ପୁଣି ରାଜନୀତିକ ଝଡ଼ ସୃଷ୍ଟି କଲେ ଶ୍ରୀମୟୀ ମିଶ୍ର, ଟୁଇଟ୍ରେ ସନ୍ନ୍ୟାସୀକୁ ପରୋକ୍ଷ କଟାକ୍ଷ
By- SUBHASMITA oct 11 2025 ଭୁବନେଶ୍ୱର, 11 ଅକ୍ଟୋବର 2025 — ଓଡ଼ିଶା ରାଜନୀତିରେ ପୁଣି ଏକ ନୂତନ ତରଙ୍ଗ ତିଆରି କରିଛନ୍ତି ଶ୍ରୀମୟୀ ମିଶ୍ର । ତାଙ୍କ ନୂଆ ଟୁଇଟ୍ ସୋସିଆଲ ମିଡିଆରେ ତେଜ ଚର୍ଚ୍ଚା ଜନମାଇଛି । ପରୋକ୍ଷ ଭାବେ ସେ ପୁଣି ଭଣ୍ଡ ସନ୍ନ୍ୟାସୀଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ଉଠିଛି । ତାଙ୍କ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି — “କର୍ମୀ ବସିଛନ୍ତି ଅନେଇ… ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ… ଦଳ ପାଇଁ … Read more