ନୂଆଖାଇ:

କୃଷକ ସଂସ୍କୃତିର ପର୍ବ, ଓଡ଼ିଆ ସମାଜର ଗର୍ବ By -SUBHASMITA Aug 26 -2025 ଓଡ଼ିଶାର ସଂସ୍କୃତିରେ “ନୂଆଖାଇ” ପର୍ବର ଅଲଗା ସ୍ଥାନ ରହିଛି। ଏହା କେବଳ ଧାର୍ମିକ କିମ୍ବା ପାରମ୍ପରିକ ଆଚାର–ବିଚାରର ପର୍ବ ନୁହେଁ, ବରଂ ଏହା କୃଷକଙ୍କ ଅସ୍ତିତ୍ୱ, ଖେତରେ ଲାଗିଥିବା ପରିଶ୍ରମର ଫଳ, ଓଡ଼ିଆ ସମାଜର ସାମୁଦାୟିକ ସମ୍ବନ୍ଧର ପ୍ରତୀକ। ପର୍ବର ଅର୍ଥ “ନୂଆଖାଇ” ଶବ୍ଦଟି “ନୂଆ” (ନୂତନ) ଓ “ଖାଇ” (ଭୋଜନ) ମିଶିତିଆରି। ଅର୍ଥାତ୍, ନୂଆ ଧାନର ନୂଆ ଚାଉଳ ପ୍ରଥମେ … Read more

ଚାପ ବଢିଲେ ମଧ୍ୟ ଶକ୍ତି ବଢାଇବୁ :

ଟ୍ରମ୍ପ ତାରିଫ ବିଷୟରେ ମୋଦୀଙ୍କ ସ୍ପଷ୍ଟ ବୟାନ” By – SUBHASMITA Aug 26 2025 ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ଆୟୋଜିତ ଏକ ବିଶାଳ ସଭାରେ ୫୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ସଭାରେ ସେ ଯୁକ୍ତରାଷ୍ଟ୍ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତାରିଫ (ଶୁଳ୍କ) ନୀତିକୁ ଉଲ୍ଲେଖ କରି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଥିଲେ – “ବିଶ୍ୱରେ ଆଜି ଆର୍ଥିକ … Read more

ସୁଧୁରୁନି ରାସ୍ତା ସମସ୍ୟା :

୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ By -SUBHASMITA Aug 26 2025 କାମାକ୍ଷାନଗର: ପୁଣି ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ । ମହାବିରୋଡ଼ ଥାନା ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପାକଟମୁଣ୍ଡା ଗାଁ ଢ଼ିପସାହିର ସିଧ ମୁଣ୍ଡା ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ଚିକିତ୍ସା ପାଇଁ ସିଧ ମୁଣ୍ଡାଙ୍କୁ ମେଡିକାଲ … Read more

ଆଜିର ରାଶିଫଳ :

By -SUBHASMITA Aug 26 2025 ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ:ଆଜି ନିଜର … Read more

Dasharathpur: Flood in Kani River, 100-Foot Crater Forms Near Ahiyas Dargah

ଯାଜପୁର: ଦଶରଥପୁର ବ୍ଲକର ବୈତରଣୀ ନଦୀର ଶାଖା କାଣୀରେ ଷଷ୍ଠ ବନ୍ୟା ଆସିବା ପରେ, କସପା ପଞ୍ଚାୟତସ୍ଥ ଅହିୟାସ ଦରଘା (ପିର ମନ୍ଦିର) ନିକଟରେ ଶହେ ଫୁଟର ଏକ ଘାଇ ସୃଷ୍ଟି ହୋଇଛି ବନ୍ୟା ଜଳ ଗାଁକୁ ପ୍ରବେଶ କରିବା ସହିତ, ଅହିୟାସ ବଜାର ବୁଡ଼ି ଏବଂ ମଲିକାପୁର, କସପା ପଂଚାୟତର ୬ଟି ଗାଁ ମଧ୍ୟ ଜଳବନ୍ଦୀ ହୋଇଛି । ବୈତରଣୀ ନଦୀର ପାଣି ସ୍ତର ୯.୫୨ ମିଟର ଥିବା ସଂକେତ ରେ, ବର୍ତମାନ ୧୨.୧୦ ମିଟରକୁ … Read more

Horoscope

ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ … Read more

ଶ୍ରେଣୀକକ୍ଷରେ ବନ୍ଦ ହୋଇ ରାତି କାଟିଲା ଦ୍ୱିତୀୟ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷକ ନିଲମ୍ବିତ

By-SUBHASMITA Aug 23 2025 କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ ଆମ୍ବଡ଼ହରା ଗ୍ରାମରେ ଏକ ଅବହେଳାମୂଳକ ଘଟଣାଟି ଘଟିଛି! ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ୟଚକିତ କରିଛି ଘଟଣାଟି! ସ୍କୁଲ ଛୁଟି ପରେ ଶ୍ରେଣୀକକ୍ଷରେ ରହିଯାଇଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ରୀକୁ ଶିକ୍ଷକମାନେ ଧ୍ୟାନ ନଦେଇ କକ୍ଷକୁ ତାଲା ପକାଇଥିଲେ। ଫଳରେ, କୁନିଛାତ୍ରୀଜଣକ ଅନ୍ଧାରରେ ରାତିସାରା ବନ୍ଦ କକ୍ଷରେ ରହିଥିଲେ। ବାହାରିବାକୁ ବାହାରିବାକୁ ଉଦ୍ୟମ କରିବା ସମୟରେ ସେ ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଦ୍ଦୈବବଶତଃ ଝରକା ରେଲିଂରେ ମୁଣ୍ଡ … Read more

