ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ଫସିଲେ ଦମ୍ପତି :
କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ନେତା ଓ କର୍ମୀ । ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରତିବାଦ କରାଯାଉଛି । ବନ୍ଦର ପ୍ରଭାବ ଯୋଗୁ ଭୁବନେଶ୍ୱରରେ ଜଣେ ଦମ୍ପତି ନାହିଁ ନଥିବା ହଇରାଣ ହୋଇଛନ୍ତି । ସୂଚନା ଅନୁସାରେ ଦମ୍ପତି ଫ୍ଲାଇଟ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଲେ । ଭୁବନେଶ୍ୱରରୁ ସେ ବ୍ରହ୍ମପୁରକୁ … Read more