ଦୁର୍ଗାପୂଜା ପୂର୍ବରୁ ସୁନ୍ଦରୀକରଣ ଅଭିଯାନ, ଓଭରହେଡ୍ କେବୁଲ୍ ହଟାଉଛି ବିଏମସି :
By – SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର : ଆସନ୍ତା ଦୁର୍ଗାପୂଜାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ସହର ସୁନ୍ଦରୀକରଣ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇଛି। ପାର୍ବଣ ସମୟରେ ବିପଦ ସୃଷ୍ଟି କରିପାରୁଥିବା କ୍ରିସ୍-କ୍ରସ୍ ଓଭରହେଡ୍ କେବୁଲ୍ଗୁଡିକୁ ହଟାଇବା ଏବେ ତିବ୍ର ଗତିରେ ଚାଲିଛି। ବିଏମସି କମିଶନର ଚଞ୍ଚଲ ରାଣା କହିଛନ୍ତି, “ଝୁଲିଥିବା କେବୁଲ୍ଗୁଡିକୁ ସଜାଡ଼ିବା ପାଇଁ ବିଶେଷ ହାଇଡ୍ରୋଲିକ୍ ସିଡ଼ି ବ୍ୟବହାର ହେଉଛି, କର୍ମଚାରୀଙ୍କୁ ସୁରକ୍ଷା କିଟ୍ ମଧ୍ୟ ଦିଆଯାଇଛି।” ସେହିପରି … Read more