କେନ୍ଦ୍ର ଆଣିଲା ୪ ନୂତନ ନଦୀ କ୍ରୁଜ ସର୍କିଟ: “Cruise Bharat Mission” ରେ ଓଡିଶାର ପର୍ୟଟନ ପାଇଁ ନୂଆ ନିୟମ :

By – SUBHASMITA Aug 21 2025 ଭୁବନେଶ୍ୱର, ଅଗଷ୍ଟ 20:Cruise Bharat Mission ଅଧୀନରେ କେନ୍ଦ୍ର ସରକାର ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଉନ୍ନତ କରିବା ପାଇଁ ଇତିହାସିକ ଚଷ୍ଟା ଆରମ୍ଭ କରିଛି। ଏହାର ଅନ୍ତର୍ଗତ ରାଜ୍ୟରେ ୪ଟି ନଦୀ ଫ୍ରେମ୍‌ୱାର୍କ ସର୍କିଟ ବିକଶିତ କରାଯିବ ସେଥିରେ:ଭିତରକନିକା (NW-14): ସ୍ଥାନିକ ଜଳାଶୟ ଓ ଜଙ୍ଗଲ ନିଖାଦ ସୌନ୍ଦର୍ଯ୍ୟର ଦଳିୟ କ୍ରୁଜ।ଜୋବ୍ରା (NW-64): ମହାନଦୀର ହୃଦୟରେ ସଂସ୍କୃତିକ ଓ ଐତିହ୍ୟ ଶ୍ରେଣୀର ଯାତ୍ରା।ଲଳିତଗିରି-ଉଦୟଗିରି-ରତ୍ନଗିରି (NW-22): ବୌଦ୍ଧ “ଡାୟମଣ୍ଡ ଟ୍ରାଏଙ୍ଗଲ” … Read more

ଅନ୍ତର୍ଜାତୀୟ ଛେଳି ଦିବସରେ ଗଞ୍ଜାମ ଛେଳି ପାଇଲା ଜାତୀୟ ମାନ୍ୟତା, ରାଇଘର-ଘୁମୁସର ପ୍ରଜାତି ଅପେକ୍ଷାରେ

By- SUBHASMITA Aug 21 2025ଭୁବନେଶ୍ୱର: ଓଡ଼ିଶାର ଗଞ୍ଜାମ ଛେଳିକୁ ଜାତୀୟ ମାନ୍ୟତା ମିଳିଛି, ଯାହା ଦେଶୀ ପ୍ରଜାତିରେ ଏକ ଅନ୍ୟତମ ସ୍ଥାନ ଧରିଛି। ରାଇଘର ଓ ଘୁମୁସର ପ୍ରଜାତି ଛେଳି ଉପରେ ଗବେଷଣା ହେଉଛି, ତଥାପି ଏହି ଦୁଇ ପ୍ରଜାତିକୁ ମାନ୍ୟତା ମିଳିବାରେ ବିଳମ୍ବ ହେଉଛି।୨୦୦୧ ମସିହାରେ ଆରମ୍ଭ ହୋଇଥିବା ଗଞ୍ଜାମ ଛେଳି ପ୍ରକଳ୍ପରୁ ଜଣାପଡ଼ିଛି ଯେ, ଏହି ପ୍ରଜାତି ସବୁ ପାଣିପାଗରେ ସହଜରେ ଖାପ ଖାଇପାରିବା ସହ ଦ୍ୱୈତ ଶାବକ ଜନ୍ମ ଦେଇପାରିବ। ଏହି … Read more

ଭୁବନେଶ୍ୱରରେ ହାଇସ୍ପିଡ୍‌ ବୁଲେଟ୍‌ ଦୁର୍ଘଟଣା; ୨ ଯୁବକଙ୍କ ମୃତ୍ୟୁ

By -SUBHASMITA Aug 21 2025ଭୁବନେଶ୍ୱର,୨୧ ଅଗଷ୍ଟ ୨୦୨୫:ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ଚଳାଉଥିବା ବୁଲେଟ୍‌ ମୋଟରସାଇକେଲ୍‌ ଭୟାବହ ଦୁର୍ଘଟଣାରେ ପଡ଼ି, ୨ ଯୁବକଙ୍କ ଜୀବନ ହରାଇଛନ୍ତି।ଘଟଣା ଗତରାତିରେ ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍‌ ମଧ୍ୟରେ କେ.ଭି.-୨ ପାଖରେ ଘଟିଛି। ବୁଲେଟ୍‌ର ବେଗ ଅଧିକ ଥିବାରୁ ହଠାତ୍ ସ୍ପିଡ୍‌ ବ୍ରେକର ଆସିଯିବା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ପ୍ରଥମେ ଇଲେକ୍ଟ୍ରିକ୍‌ ପୋଲ, ପରେ ଗଛ ଓ ପାର୍କିଂ ଥିବା କାର୍‌କୁ ଧକ୍କା ମାରିଥିଲା।ଦୁର୍ଘଟଣା ସ୍ଥଳରେ ହିଁ ଦେବୀ … Read more