୋଗ ପ୍ରକୋଷ୍ଠରେ ନିଜ ଦୁଃଖ ଶୁଣାଇବାକୁ ପହଞ୍ଚିଥିଲେ ପୂର୍ତ୍ତ ବିଭାଗରେ ୪୦ ବର୍ଷ ଧରି ପିଅନ କାମ କରୁଥିବା ଜଗବନ୍ଧୁ । ହାତ ଟେକା ଦରମାରେ ବର୍ଷ ବର୍ଷ ଧରି କାମ କରିଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସ୍ଥାୟୀ ଚାକିରି ହୋଇପାରିଲା ନାହିଁ । ଆଜି … Read more

ଏଥର ଜଗିବ Ai ||

ସଚିବସ୍ତରୀୟ ବୈଠକ;୧୦ଟି ଦିଗ ଉପରେ ଫୋକସ୍ କରିବାକୁ ନିର୍ଦ୍ଦେଶ : ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ । ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଳା … Read more

ପେଟ୍ରୋଲ ରେ ଜଳିଲେ ଆଉ ଏକ ନାବାଳିକା :

ଆତ୍ମହତ୍ୟା ଉଦ୍ୟମ , : କାରଣ ଅସ୍ପଷ୍ଟବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଛି।ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା … Read more

ଅଭିଯୁକ୍ତ ପ୍ରମୋଦକୁ ଆଜି ରିମାଣ୍ଡରେ ଆଣିପାରେ ପୋଲିସ :

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପ୍ରମୋଦକୁ ରିମାଣ୍ଡରେ ଆଣିପାରେ ପୋଲିସ । ଗତକାଲି ଡାକ୍ତରୀ ମାଇନା ପରେ କୋର୍ଟ ହାଜର କରିଥିଲା ପଟ୍ଟାମୁଣ୍ଡାଇ ପୋଲିସ । ଗିରଫ ଅଭିଯୁକ୍ତ ବୟ ଫ୍ରେଣ୍ଡ ପ୍ରମୋଦ ବେହେରା ମୋବାଇଲରୁ ମିଳିଛି ୫୦ ରୁ ଅଧିକ ଅଶ୍ଳୀଳ ଭଡିଓ ।ଜୁଲାଇ ୧୭ରେ ପୀଡ଼ିତାର ବାପାଙ୍କ ପାଖକୁ ସେ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା । ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ … Read more