ଆଇଫୋନ୍-୧୭ର କ୍ରେଜ୍‌:

By -SUBHASMITA ସେପ୍ଟେମ୍ବର 19 2025 ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଆଇଫୋନ୍-୧୭ ଅବଶେଷରେ ଲଞ୍ଚ ହେବା ସହିତ ଯୁବପିଢିଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଲା । ଗତ ୬ ମାସ ଧରି ଅପେକ୍ଷା କରୁଥିବା ଆଇଫୋନ୍ ପ୍ରେମୀମାନେ ରାତି ଅଧରୁ ମଲ୍‌ ଆଗରେ ଲମ୍ବା ଧାଡ଼ି ଲଗାଇ ଥିଲେ । ଦିଲ୍ଲୀ ଓ ମୁମ୍ବାଇରେ ସୋରୁମ ଆଗରେ ଯୁବକ-ଯୁବତୀମାନେ ବ୍ୟାଗ ଓ ଖାଦ୍ୟ ସାମଗ୍ରୀ ନେଇ ସାରା ରାତି ଅପେକ୍ଷା କରିଥିଲେ । ସକାଳେ ଦ୍ୱାର ଖୋଲିବା … Read more

ଧୀରେ ଧୀରେ ସୁସ୍ଥତାର ପଥେ ଅଭିଜିତ୍ ମଜୁମଦାର, ଭେଣ୍ଟିଲେଟର୍‌ରୁ ବାହାରି ICU ବେଡ୍‌ରେ ଚିକିତ୍ସା ଜାରି :

By -SUBHASMITA ସେପ୍ଟେମ୍ବର 19 2025 ଭୁବନେଶ୍ୱର : ସଙ୍ଗୀତଜଗତର ‘ମେଲୋଡି କିଙ୍ଗ୍’ ଅଭିଜିତ୍ ମଜୁମଦାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଖୁସିର ଖବର ଆସିଛି। କିଛିଦିନ ଧରି ଭେଣ୍ଟିଲେଟର୍‌ରେ ରହିଥିବା ଅଭିଜିତ୍‌ଙ୍କୁ ଏବେ ଭେଣ୍ଟିଲେଟର୍‌ରୁ ବାହାର କରାଯାଇଛି। ଏମ୍ସ ଭୁବନେଶ୍ୱରର ICU ବେଡ୍‌ରେ ତାଙ୍କ ଚିକିତ୍ସା ଜାରି ରହିଛି। ଡାକ୍ତରୀ ସୂଚନା ଅନୁସାରେ, ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବତନ ସଙ୍କଟାପନ୍ନ ପରିସ୍ଥିତିରୁ ବର୍ତ୍ତମାନ ଧୀରେ ଧୀରେ ସୁଧାର ଆସୁଛି। ସୋଡିୟମ୍‌ ଲେଭେଲ କମିଯାଇଥିବାରୁ ପ୍ରଥମେ ସେ କଟକର ଏକ ବେସରକାରୀ … Read more

ବିଧାନସଭା ମୌସୁମୀ ଅଧିବେଶନରେ ରାଜନୀତିକ ତୁଫାନ : କଂଗ୍ରେସ ଅନାସ୍ଥା, ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ :

By -SUBHASMITA ସେପ୍ଟେମ୍ବର 19 2025 ଭୁବନେଶ୍ୱର, ସେପ୍ଟେମ୍ବର ୧୯ : ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଦାଖଲ କରିଥିଲା। ୧୪ଜଣ କଂଗ୍ରେସ ବିଧାୟକ ଓ ଜଣେ ସିପିଆଇ(ଏମ୍‌) ବିଧାୟକ ଏଥିରେ ସହି କରିଛନ୍ତି। ସଂଖ୍ୟାରେ ପ୍ରସ୍ତାବ ପାସ୍‌ ହେବାର ସମ୍ଭାବନା କମ୍‌, ତଥାପି ଏହି ନୋଟିସ୍‌ ରାଜ୍ୟରେ ରାଜନୀତିକ ଚର୍ଚ୍ଚାକୁ ତିବ୍ର କରିଦେଇଛି। ବିଜେଡିର ଦ୍ବନ୍ଦ୍ବ ଅନାସ୍ଥାକୁ ନେଇ ବିଜେଡି ସ୍ପଷ୍ଟ … Read more

ସୁନା-ରୁପା ମୂଲ୍ୟରେ ହ୍ରାସ: କିଣିବା ପୂର୍ବରୁ ଦେଖନ୍ତୁ ଆଜିର ଦାମ

By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, 18 ସେପ୍ଟେମ୍ବର 2025 – ଆଜି ସୁନା ଓ ରୁପାର ଦରରେ ସାମନ୍ୟ ପରିବର୍ତ୍ତନ ହୋଇଛି। ଗହଣା କିଣିବା ପୂର୍ବରୁ ନଜର ପକାଇଲେ, ସହର ଅନୁସାରେ ମୂଲ୍ୟରେ କିଛି ତଫାତ ଦେଖିବେ। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା 10 ଗ୍ରାମ ପିଛା ₹1,11,170 ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ₹1,01,900 ରହିଛି। ଭୁବନେଶ୍ୱର: ୨୪ କ୍ୟାରେଟ – ₹1,11,170, ୨୨ କ୍ୟାରେଟ – … Read more

୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ, ବିଶ୍ୱ ରେକର୍ଡ ସୃଷ୍ଟି କଲା ଓଡିଶା

By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, ୧୮/୯: ପରିବେଶ ସୁରକ୍ଷା ଓ ସବୁଜ Odisha ଗଠନରେ ଇତିହାସ ଗଢିଲା ରାଜ୍ୟ । “ଏକ ପେଡ୍‌ ମା କେ ନାମ” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ବୁଧବାର ମାତ୍ର ୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ କରି ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ‌ରେ ନାମ ଲେଖାଇଲା ଓଡିଶା । ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆୟୋଜିତ ହୋଇଥିଲା । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ୭୫ … Read more

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ :

୩୦ ପ୍ଲାଟୁନ୍ ପୁଲିସ୍ ମୁତୟନ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା By – SUBHASMITA ସେପ୍ଟେମ୍ବର 17 2025 ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନକୁ ସୁଚାରୁ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁଲିସ୍ ଡିଜି ସ୍ୱୟଂ ସୁରକ୍ଷା ପ୍ରସ୍ତୁତିର ଯାଞ୍ଚ କରିଛନ୍ତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ୍‌କୁ ମୁତୟନ କରାଯାଇଛି । ସହିତେ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, … Read more

ବାରବାଟୀରେ ଫଟାଫଟ୍ ଧମାକା:

ବୁଧବାରଠୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍ By-SUBHASMITA ସେପ୍ଟେମ୍ବର 16 2025 କଟକ, ୧୬ ସେପ୍ଟେମ୍ବର: ବାରବାଟୀ ଷ୍ଟାଡିୟମ୍ ପୁଣିଥରେ କ୍ରିକେଟ୍‌ରେ ଦୁଲିବାକୁ ପ୍ରସ୍ତୁତ। ଆସନ୍ତା ବୁଧବାର (୧୭ ସେପ୍ଟେମ୍ବର)ଠାରୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍, ଯେଉଁଥିରେ ରାଜ୍ୟର ୬ଟି ଦଳ — ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ କେନ୍ଦୁଝର — କଡା ପ୍ରତିସ୍ପର୍ଧାରେ ମୁହାଁମୁହିଁ ହେବେ। ଲିଗ୍‌ଟି ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବା ସମୟରେ ପ୍ରତିଦିନ ଦୁଇଟି … Read more

କେନ୍ଦ୍ରାପଡ଼ାରେ ବନ୍ୟା ତାଣ୍ଡବ: ଫସଲ ଉଜାଡ଼ିଲା ପାଣି, ଋଣ ଭାରରେ ନିରାଶାରେ ଚାଷୀ

By – SUBHASMITA ସେପ୍ଟେମ୍ବର 16 2025 କେନ୍ଦ୍ରାପଡ଼ା ଜିଲ୍ଲାରେ ଆଳି ବ୍ଲକରେ ବନ୍ୟା ପରିସ୍ଥିତି ଭୟଙ୍କର ଆକାର ନେଇଛି । ଖରସ୍ରୋତା, କାଣି ଓ ବ୍ରାହ୍ମଣୀ ନଦୀରେ ବଢ଼ିଥିବା ପାଣିରେ ଚାଷୀଙ୍କ ବର୍ଷର ପରିଶ୍ରମ ଧୋଇଗଲା । ଗୋବିନ୍ଦପୁର, ପେତପଡ଼ା, ଜୁଆଣିଆ, ଡିମିରିପାଳ, ଅର୍ଗଳ, ସଂସିଧା, କେତୁଆପାଳ, ଦେ ସାହି, ଏରଡଙ୍ଗ ଓ ପାଳିମି ସହ ୧୦ଟି ପଞ୍ଚାୟତର ଶତାଧିକ ଚାଷୀ ବିପୁଳ କ୍ଷତିରେ ପଡ଼ିଛନ୍ତି । ଧାର କରି କିମ୍ବା ସୋସାଇଟିରୁ ଋଣ ନେଇ … Read more

4ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା; 20 ଜିଲ୍ଲାରେ ଆଜି ୟେଲୋ ୱାର୍ଣ୍ଣିଂ

By -SUBHASMITA ସେପ୍ଟେମ୍ବର 16 2025 ଭୁବନେଶ୍ୱର: ଟ୍ରଫ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାଭାସ ଅନୁସାରେ ଆଜିଠୁ ଆଗାମୀ 4ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା ଓ … Read more

କେମିତି କଟିବ ଆଜିର ଦିନ :

By -SUBHASMITA ସେପ୍ଟେମ୍ବର 16 2025 ମେଷ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି କିଛି ନୂଆ ଭାବିବେ। ବୃଷ: ପ୍ରିୟ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। … Read more